Latest Odisha News

BREAKING NEWS

ରାଜ୍ୟରେ ଦୁଇ ସ୍ୱାଇନ ଫ୍ଲୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଦୁଇ ଜଣ ସ୍ୱାଇନ ଫ୍ଲୁ ସଂକ୍ରମିତ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ବିଗତ ନିକଟ ଅତୀତରେ କୁଆଡ଼େ ବାହାରକୁ ଯାଇନାହାନ୍ତି ବା ଫେରି ନାହାନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଜଣେ ପୁରୁଷ(୩୮) ଓ ନାରୀ(୨୮) । ଉଭୟ ଏକ ଘରୋଇ ହସ୍ପିଟାଲରେ…

ବ୍ରଜରାଜନଗର ଜିତିଲେ ବିଜେଡିର ଅଳକା ମହାନ୍ତି; ତୃତୀୟ ସ୍ଥାନରେ ରାଧାରାଣୀ

ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନରେ ୬୫ହଜାର ୭୯୧ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି । ଅଳକାଙ୍କୁ ସର୍ବ ମୋଟ୍ ୯୩ ହଜାର ୭୯୦ ଭୋଟ୍ ମିଳିଛି । ବିଜୟ ଲାଭ କରିବା ପରେ ଅଳକା କହିଛନ୍ତି ଯେ, ସେ ବ୍ରଜରାଜନଗର ବାସୀଙ୍କ ସବୁ…

‘ବନ୍ଦ ହେବନି ପୁରୀ ପରିକ୍ରମା ପ୍ରକଳ୍ପ; ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କଲେ ପିଟିସନର’

ଭୁବନେଶ୍ୱର: ବନ୍ଦ ହେବନି ପୁରୀ ପରିକ୍ରମା ପ୍ରକଳ୍ପ । ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ଶୌଚାଳୟ, କ୍ଲକ୍ ରୁମ ଓ ଇଲେକ୍ଟ୍ରିକାଲ ରୁମ୍ ତିଆରି ହେବ । ଶୁକ୍ରବାର ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ପିଟିସନର ବିଚାର କରି ପରିକ୍ରମା ପ୍ରକଳ୍ପ…

ବ୍ରଜରାଜନଗରରେ ଜିତିଲା ବିଜେଡି, ଦ୍ୱିତୀୟ ସର୍ବାଧିକ ବ୍ୟବଧାନରେ ଜିତିଲେ ଅଳକା

ଭୁବନେଶ୍ୱର : ବ୍ରଜରାଜନଗରରେ ବିଜେଡିର ବାଜିମାତ । ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଖରୁ ଅଳକା ୬୫ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି।କଂଗ୍ରେସର ବିଧାୟକ…

ବ୍ରଜରାଜନଗର ଭୋଟ୍ ଗଣତି : ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଆଗୁଆ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ଅଳକା ମହାନ୍ତିଙ୍କୁ ୨୯୮୮୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ୭୮୧୮ ଖଣ୍ଡ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । କଂଗ୍ରେସର କିଶୋର ପଟେଲ ୬୦୮୮ ଖଣ୍ଡ ଭୋଟ୍…

ୟୁରୋପରେ ମାତିଛନ୍ତି ଛୁଂଚି ଫୋଡା ଗ୍ୟାଙ୍ଗ

ପ୍ୟାରିସ: ଫ୍ରାନ୍ସ, ବ୍ରିଟେନ ସମେତ ୟୁରୋପା ଅନେକ ଦେଶରେ ଏବେ ମାତିଛନ୍ତି ଛୁଂଚିଫୋଡା ଗ୍ୟାଙ୍ଗ । ନାଇଟ କ୍ଲବ, କନସର୍ଟ୍ସ ଏବଂ ଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କୁ କୌଣସି ଅଜଣା ବ୍ୟକ୍ତି ଛୁଂଚି ଫୋଡିବା ପରେ ଖସି ପଳାଉଛି । ଏହା ପରେ ବ୍ୟକ୍ତିଜଣଙ୍କୁ ମୁଣ୍ଡ ବୁଲାଇହେବା, ବାନ୍ତି ଲାଗିବା ଏବଂ…

ସୋନିଆଙ୍କ ପରେ ପ୍ରିୟଙ୍କାକୁ କରୋନା

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ପରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜକୁ ଆଇସୋଲେଶନ କରିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଟେଷ୍ଟ କରାଇନେବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ଗୁରୁବାର ସୋନିଆ କରୋନା…

ଅରବିନ୍ଦ ପଟ୍ଟନାୟକଙ୍କ ସାରସ୍ୱତ କୃତି ସଙ୍କଳନ ‘ଅରବିନ୍ଦାୟନ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଅରବିନ୍ଦ ପଟ୍ଟନାୟକଙ୍କ ‘ସାରସ୍ୱତ ସୌନ୍ଦର୍ଯ୍ୟ ଓ ସୌରଭର ଏକ ସଙ୍କଳନ ‘ଅରବିନ୍ଦାୟନ' ସ୍ଥାନୀୟ ଲୋହିଆ ଭବନଠାରେ ଉନ୍ମୋଚିତ ହୋଇଯାଇଛି । ଏହି ସଙ୍କଳନଟି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କର ସମ୍ପାଦନାରେ ପ୍ରକାଶିତ ହୋଇଛି ।…

ରାଜ୍ୟ ଗ୍ରନ୍ଥାଗାରରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ଶିକ୍ଷାବିତ ପ୍ରାଣକୃଷ୍ଣ ପରିଜାଙ୍କ ୪୪ ତମ ପୁଣ୍ୟତିଥି ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତଃ…

ପ୍ରସନ୍ନ କୁମାର ମିଶ୍ରଙ୍କ ଉପନ୍ୟାସ ‘ବଢ଼ି ପାଣିର ଦାନ୍ତ’ ଓ ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଅନୂଦିତ…

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଆନୁକୂଲ୍ୟରେ ପ୍ରସିଦ୍ଧ କବି, କଥାଶିଳ୍ପୀ ତଥା ନାଟ୍ୟକାର ସ୍ୱର୍ଗତଃ ପ୍ରସନ୍ନ କୁମାର ମିଶ୍ରଙ୍କ ଉପନ୍ୟାସ 'ବଢ଼ି ପାଣିର ଦାନ୍ତ' ଏବଂ ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଅନୂଦିତ ପୁସ୍ତକ 'ଦ ଫେଙ୍ଗଡ ୱାଟର' ସ୍ଥାନୀୟ ସମ୍ବାଦ ଭବନ ପରିସରରେ…