କୃଣାଳ-ପଙ୍ଖୁରୀ ଦେଲେ ଗୁଡ ନ୍ୟୁଜ
ମୁମ୍ବାଇ: ଭାରତୀୟ କ୍ରିକେଟର ଲୋକପ୍ରିୟ ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କୃଣାଳଙ୍କ ପତ୍ନୀ ପଙ୍ଖୁରୀ ଶର୍ମା ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଟିମ ଇଣ୍ଡିଆରୁ ବାଦ ପଡିଥିବା କୃଣାଳ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ପତ୍ନୀ…