Latest Odisha News

BREAKING NEWS

ମହିଳା ଜଣେ ହୋଇପାରନ୍ତି ବାଚସ୍ପତି!

ଭୁବନେଶ୍ୱର: ଏଥର ମନ୍ତ୍ରୀମଣ୍ଡଳ ଅଦଳ ବଦଳରେ ଆମୂଳଚୂଳ ପରିବର୍ତ୍ତନ ହେବାକୁ ଯାଉଛି । ସେପଟେ ଫୋନ୍ କଲ ପାଇଥିବା ନେତାଙ୍କ ମନରେ ଯେତିକି ଆଗ୍ରହ ଅଛି ତା ଠାରୁ ଅଧିକ ନିରାଶ ଅଛନ୍ତି ଫୋନ୍ କଲ ପାଇ ଇସ୍ତଫା ଦେଇଥିବା ବରିଷ୍ଠ ମାନେ । ମନ୍ତ୍ରୀ ବଦଳିଯିବା ସହ ଏଥର ବାଚସ୍ପତି ମଧ୍ୟ ବଦଳିଯିବେ…

ଶୁଟିଂ ବିଶ୍ୱକପ : ୫୦ମିଟର ରାଇଫଲ ଥ୍ରୀ ପୋଜିଶନରେ ସ୍ୱପ୍ନିଳ-ଆଶୀ ଜିତିଲେ ସ୍ୱର୍ଣ୍ଣ

ବାକୁ: ଏଠାରେ ଚାଲିଥିବା ଆଇଏସଏସଏଫ ଶୁଟିଂ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ ମିକ୍ସଡ ଇଭେଂଟରେ ସ୍ୱପ୍ନିଳ କୁସାଲେ ଓ ଆଶୀ ଚୌକସେ ଯୋଡି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ସେମାନେ ୟୁକ୍ରେନର ସେରହୀ କୁଲିଶ ଓ ଦରିଆ…

ଝିଅ ଜନ୍ମ କରିବାରୁ ରାସ୍ତାରେ ବୋହୂକୁ ପିଟିଲେ ଶାଶୁ ନଣନ୍ଦ

ଭୁବନେଶ୍ୱର: ଝିଅ ଜନ୍ମ କରିବାରୁ ବୋହୂକୁ ରାସ୍ତା ଉପରେ ପିଟିଲେ ଶାଶୁ ନଣନ୍ଦ । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ମହିଳା ଦୁଇଟି ଝିଅ ଜନ୍ମ କରିବାରୁ ତାଙ୍କ ଉପରେ ଶାଶୁ ଘର ଲୋକେ ଅତ୍ୟାଚାର କରିଥିଲେ । ଶନିବାର ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ସେଥିରେ ଦୁଇ ଜଣ ମହିଳା ପୀଡ଼ିତାଙ୍କୁ…

ଚିନ୍ତାରେ ପକାଇଲା ନୋଜ ବ୍ଲଡ ଫିଭର ଭାଇରସ

ବାଗଦାଦ: ନୋଜ ବ୍ଲଡ ଭାଇରସ ଏବେ ଚିକିତ୍ସକଙ୍କୁ ଚିନ୍ତାରେ ପକାଇଛି । ଏ ପର୍ଯ୍ୟନ୍ତ ଇରାନ ସମତେ ବିଭିନ୍ନ ସ୍ଥାନରେ ୧୧୧ ମାମଲା ସମ୍ମୁଖକୁ ଆସିଛି । ୧୯ ଲୋକଙ୍କ ମୃତ୍ୟୁ ଘଟିଛି । କ୍ରିମିୟନ କଂଗୋ ହେମୋରୋଜିକ ନାମକ ଏହି ଜ୍ୱର ପାଳିତ ପଶୁଙ୍କ ଶରୀରରେ ଥିବା ଜୀବାଣୁ ଓ ଟିଙ୍କ ଦ୍ୱାରା…

