Latest Odisha News

BREAKING NEWS

ଏଥର ବି ଆଇପିଏଲରେ ଖେଳିବା ସୁଯୋଗ ପାଇଲେନି ଅର୍ଜୁନ, ଆର ବର୍ଷକୁ ଅପେକ୍ଷା

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ଏଥର ବି ଆଇପିଏଲରେ କୌଣସି ମ୍ୟାଚ ଖେଳିବା ସୁଯୋଗ ମିଳିଲା ନାହିଁ । ଶନିବାର ମୁମ୍ବାଇ ଇଣ୍ଡିଆନ୍ସର ଶେଷ ମ୍ୟାଚରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା । ୨ଟି ସିଜନରେ ୨୭ ମ୍ୟାଚ ସେ କେବଳ…

ଜୁନ ୧ରେ ବିବାହ କରିବେ ଦୀପକ-ଜୟା: ସାମ୍ନାକୁ ଆସିଲା ବାହାଘର କାର୍ଡ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଦୀପକ ଚାହର ଜୁନ ୧ରେ ଜୟାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଗତ ବର୍ଷ ଆଇପିଏଲ ଅବସରରେ ଜୟାକୁ ପ୍ରେମ ନିବେଦନ କରିଥିଲେ ଦୀପକ । ଅଭିନେତା ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ ହେଲେ ଜୟା । ସେ ଏକ ଟେଲିକମ କମ୍ପାନୀର ଡିଜିଟାଲ ମୁଖ୍ୟ…

ଇଣ୍ଡିଆନ ଗ୍ରାଁ ପ୍ରି : କମାଲ କଲେ ଶ୍ରାବଣୀ ନନ୍ଦ, ଚମକିଲେ ଆର୍ଯ୍ୟନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରିରେ କମାଲ କରିଛନ୍ତି ଓଡିଶାର ଶ୍ରାବଣୀ ନନ୍ଦ । ମହିଳା ୨୦୦ ମିଟରରେ ଶ୍ରାବଣୀ ବିଜୟୀ ହୋଇଥିବା ବେଳେ ସରିତା ରୋମିତ ସିଂ (ୟୁପି) ହାମର ଥ୍ରୋରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ୨୦୧୮ ଜୁନ ପରେ ଶ୍ରାବଣୀ ପ୍ରଥମ ଥର ପାଇଁ…

[ଭିଡ଼ିଓ] ଗାଁରେ ମାଙ୍କଡ ଆତଙ୍କ:ଆକ୍ରମଣରେ ୧୫ରୁ ଅଧିକ ଲୋକ ଆହତ

ପାରାଦୀପ: ଗାଁରେ ମାଙ୍କଡ ଆତଙ୍କ ।  କଲବଲ କରୁଛନ୍ତି ମଣିଷ କାମୁଡ଼ା ମାଙ୍କଡ଼ । ମାଙ୍କଡ଼ ଭୟରେ ଆତଙ୍କିତ ପାରାଦୀପ ମଙ୍ଗରାଜପୁର ପଂଚାୟତର ସନ୍ତରା, ତାଳପଦା, ହସିଣା ଗ୍ରାମବାସୀ । ଘରୁ ବାହାରିବାକୁ ଡରୁଛନ୍ତି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ । ଯଦି କିଏ ବି ଘରୁ ବାହାରୁଛନ୍ତି ତେବେ…

ଏଫଆଇଏଚ ମହିଳା ପ୍ରୋ ଲିଗ: ଘୋଷଣା ହେଲା ଭାରତୀୟ ଦଳ, ଦୀପଗ୍ରେସ ଉପଅଧିନାୟିକା

ଭୁବନେଶ୍ୱର: ଏଫଆଇଏଚ ମହିଳା ହକି ପ୍ରୋ ଲିଗ ପାଇଁ ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳର ନେତୃତ୍ୱ ନେବେ ୩୧ ବର୍ଷୀୟା ସବିତା ପୁନିଆ । ଓଡିଶାର ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି । ପୂର୍ବରୁ ଅଲିମ୍ପିକ୍ସରେ ଦୀପଗ୍ରେସ ତାଙ୍କ ଦାୟିତ୍ୱ…

[ଦେଖନ୍ତୁ ଭିଡିଓ] ସଙ୍କଟରେ ପଡିଛି ଗଜରାଜ : ହାତୀ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ଦାୟୀ କିଏ ?

