ଏସିଆ କପ ହକି: ଭାରତକୁ ବ୍ରୋଞ୍ଜ
ଜାକର୍ତା: ଏସିଆ କପ ହକିରେ ଏଥର ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ବୁଧବାର ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୧-୦ ଗୋଲରେ ଜାପାନକୁ ପରାସ୍ତ କରିଛି । ପ୍ରଥମ କ୍ୱାର୍ଟରର ୭ମ ମିନିଟରେ ଭାରତ ପକ୍ଷରୁ ଏକମାତ୍ର ଗୋଲଟି ରାଜକୁମାର ପାଲ କରିଥିଲେ । ଏହା ପରେ ଉଭୟ ଦଳ…