ଓଡ଼ିଶା ମନ୍ତ୍ରୀମଣ୍ଡଳ ହେବ ପୁନର୍ଗଠନ : ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଭୁବନେଶ୍ୱର : ଓଡ଼ିଶା ମନ୍ତ୍ରୀମଣ୍ଡଳ ହେବ ପୁନର୍ଗଠନ । ଶନିବାର ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ଦେଇଛନ୍ତି ନିର୍ଦ୍ଦେଶ। ନୂଆ ମନ୍ତ୍ରୀମଣ୍ଡଳ ରବିବାର ଦିନ ଶପଥ ନେବ ବୋଲି ମିଳିଛି ସୂଚନା। ଏହାରି ଭିତରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର…

ଟାର୍ଗେଟ କିଲିଂ: ୧୭୭ କଶ୍ମୀର ପଣ୍ଡିତ ଶିକ୍ଷକଙ୍କ ସୁରକ୍ଷିତ ସ୍ଥାନକୁ ବଦଳି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂକୁ ଦେଖି ସରକାର ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ୧୭୭ କଶ୍ମୀର ପଣ୍ଡିତ ଶିକ୍ଷକଙ୍କ ବଦଳି ଘାଟୀ ବାହାରକୁ କରାଯାଇଛି । ଚିଫ ଏଜୁକେଶନ ଅଫିସର ପତ୍ର ଏବଂ ବଦଳି ଅର୍ଡର ସେମାନଙ୍କ ନିକଟକୁ ପଠାଇ ଦେଇଛନ୍ତି । ଘାଟୀରେ କ୍ରମାଗତ…

କାଠ ଫାଳିଆରେ ପିଟିପିଟି ବାପାଙ୍କୁ ହତ୍ୟା କଲେ ଦୁଇ ନୃଶଂସ ପୁଅ

ସୁନ୍ଦରଗଡ଼: ନୃଶଂସ ପାଲଟିଲା ପୁଅ । ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣିବେର୍ଣ୍ଣା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମାଙ୍ଗରା ଭୁମିଜ । ଘରୋଇ କଳିକୁ କେନ୍ଦ୍ର…

[ଦେଖନ୍ତୁ ଭିଡିଓ] ଜୁନ୍ ଶେଷରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର: ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ ।ଫଳ ପ୍ରକାଶ ନେଇ ପ୍ରକ୍ରିୟା ଜାରି ଅଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୂଚନା ଅନୁସାରେ ଚଳିତବର୍ଷ ୫ ଲକ୍ଷ ୨୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଥିଲେ । ରାଜ୍ୟରେ ମୋଟ ୫୮ଟି…

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ପୁସ୍ତକର ବିକ୍ରୟ ପାଇଁ ବିତରକ ଆବଶ୍ୟକ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକଗୁଡ଼ିକ ବିକ୍ରି କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ଓ ସବଡିଭିଜନରେ ଅବସ୍ଥାପିତ ବହି ଦୋକାନକୁ ଦାୟିତ୍ୱ ଅର୍ପଣ କରିବାକୁ ଏକାଡେମୀ ପକ୍ଷରୁ ଯୋଜନା ପ୍ରସ୍ତୁତ…

ମହାଦେବ ଶିବଙ୍କୁ ବିବାହ ପାଇଁ ଚାଇନା ସୀମାରେ ଅପେକ୍ଷା କରିଛନ୍ତି ଯୁବତୀ

ପିଥୋରାଗଡ଼: ଉତ୍ତରପ୍ରଦେଶର ଜଣେ ମହିଳା ନିଜକୁ ପାର୍ବତୀଙ୍କ ଅବତାର କହି ଭାରତ-ଚାଇନା ସୀମାରେ ମହାଦେବ ଶିବଙ୍କୁ ବିବାହ କରିବାକୁ ଅପେକ୍ଷା କରିଛନ୍ତି । ଉତ୍ତରାଖଣ୍ଡର ନିଷିଦ୍ଧାଞ୍ଚଳ ନାଭିଢ଼ଙ୍ଗରେ ରହିଯାଇଛନ୍ତି ହରମିନ୍ଦର କୌର । ସେ ତାଙ୍କ ମା’ଙ୍କ ସହିତ ଏସଡିଏମ ଧରଚୁଲାଙ୍କ ଅନୁମତି ନେଇ…