Latest Odisha News

BREAKING NEWS

ମଝି ସମୁଦ୍ରରେ ନିଆଁ : ପାରାଦ୍ୱୀପ ନିକଟ ସମୁଦ୍ରରେ ମାଛଧରା ଟ୍ରଲରରେ ନିଆଁ

ପାରାଦ୍ୱୀପ  : ପାରାଦ୍ୱୀପ ସମୁଦ୍ର ମଝିରେ ପୁଣି ଅଘଟଣ । ରବିବାର ଅପରାହ୍ନରେ ମଝି ସମୁଦ୍ରରେ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଯାଇଥିବା ଜଣାପଡିଛି । କୂଳଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛିା ବୋଟରେ ୯ ଜଣ ମତ୍ସ୍ୟଜୀବୀ ଥିଲେ । ଟ୍ରଲରଟି ହୁତୁହୁତୁ ହୋଇ ଜଳିବାରୁ ସେଥିରେ ଥିବା…

ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ‘ସାଥୀ’ ଆୟୋଜିତ

ଭୁବନେଶ୍ୱର : ଜଣାଶୁଣା ସାମାଜିକ ସଙ୍ଗଠନ ବିଚାର ଭାରତୀ ଟ୍ରଷ୍ଟ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ମହର୍ଷି ମହିଳା ମହାବିଦ୍ୟାଳୟରେ ‘ସାଥୀ' ଶୀର୍ଷକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ସଙ୍ଗଠନ ପକ୍ଷରୁ ବାଲ୍ୟ ବିବାହ,…

‘ଭାରତରେ ଗରିବ ସ୍ୱପ୍ନ ବି ଦେଖିପାରେ , ତାକୁ ପୂରଣ ବି କରିପାରେ’ : ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଦିଲ୍ଲୀ: ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ସମ୍ବୋଧନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଭାରତ ବର୍ଷରେ ଗଣତନ୍ତ୍ରର ମହତ୍ୱ ଓ ଜଣେ ଗରୀବର ଜୀବନ ଉପରେ ଆଲୋକପାତ କରିଛନ୍ତି ଦୌପଦୀ ମୁର୍ମୁ । ସେ ଓଡିଶାର ଯେଉଁ ଏକ ଛୋଟ…

କବିତା : ଯାହା ମୁଁ ଦେଖୁଛି

ଅନସୂୟା ମଲ୍ଲିକ ଯାହା ମୁଁ ଦେଖୁଛି ଏଇ ସମାଜର ଚିତ୍ର, ଅସହାୟ ମାଆ ଟିର ଆକୁଳ ଚିତ୍କାର । କାରୁଣ୍ୟ ଭରା ସେ ହୃଦୟ ଅନ୍ତରୁ, ଉଛୁଳି ପଡ଼ୁଥିବା ଅନ୍ତର୍ଭେଦି ସ୍ୱର । ଯାହା ମୁଁ ଦେଖୁଛି ଏଇ ସମାଜର ଚିତ୍ର, ମୁର୍ଖ ପାଷଣ୍ଡ ପୁଅର ବର୍ବର ଅତ୍ୟାଚାର । ଦିନ ଥିଲା ସେଇ…

ପ୍ରକୃତିଙ୍କ ସମର୍ଥନରେ ପ୍ରଶଂସକ, କହୁଛନ୍ତି ସାଙ୍ଗରେ ରହିବେ

ଭୁବନେଶ୍ୱର: ସୋସିଆଲ ମିଡିଆରେ ସମର୍ଥନ ଯୋଗାଡ଼ କରୁଛନ୍ତି ପ୍ରକୃତି ମିଶ୍ର । ବାବୁସାନ ସଂପର୍କୀୟ ଅଭିନେତ୍ରୀଙ୍କ ଉପରେ ପରୋକ୍ଷ ଦୋଷ ଲଦିବା ସହ ଏବଂ ସାଧାରଣ ଲୋକଙ୍କ କଟୁ ସମାଲୋଚନା କରିଛନ୍ତି । ଏହା ପରେ ପ୍ରକୃତିଙ୍କ କିଛି ବନ୍ଧୁ, ପ୍ରଶଂସକ ଓ ଶୁଭେଚ୍ଛୁ ସୋସିଆଲ…

ବାର ବିବାଦରୁ ଲିଗାଲ ୱାର: ୩ କଂଗ୍ରେସ ନେତାଙ୍କୁ ଆଇନଗତ ନୋଟିସ ପଠାଇଲେ ସ୍ମୃତି

ନୂଆଦିଲ୍ଲୀ: ବିଜେପିର ଟାଣୁଆ ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଝିଅ ନାମରେ କଂଗ୍ରେସ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ସେ କଂଗ୍ରେସର ୩ ନେତା ପୱନ ଖେରା, ଜୟରାମ ରମେଶ ଓ ନେଟା ଡିସୁଜାଙ୍କ ବିରୋଧରେ ଆଇନଗତ ନୋଟିସ ପଠାଇଛନ୍ତି । ନିଃସର୍ତ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଓଲିଉଡ଼ ଷ୍ଟାର କଳି। ଘଟଣା ନେଇ ପ୍ରତିକ୍ରିୟା ଦେଲେ ବାବୁସାନଙ୍କ ମାଆ ଅପରାଜିତା। କହିଲେ ବାବୁ ମୋ ସୁନା ପୁଅ, ତାକୁ ଫସାଇ ଦିଆଯାଇଛି। ସେ ବହୁତ ଷ୍ଟ୍ରଙ୍ଗ ହେଲେ ତାକୁ ବ୍ଲାକ ମେଲିଂ କରାଯାଉଥିଲା। ବାବୁ ଡିପ୍ରେସନରେ ରହୁଥିବା ବେଳେ ତାର କଲ ରେକର୍ଡ ଯାଞ୍ଚ କରିବାକୁ ଦାବି କରିଛନ୍ତି…

ଇରାନରେ ହୋଇଥିବା ବୈଠକକୁ ଯାଇଥିଲେ ପୁତିନଙ୍କ ଡୁପ୍ଲିକେଟ ?

କୀଭ: ଇରାନରେ ଗତ ସପ୍ତାହରେ ହୋଇଥିବା ଏକ ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ବଦଳରେ ତାଙ୍କ ଡୁପ୍ଲିକେଟ ଯୋଗ ଦେଇଥିଲେ ବୋଲି ୟୁକ୍ରେନର ଗୋଇନ୍ଦା ସଂସ୍ଥା ଚାଂଚଲ୍ୟକର ବୟାନ ଦେଇଛି । ଫଳରେ ସାରା ବିଶ୍ୱରେ ଏ ନେଇ ଆଲୋଚନା ଜୋର ଧରିଛି । ୟୁକ୍ରେନର ଇଂଟେଲିଜେନ୍ସ ସଂସ୍ଥାର ମୂଖ୍ୟ…

[ଦେଖନ୍ତୁ ଭିଡିଓ] ସହାୟତା ଅପକ୍ଷୋରେ କିଡନୀ ରୋଗରେ ଆକ୍ରାନ୍ତଙ୍କ ପରିବାର

ଯାଜପୁର :  ମାଆକୁ ଭଲ କରିବାକୁ ଯାଇ ପୁଅ ହେଲେ ଗୁରୁତର ଅସୁସ୍ଥ । ଯେଉଁ ମାର କିଡନି ରୋଗକୁ ଭଲ କରିବା ପାଇଁ ପୁଅ ଦାଦନ ଖଟିବାକୁ ଯାଇଥିଲେ ସେହି ପୁଅ ଏବେ କିଡନି ରୋଗରେ ପିଡିତ ଅଛନ୍ତି । ଏ ହେଉଛନ୍ତି ବିଂଝାରପୁର ପ୍ରିତିପୁର ପାତ୍ରସାହିର ନବଘନ ପାତ୍ରଙ୍କ ପରିବାର । ନବଘନ ଦିନ ମଜୁରିଆ…

[ଦେଖନ୍ତୁ ଭିଡିଓ] ଚିନ୍ତା ବଢ଼ାଉଛି କାଶୀପୁର ହଇଜା: ବ୍ଲକରେ ଡାକ୍ତର ଅଭାବ

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ହଇଜା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି । ଆଜି ପର୍ଯ୍ୟନ୍ତ ୨୫୧ ଜଣ ହଇଜା ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି କିନ୍ତୁ ବ୍ଲକର ୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାଁନ୍ତି। ବ୍ଲକରେ…