 ଭୁବନେଶ୍ୱର :  ସଙ୍କଟରେ ପଡିଛି ଗଜରାଜ ।  ଦିନକୁ ଦିନ ହାତୀ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ନୀରବଦ୍ରଷ୍ଟା ପାଲଟିଛି ବନବିଭାଗରୁ ନେଇ ପ୍ରଶାସନ ।  ବନବିଭାଗର ଖାମଖିଆଲ ନୀତିକୁ ଏନେଇ ଦାୟୀ କରାଯାଇଛି । ହାତୀ ମୃତ୍ୟୁ ବଢିଚାଲିଥିବା ବେଳେ ଚମ୍ପୁଆ ରେଂଜରୁ ହାତୀ ନିପାତ ହେବାରେ…

ରୁଷକୁ ବିରୋଧ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମହିଳାଙ୍କ ଅଭିନବ ପ୍ରତିବାଦ

ମସ୍କୋ:ରୁଷକୁ ବିରୋଧ କରି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ୟୁକ୍ରେନର ଜଣେ ମହିଳା ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି । ଉକ୍ତ ମହିଳାଜଣଙ୍କ ସମ୍ପୂର୍ଣ୍ଣ ଶରୀରରେ ୟୁକ୍ରେନ ପତାକା ଚିତ୍ରରେ ନିଜକୁ ରଙ୍ଗେଇ ସେଠାରେ ପଂହଚିଥିଲେ । ତେବେ ରେଡ କାର୍ପେଟ ଆଡକୁ ଯିବା ପୂର୍ବରୁ ସୁରକ୍ଷାକର୍ମୀମାନେ…

[ଦେଖନ୍ତୁ ଭିଡିଓ] ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ୩୨ ଲକ୍ଷ ଟଙ୍କା ଠକେଇ:୨ ଗିରଫ

ଭୁବନେଶ୍ବର: ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ । ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଇନଫୋସିଟଇ ଥାନା ପୋଲିସ । କଲେଜରେ ନାମ ଲେଖାଇବାକୁ କହି  ଧରାଛୁଆଁ ଦେଇ ନଥିଲେ। ଏହାପରେ ବାଧ୍ୟ ହୋଇ ଛାତ୍ରୀଜଣକ ଏନେଇ ଇନଫୋସିଟି ଥାନାରେ…

ଗୋ-ଚାଲାଣକାରୀଙ୍କ ଗୁଳିମାଡ଼ରେ ୨ ଆହତ

ମୟୂରଭଞ୍ଜ : ଗୋରୁ ଗାଡ଼ିକୁ ଅଟକାଇବାରୁ ଗୁଳି ଚଳାଇଲେ ଗୋଚାଲାଣକାରୀ । ଗୁଳିମାଡରେ ଦୁଇ ଜଣ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ବେଗନା ଟୋଲଗେଟ ନିକଟରେ ଘଟିଛି ଏପରି ଘଟଣା । ଆଜି ସକାଳୁ ସକାଳୁ କିଛି ଗୋ ଚାଲାଣକାରୀ ଏକ ଟ୍ରକ୍‌ରେ କୋଲକାତା…

କେଉଁଠୁ ଆସିଲା କଟା ଗୋଡ଼ ? ଭୟଭୀତ ଲୋକେ

ଯାଜପୁର  : ଜଙ୍ଗଲରୁ କଟା ଗୋଡ଼ ଉଦ୍ଧାର। କେଉଁଠୁ ଆସିଲା କଟା ଗୋଡ଼ ? ଜଙ୍ଗଲରେ କଟା ଗୋଡ଼ କିଏ ପକାଇଲା, ତାହା ଜଣାପଡ଼ିନି। ତେବେ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ…