ଚାରୁଚନ୍ଦ୍ର ମିଶ୍ରଙ୍କ ଉପନ୍ୟାସ ‘ନର୍ମଦା’ ଓ କବିତା ସଙ୍କଳନ ‘ବଣମଲ୍ଲୀ’ ଉନ୍ମୋଚିତ
ଭୁବନେଶ୍ୱର : ବିଶିଷ୍ଟ ଲେଖକ ଚାରୁଚନ୍ଦ୍ର ମିଶ୍ରଙ୍କ ଉପନ୍ୟାସ 'ନର୍ମଦା' ଓ କବିତା ସଙ୍କଳନ 'ବଣମଲ୍ଲୀ' ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଉନ୍ମୋଚିତ ହୋଇଯାଇଛି।
ରଘୁନାଥ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ମୁଖ୍ୟ…