ଆମ ଭାଷା, ଆମ ବ୍ୟାକରଣ
ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ଅକ୍ଷର
ଆମ ଓଡ଼ିଆ ଅକ୍ଷର ପ୍ରାଚୀନ ବ୍ରାହ୍ମୀ ଲିପିରୁ ଆସିଛି। ଲିପି ହେଉଛି ପ୍ରତ୍ୟେକ ଭାଷାର ଉତ୍ସ। ବ୍ରାହ୍ମୀ ଲିପିରୁ ସୃଷ୍ଟି ଆମ ଅକ୍ଷରର ଲିଖନ ପଦ୍ଧତି ସ୍ୱତନ୍ତ୍ର ଧରଣର। ବଙ୍ଗଳା, ଅସମୀୟା, ହିନ୍ଦୀ , ମୈଥିଳୀ ଆଦି ଅନ୍ୟାନ୍ୟ ଭାଷାଠାରୁ…