Latest Odisha News

BREAKING NEWS

ନିଫ୍ଟ ଆଡ଼ମିଶନ ଯୋଗ୍ୟତା ପାଇଲେ ୬ ଓଡ଼ିଆ; ସର୍ବାଗ୍ରେ ମାମାଲି ମିଶ୍ର

ଭୁବନେଶ୍ୱର: ଗତ ନିଫ୍ଟ(ନେଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେଶନ ଟେକ୍ନୋଲୋଜି)-୨୦୨୨ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରୀ ଚମକିଛନ୍ତି । ଭୁବନେଶ୍ୱରର ମାମାଲି ମିଶ୍ର ସର୍ବ ଭାରତୀୟ ର୍ୟାଙ୍କ-୧୧ ରଖି ରାଜ୍ୟରେ ଟପ୍ ର୍ୟାଙ୍କ ହାସଲ କରିଛନ୍ତି । ସେପଟେ ‘ଦ ଏକାଡେମୀ ଅଫ୍ ଫେଶନ ଆଣ୍ଡ ଆର୍ଟ’…

ଫ୍ଲୋରେନ୍ସ ନାଇଟଏ​‌ଙ୍ଗେଲ ପୁରସ୍କାର ପାଇବେ ଏମକେସିଜି ନର୍ସ ଶିବାନୀ ଦାଶ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ୨୦୨୧ ବର୍ଷ ପାଇଁ ଏହି ସମ୍ମାନସ୍ପଦ ପୁରସ୍କାର ଦେବାକୁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶିବାନୀଙ୍କ…

ଗ୍ୟାସ୍ ଲଗେଇ ଆତ୍ମହତ୍ୟା କଲେ ପୂରା ପରିବାର; ମିଳିଲା ଛାତିଥରା ସୁଇସାଇଡ ନୋଟ୍

ଭୁବନେଶ୍ୱର: ଜାତୀୟ ରାଜଧାନୀ ଦିଲ୍ଲୀର ବସନ୍ତ ବିହାରରେ ଶନିବାର ଗୋଟିଏ ପରିବାର ଏକତ୍ର ଆତ୍ମହତ୍ୟା କରିଛନ୍ତି । ଜଣେ ୫୦ ବର୍ଷୀୟ ମହିଳା ଏବଂ ତାଙ୍କର ଦୁଇ ଝିଅ ଏକା ସାଙ୍ଗେ ଆତ୍ମହତ୍ୟା କରିଛନ୍ତି । ସେମାନେ ହେଉଛନ୍ତି- ମଞ୍ଜୁ ଶ୍ରୀବାସ୍ତବ ଏବଂ ତାଙ୍କ ଝିଅ ଅଂଶିକା ଓ ଅଙ୍କୁ । ଆତ୍ମହତ୍ୟାର…

[ଦେଖନ୍ତୁ ଭିଡିଓ] ପୁରୀରେ ରାତି ଅଧିଆ GPR ସର୍ଭେ ! ଚଞ୍ଚକତା କରି ରାତି ଅଧରେ ସର୍ଭେ କରୁଥିବା ଅଭିଯୋଗ

ପୁରୀ  : ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି । ଫଳରେ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛି ପ୍ରଶାସନ। ରାତି ୧୨ଟା ପରେ କିଛି ବ୍ୟକ୍ତି ଶ୍ରୀମନ୍ଦିରର ପୂର୍ବ-ଦକ୍ଷିଣ କୋଣ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ

ବ୍ରହ୍ମଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ । ପୁରୀ ସାତପଡ଼ା ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ କାରରେ ପୁରୀ ପଟୁ ସାତପଡ଼ା ଅଭିମୁଖେ ନିଜ ଗାଁକୁ…

ସକାଳୁ ସକାଳୁ ଅଘଟଣ: ନଦୀରେ ଚାଲିଗଲା ଆଈ ଓ ନାତୁଣୀଙ୍କ ଜୀବନ

ଖୋର୍ଦ୍ଧା  : ସକାଳୁ ସକାଳୁ ଘଟିଛି ଅଘଟଣ। ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଘଟିଛି ଖୋର୍ଦ୍ଧା ବାଣପୁର ଶ୍ରୀନିବାସପୁର ଗାଁରେ । ମୃତକ ଦୁଇଜଣ ହେଉଛନ୍ତି ଆଈ ନାତୁଣୀ। ରବିବାର ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀପଠାରେ ଅଚେତ ଅବସ୍ଥାରେ…

ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି: ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

ତାତିରୁ ମିଳିଲା ତ୍ରାହି । ଗତକାଲି ପ୍ରବଳ ଖରା ହୋଇଥିବାବେଳେ ଆଜି ସକାଳୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବାଲେଶ୍ୱର ଭଳି ଏକାଧିକ ସହରରେ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, କାଳବୈଶାଖୀ ପ୍ରଭାବ ଦ୍ୱାରା ରାଜ୍ୟରେ ବର୍ଷା…

ସେମାନଙ୍କ ପାଇଁ, ଯେଉଁମାନେ ପଢ଼ନ୍ତି ନାହିଁ

ମୂଳ ଇଂରାଜୀ : ସତ୍ୟା ଶରଣ  ଆମେ କିଛି ମହଲରେ ଚର୍ଚ୍ଚା ହେବାର ଶୁଣୁ ଯେ ଆଜିକାଲି ବହି ପଢିବାର ଅଭ୍ଯାସ କମିଆସିଲାଣି। ଆମେମାନେ ହୁଏତ ବର୍ଷ ବର୍ଷ ଧରି ଅସରନ୍ତି ବହି ପଢି ଆସିଛେ; କିନ୍ତୁ ଆମ ପିଲାମାନେ ସେହି ଧାରାର ନୁହନ୍ତି। ଦିନ ଆସିବ, ଯେତେବେଳେ ସେମାନଙ୍କ ନିଜ ପିଲାମାନେ ବି ବଡ଼…

ଶିଶୁ କବିତା : ବଗ   

ପ୍ରତିଭା ସାହୁ  ଧୋବ ଫର ଫର ଦେହଟି ତୋର ନାଆଁଟି ଅଟଇ ବଗ ଦଳଦଳ ହୋଇ  ଉଡିଯାଅ ତୁମେ ସଭିଏଁ  ଗୋଟିଏ  ଦିଗ। ଲମ୍ଵାଳିଆ ବେକ ସୁନ୍ଦର ଦିଶ୍ଇ ଲମ୍ବା  ଥଣ୍ଟ ଲମ୍ବା ଗୋଡ଼ ସକାଳୁ ସକାଳୁ  ପୋଖରୀ କୂଳରେ ହୋଇଥାଏ ତୁମ ଭିଡ଼ । ସାଧୁ ସନ୍ଥ …

ଚୋରି ପୂର୍ବରୁ ଲକର ପୂଜା କଲା ସଂସ୍କାରୀ ଚୋର

କୋଲାମ: ଏହି ଦୁନିଆର ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । ସେ ଭଳି ଏକ ବିଚିତ୍ର ବ୍ୟକ୍ତି କେରଳର କୋଲାମ ଜିଲ୍ଲାରେ ମିଳିଛନ୍ତି । ସଂସ୍କାରୀ ଚୋର ଭାବେ ପରିଚୟ ହାସଲ କରିଥିବା ଏହି ଚୋରର ଚୋରୀ ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରିପୋର୍ଟ ମୁତାବକ ଏକ ଘରୋଇ ଫାଇନାନ୍ସ ଫାର୍ମରେ ଜଣେ ଚୋର ୩୪…