Latest Odisha News

BREAKING NEWS

ଶିକ୍ଷା କ୍ଷେତ୍ରରେ ବିଜୟ ସାହୁଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଆଖିରେ ଥିବା ଚମକ, କୌତୁହଳ ଓ ମନର ଆଶା କେବେ ମଉଳିବା ଉଚିତ୍ ନୁହେଁ । ଶିକ୍ଷା ମାଧ୍ୟମରେ ସ୍ବର୍ଗକୁ ପୃଥିବୀ ପୃଷ୍ଠକୁ ଅଣାଯାଇ ପାରିବ। ଜୀବନରେ ସଫଳତାର ଶୀର୍ଷକୁ ଛୁଇଁ ହେବ ବୋଲି ବୁଧବାର ସାଇ ଇଣ୍ଟରନ୍ୟାସନାଲ୍ର ପ୍ରତିଷ୍ଠାାତା ଚେୟାରମ୍ୟାନ୍ ଦିବଙ୍ଗତ ଡ.…

ରୁବେଲା ଭାଇରସ ଅଛି କହି ଭାରତ ପଠାଇଥିବା ଗହମ ଫେରାଇ ଦେଲା ତୁର୍କୀ

ନୂଆଦିଲ୍ଲୀ: ରୁଷୁିଆ-ୟୁକ୍ରେନ ଯୁଦ୍ଧ ବେଳେ ତୁର୍କୀ ଏକ ପ୍ରକାର ଖାଦ୍ୟ ସଙ୍କଟରେ ପଡିଛି । ଏହା ଦେଖି ଭାରତ ୨୯ମେରୁ ତୁର୍କୀକୁ ଗହମ ପଠାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ ରୁବେଲା ଭାଇରସ ଅଛି ବୋଲି କହି ଭାରତ ଗହମ ଫେରାଇଦେଇଛି । ତୁର୍କୀ ରାଷ୍ଟ୍ରପତି ରେଚପେ ତୈୟାବ…

ଘାଟୀରେ ଟାର୍ଗେଟ କିଲିଂ ପରେ ସରକାର ନେଲେ କଡା ପଦକ୍ଷେପ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରିବାରେ ଲାଗିଛନ୍ତି । ଏହି ଘଟଣା ବଢ଼ିବା ଯୋଗୁ ଜମ୍ମୁ-କଶ୍ମୀର ସରକାର ବୁଧବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । କଶ୍ମୀରରେ ନିଯୁକ୍ତି ପାଇଥିବା ହିନ୍ଦୁ ଏବଂ ଅଳ୍ପ ସଂଖ୍ୟକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପଠାଇବା…

ଓମାନ ଆଉ କୁଏତରେ ରିଲିଜ୍ ହେଇପାରିବନି ପୃଥ୍ୱୀରାଜ

ଭୁବନେଶ୍ୱର: ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲର ଅଭିନୀତ ଫିଲ୍ମ ‘ପୃଥ୍ୱୀରାଜ’ ଓମାନ ଏବଂ କୁଏତରେ ରିଲିଜ ହୋଇପାରିବନି । ଏହି ଦୁଇ ଦେଶ ଇତିହାସକୁ ନିଖୁଣ ଭାବେ ପ୍ରଦର୍ଶନ କରୁଥିବା ଫିଲ୍ମକୁ ତାଙ୍କ ଦେଶରେ ରିଲିଜ୍ କରିବେନି । ପୂର୍ଣ୍ଣ ଭାବେ ଖବର ଆସିନଥିଲେ ମଧ୍ୟ ହାଲୁକା ସୂଚନା ମିଳିଛି ।…

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ମଞ୍ଜୁର କରିବାକୁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ସୁପରିଚାଳନା ପାଇଁ ଓଡିଶା ସରକାର ଦେଇଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଚିଠା ଅଧ୍ୟାଦେଶ- ୨୦୨୦ କୁ ମଞ୍ଜୁର ପାଇଁ ରାଜ୍ୟ ସରକାର, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ସ୍ୱରାଷ୍ଟ୍ର…

ବିସିସିଆଇ ସଭାପତି ପଦରୁ ଇସ୍ତଫା ଖବରକୁ ଖଣ୍ଡନ କଲେ ଜୟ ଶାହ, ରାଜ୍ୟସଭା ଯିବେ ଗାଙ୍ଗୁଲି !

କୋଲକାତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଥିବା ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା । ଏହି ଖବର ଦ୍ରୁତ ଗତିରେ ଭାଇରାଲ ହେବା ପରେ ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏହାକୁ ଖଣ୍ଡନ କରିଛନ୍ତି । ଗାଙ୍ଗୁଲି…

“କେକେଙ୍କୁ ମାରିଦେଲା କୋଲକାତା”

ଭୁବନେଶ୍ୱର: କୋଲକାତା ସହର କେକେଙ୍କୁ ମାରିଦେଲା । ମଙ୍ଗଳବାର ଷ୍ଟେଜ୍ ଉପରେ ଅସୁସ୍ଥ ହୋଇପଡ଼ିବା ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ହେବା ଘଟଣାକୁ ନେଇ ନନ୍ଦିତା ପୁରୀ କଡ଼ା ସମାଲୋଚନା କରିଛନ୍ତି । କୋଲକାତା ସହରର ବାଜ୍ୟେ ବ୍ୟବସ୍ଥା କେକେଙ୍କୁ ମାରି ଦେଲା ବୋଲି କହିଛନ୍ତି ଅଭିନେତା ଓମ…

[ଦେଖନ୍ତୁ ଭିଡିଓ] ପୁରୁଣା ଗାଡି ପାଇଁ ବାଧ୍ୟତାମୂଳକ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’: ଜୁନ୍ ପହିଲାରୁ…

ଭୁବନେଶ୍ୱର : ୨୦୧୯ ମସିହା ପୂର୍ବରୁ ପଞ୍ଚିକୃତ ଗାଡିରେ ପୁରୁଣା ନମ୍ବର ପ୍ଳେଟ୍ ବଦଳରେ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ ବା (ଏଚଏସଆରପି ) ଲଗାଇବା ପାଇଁ  ଜୁନ୍ ପହିଲାରୁ ବୁକିଂ ଆରମ୍ଭ ହେଇଛି । ଏଥିପାଇଁ  ୮ହଜାରରୁ ଅଧିକ ଲୋକ ବୁକ୍ କରିସାରିଲେଣ। ସୋସାଇଟି ଅଫ୍ ଇଣ୍ଡିଆନ୍…

ଏସିଆ କପ ହକି: ଭାରତକୁ ବ୍ରୋଞ୍ଜ

ଜାକର୍ତା: ଏସିଆ କପ ହକିରେ ଏଥର ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ବୁଧବାର ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୧-୦ ଗୋଲରେ ଜାପାନକୁ ପରାସ୍ତ କରିଛି । ପ୍ରଥମ କ୍ୱାର୍ଟରର ୭ମ ମିନିଟରେ ଭାରତ ପକ୍ଷରୁ ଏକମାତ୍ର ଗୋଲଟି ରାଜକୁମାର ପାଲ କରିଥିଲେ । ଏହା ପରେ ଉଭୟ ଦଳ…

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ । ଜଣେ ପଥର ଖଣି ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏସଡିପିଓ ମଳୟ କିଶୋର ନାୟକଙ୍କୁ ଭିଜିଲାନ୍ସ ଧରିଛି । ଅଧିକ ଖାଦାନ ଏବଂ ଚାଲାଣ କରାଇଦେବା ଲୋଭ ଦେଖାଇ ଲାଞ୍ଚ ମାଗିଥିଲେ ଅଭିଯୁକ୍ତ ମଳୟ । ବୁଧବାର…