Latest Odisha News

BREAKING NEWS

ନବରଙ୍ଗପୁରରେ ଜବରଦଖଲ ଜମିର ପଟ୍ଟା: ଲକ୍ଷାଧିକ ଠକି ବିଶ୍ୱରଞ୍ଜନ ସଗରିଆ ଗିରଫ

କୋଷାଗୁମୁଡ଼ା: ଜବରଦଖଲ ଜମିର ପଟ୍ଟା କରାଇ ଦେବା ନାଁରେ ଲକ୍ଷାଧିକ ଠକେଇ ହୋଇଛି । ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକର ବିଶ୍ୱରଞ୍ଜନ ସଗରିଆ ଜମି ପଟ୍ଟା, ଡିଏଲ, ଲିଗାଲହେର ଆଦି ନକଲି କାଗଜପତ୍ର କରି ଲୋକଙ୍କୁ ଠକି ଗିରଫ ହୋଇଛି । ଅମୂଲ୍ୟ ପାଣିଗ୍ରାହୀ ନାମକ ବ୍ୟକ୍ତିଙ୍କ ଠାରୁ ୯ ହଜାର…

ସିଙ୍ଗାପୁର ଓପନ ସେମିରେ ସିନ୍ଧୁ : ବିଦା ହେଲେ ସାଇନା, ପ୍ରଣୟ

ସିଙ୍ଗାପୁର: ଭାରତର ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଚଳିତ ସିଙ୍ଗାପୁର ଓପନ ବ୍ୟାଡମିଂଟନର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ମହିଳା ସିଙ୍ଗ୍‌ସ କ୍ୱାର୍ଟରରେ ଚୀନର ହାନ ହୁୟେଙ୍କୁ ୧୭-୨୧, ୨୧-୧୧ ଓ ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ଗେମ ହାରିବା ପରେ ସିନ୍ଧୁ ମ୍ୟାଚକୁ…

କଟକ-ପଲାସା ଏକ୍ସପ୍ରେସ ଗୁଣୁପୁର ପର୍ଯ୍ୟନ୍ତ ଯିବ

ଭୁବନେଶ୍ୱର : କଟକ-ପଲାସା-କଟକ ଏକ୍ସପ୍ରେସ(୧୮୪୪୩-୧୮୪୪୪) ସେବାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ । ପୂର୍ବ ଭଳି ଏହି ଟ୍ରେନ ପାଇଁ ସ୍ଥିର କରାଯାଇଥିବା ରହଣି ଷ୍ଟେସନ ଓ ସମୟ ସାରଣୀ କଟକ-ପଲାସା ମଧ୍ୟରେ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିବ । କୌଣସି ପ୍ରକାର ସମୟସୂଚୀ…

[ଦେଖନ୍ତୁ ଭିଡିଓ] କାଶୀପୁର ବ୍ଲକରେ ବ୍ୟାପୁଛି ଝାଡ଼ାବାନ୍ତି, ଦୁଇ ଦିନରେ ୬ ଜଣଙ୍କ ମୃତ୍ୟୁ

ରାୟଗଡ଼ା: ଝାଡ଼ାବାନ୍ତିରେ ଝରି ପଡ଼ୁଛି ଜୀବନ । ଦୁଇ ଦିନରେ ଗଲାଣି ୬ ପ୍ରାଣ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ବ୍ଲକର ବିଭିନ୍ନ ଗାଁରେ ସଂଖ୍ୟାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ଟିକିରି…

ରୋନାଲ୍ଡୋଙ୍କୁ ୨୪୦୦ କୋଟି ଟଙ୍କାର ଅଫର ଦେଲା ସାଉଦି ଆରବ କ୍ଲବ !

ରିୟାଦ: ପର୍ତୁଗାଲର ଅଧିନାୟକ ତଥା ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଇତିହାସର ସବୁଠାରୁ ଧନୀ ଖେଳାଳି ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସାଉଦି ଆରବର ଏକ କ୍ଳବ ରୋନାଲ୍ଡୋଙ୍କୁ ଚୁକ୍ତି କରିବା ପାଇଁ ୩୦୦ ମିଲିୟନ ୟୁରୋ(୨୪୦୦ କୋଟି ଟଙ୍କା)ର ଅଫର ଦେଇଛି । ତେବେ କେଉଁ କ୍ଲବ…

ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ହାଣିବା ପରେ କଟାମୁଣ୍ଡ ଧରି ୧୨ କିମି ଚାଲିଲା ସ୍ୱାମୀ

ଢେଙ୍କାନାଳ: ଗୋଟିଏ ହାତରେ କଟାମୁଣ୍ଡ, ଆଉ ଗୋଟିଏ ହାତରେ କଟୁରୀ । ସ୍ତ୍ରୀକୁ ନିଜ ହାତରେ ମାରିବା ପରେ ରାସ୍ତାରେ ଚାଲି ଚାଲି ଯାଉଛି ସ୍ୱାମୀ । ଏ ଦୃଶ୍ୟ ଏତେ ବିଭତ୍ସ ଯେ, ଆପଣଙ୍କୁ ଦେଖାଇବା ସମ୍ଭବ ନୁହେଁ । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା…

୧୯୮୫ ଏୟାର ଇଣ୍ଡିଆ ବିସ୍ଫୋରଣର ଅଭିଯୁକ୍ତଙ୍କୁ କାନାଡାରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ୧୯୮୫ ଏୟାର ଇଣ୍ଡିଆ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଶିଖ ନେତା ରିପୁଦମନ ସିଂ ମାଲିକଙ୍କୁ ଆଜି କାନାଡାରେ ଗୁଳି କରି ହତ୍ୟା କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ତାଙ୍କ ଘର ନିକଟରେ ୩ଟି ଗୁଳି ଫୁଟିବା ଶବ୍ଦ ଶୁଣା ଯାଇଥିଲା । କିଛି ସମୟ ପରେ ପୋଲିସ ତାଙ୍କ ମୃତ…

କବିତା : ଲହର

ମାନସ ରଞ୍ଜନ ମହାପାତ୍ର ତାରାର ଆକାଶ ନୁହେଁ ଦିଅ ଗୋଟେ ମାଟିର ଆକାଶ ପବନର ଶ୍ଵାସ ନୁହେଁ ଦିଅ ମୁଠେ ଫୁଲର ବିଶ୍ଵାସ ସମୁଦ୍ରରେ ଭେଳା ବାନ୍ଧି ଦିଗବିଜୟର ସ୍ଵପ୍ନ ସରିଯିବା ଆରମ୍ଭୁ ଏଇଠୁ ନାବିକର ଫେରନ୍ତା ସଙ୍ଗୀତ ପର୍ବତର ପାଦତଳେ ଠିଆ ହୋଇ ଆକାଶ ଆରୋହିବାର ବିନୀତ ଆବେଗ…

ଅସୁରକ୍ଷିତ ବ୍ରହ୍ମପୁର ବଡ଼ ମେଡ଼ିକାଲ; ନୂତନ କୋଠା ସିଲିଂରୁ ଝରିଲା ପାଣି

ବ୍ରହ୍ମପୁର:କୋଟି କୋଟି ଟଙ୍କା ବ୍ୟୟରେ ଏମକେସିଜି ମେଡିକାଲରେ ନିର୍ମିତ ହୋଇଥିବା ଏକାଧିକ ନୂତନ କୋଠା ଏବେ ରୋଗୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଏହି କୋଠାରୁ କେତେବେଳେ ସିଲିଂ ଖସୁଛି ତ ଆଉ କେତେବେଳେ ଝରଣା ଭଳି ପାଣି ବୋହୁଛି। ଯାହା ଚିକିତ୍ସିତ ହେଉଥିବା ରୋଗୀ ପାଇଁ ବିପଦ ଡାକି…

କଣ୍ଟେନର୍‌ର ସିକ୍ରେଟ୍‌ ଚାମ୍ବରରୁ ମିଳିଲା ୧୬୦କିଲୋ ଗଞ୍ଜେଇ

ବ୍ରହ୍ମପୁର:ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ରାକେଟ୍‌ ଠାବ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ। ଗୋଟିଏ କଣ୍ଟେନର୍‌ରେ ଗଜପତି ଜିଲା ମୋହନାରୁ ଖଲ୍ଲିକୋଟ ନିର୍ମଳ ଝର ଦେଇ ଜାତୀୟ ରାଜପଥରେ ଚାଲାଣ ହେଉଥିବା ୧୬୦ କେଜି ଗଞ୍ଜେଇ ଧରିଛି ଅବକାରୀ ବିଭାଗ। ଏ ସଂକ୍ରାନ୍ତରେ କଣ୍ଟେନର୍‌…