Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଗଲା ରଙ୍ଗ ଦୋକାନ

ଢେଙ୍କାନାଳ : ରାସ୍ତାକଡ଼ରେ ହୁତହୁତ ହୋଇ ଜଳିଗଲା ଦୋକାନ ଘର। ଆଖି ପିଛୁଳାକେ ପୋଡି ପାଉଁଶ ହୋଇଗଲା ଘର ଭିତରେ ଥିବା ସମସ୍ତ ଜିନିଷ । ନିଆଁକୁ ଆୟତ କରିବା ସମ୍ଭବ ହୋଇନଥିବା ବେଳେ କିଛି ସମୟ ପରେ ପହଞ୍ଚିଥିଲା ