କେଦାରନାଥରେ ସୁଶାନ୍ତଙ୍କ ନାମରେ ହେବ ସେଲଫି ପଂଏଟ
ମୁମ୍ବାଇ:ଆରପାରିରେ ଥିବା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ଉତରାଖଣ୍ଡ ସରକାର ଏକ ସେଲଫି ପଂଏଟ କରିବା ପାଇଁ ନିଷ୍ପତି ନେଇଛନ୍ତି । ସୁଶାନ୍ତଙ୍କ ସ୍ମୃତିରେ ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜା ଏହି…