Latest Odisha News

BREAKING NEWS

ଗଳ୍ପ : ପରିବର୍ତ୍ତନ

ଦେବଜ୍ୟୋତି ଅବିନାଶ ଅଫିସ ବାହାର ଚା ଦୋକାନରୁ ସିଗାରେଟ ପ୍ୟାକେଟଟିଏ କିଣି ଆଣି ବସ ଷ୍ଟପରେ ଠିଆ ହେଲା ରାଜୀବ। ବସ ଷ୍ଟପର ସେଲ୍ଟର୍ ତଳେ ଛିଡା ହୋଇଥାନ୍ତି। ତା'ରି ଭଳି ଅଫିସ ଫେରନ୍ତା କେତେ ଯେ ଲୋକ। ଆହୁରି ବି ଅନେକ କିସମର ଲୋକ ସବୁ ଠିଆ ହୋଇଥାନ୍ତି ବସର ଅପେକ୍ଷାରେ। ଅଫିସର କାମ ଆଉ…

କଳିଙ୍ଗା ଘାଟି ଦୁର୍ଘଟଣା;୧୨ ଆହତଙ୍କୁ ଘରକୁ ପଠାଇଲା ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର: କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚାଲିଥିଲା । ଗୁରୁବାର ପଶ୍ଚିମବଙ୍ଗ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ଟିମ୍‌ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆସି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହି ଟିମ୍‌ରେ ଥିଲେ…

ନାଟକ ପାଇଁ ବ୍ରହ୍ମପୁରରେ ମଞ୍ଚ ଅଭାବ; କଳାକାରଙ୍କ ଉଦ୍‌ବେଗ

ବ୍ରହ୍ମପୁର : ସାଂସ୍କୃତିକ ଦୃଷ୍ଟିକୋଣରୁ ବ୍ରହ୍ମପୁର ସହରର ଅନେକ ଗୁରୁତ୍ୱ ରହୁଛି । କିନ୍ତୁ ଏଠାରେ ମଞ୍ଚ ନାଟକ ପରିବେଷଣ ପାଇଁ ଉପଯୁକ୍ତ ମଞ୍ଚ ନାହିଁ । ଏଣୁ ସହରରେ ନାଟକ ଉପଯୋଗୀ ମଞ୍ଚ ସ୍ଥାପନ ପାଇଁ ବ୍ରହ୍ମପୁର ସହରର ବିଭିନ୍ନ ନାଟ୍ୟ ସଂଗଠନର କର୍ମକର୍ତ୍ତାମାନେ ଦାବି କରିଛନ୍ତି ।…

ଆଇପିଏଲ ଡାକରା ପାଇବା ପରେ ବାହାଘର ଘୁଂଚାଇ ଦେଇଥିଲେ ରଜତ

ନୂଆଦିଲ୍ଲୀ: ଆଇପିଏଲ ଏଲିମିନେଟର ମୁକାବିଲାରେ ବୁଧବାର ରଜତ ପାଟୀଦାରଙ୍କ ଆକର୍ଷଣୀୟ ଶତକ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୱାଲିଫାୟର ୨କୁ ଉନ୍ନୀତ ହୋଇଛି । ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ ଓ ଫାପ ଡୁ ପ୍ଲେସି ଫେଲ ମାରିଥିବା ବେଳେ ସେ କିନ୍ତୁ ଖେଳିଥିଲେ ସ୍ମରଣୀୟ ଇନିଂସ ।…

ଜୟପୁରରୁ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଜୟପୁର: ଜୟପୁର ସଦର ଥାନା ଅର୍ନ୍ତଗତ କୋଲାବ ସାଇଡରୁ ଜବତ ହୋଇଛି ଦୁଇ କ୍ୱିଣ୍ଟାଲ ଗଞ୍ଜେଇ । ଏହା ସହ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ । ରାଜ୍ୟ ବାହାରକୁ ଏକ କାର (ସିଜି ୨୯-ଏ- ୫୦୦୮) ଯୋଗେ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢ଼ଉ କରିଥିଲା । ଜାତୀୟ ରାଜପଥ-୨୬ ଜୟପୁର ରାଜପଥ ଦେଇ ଛତିଶଗଡ଼ର…

‘ସରକାରୀ ଅନୁଷ୍ଠାନ ଗୁଡିକ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ମୋ ସରକାର ବ୍ୟାପକ ପରିବର୍ତ୍ତନ ଆଣିଛି’

ଭୁବନେଶ୍ୱର: ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ…

ଏସିଆ କପ ହକି: ଇଣ୍ଡୋନେସିଆକୁ ୧୬-୦ରେ ହରାଇ ସୁପର ୪ରେ ଭାରତ

ଜାକାର୍ତା: ଏଠାରେ ଅନୁଷ୍ଠିତ ଏସିଆ କପ ହକିରେ ଗୁରୁବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି । ଶେଷ ପୁଲ ମ୍ୟାଚରେ ଇଣ୍ଡୋନେସିଆକୁ ୧୬-୦ ବୃହତ ବ୍ୟବଧାନରେ ହରାଇ ଭାରତ ସୁପର ୪ରେ ପ୍ରବେଶ କରିଛି । ଭାରତକୁ ଏହି ମ୍ୟାଚରେ ପାକିସ୍ତାନଠାରୁ ଅଧିକ ଗୋଲ ବ୍ୟବଧାନରେ ଜିତିବା ଜରୁରୀ ଥିଲା । ଏଥିସହ…

ପୁରୀ ସହରରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ମହିଳା ଗିରଫ

ପୁରୀ: ପୁରୀ ସହରର ବାସେଳୀ ସାହି ଥାନା ଅଧୀନ ନୋଳିଆ ସାହିରୁ ଜଣେ ମହିଳା ବ୍ରାଉନ ସୁଗର ବ୍ୟବସାୟୀ ଗିରଫ ହୋଇଛନ୍ତି । ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ ୪୫ ବର୍ଷୀୟା ସୁନୀତା ନାଏକଙ୍କ ଠାରୁ ୧୧୦ ଗ୍ରାମ୍ ବ୍ରାଉନ ସୁଗର ଓ ୮୦୦ ଟଙ୍କା ଜବତ କରିଛି । ମୋବାଇଲ ଅବକାରୀ ସ୍କ୍ୱାଡ୍ କେସ ନଂ-…

ମମତା ଦିଦିଙ୍କ ଦାଦାଗିରି : ରାଜ୍ୟପାଳ ହୋଇପାରିବେନି ବିଶ୍ୱବିଦ୍ୟାଳୟ ଚାନ୍ସଲର !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୁରୁବାର ଏକ ନିଷ୍ପତି ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ମମତା ଆକସ୍ମିକ ଭାବେ ଘୋଷଣା କରିଛନ୍ତି ଯେ, ଏଣିକି ରାଜ୍ୟପାଳଙ୍କ ବଦଳରେ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡିକରେ ମୁଖ୍ୟମନ୍ତ୍ରୀ ଚାନ୍ସଲର ରହିବେ । ପଶ୍ଚିମବଙ୍ଗ ବିଧାନସଭାରେ…

[ଦେଖନ୍ତୁ ଭିଡିଓ] ଜଳକ୍ରୀଡା ମଣ୍ଡପରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ଏକାଦଶୀ ନୀତି

ପୁରୀ : ଆଜି ପବିତ୍ର ଜଳକ୍ରୀଡା ଏକାଦଶୀ ।  ଭିତର ଚନ୍ଦନ ଯାତ୍ରା ଅନ୍ତର୍ଗତ ଆଜି ଶ୍ରୀ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ନୀତି ଜଳକ୍ରୀଡା ମଣ୍ଡପରେ ଅନୁଷ୍ଠିତ ହୋଇଛି ।  ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢିସାରିବା ପରେ ଶ୍ରୀ ମଦନମୋହନ ଏବଂ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରିଥାନ୍ତି ଏବଂ…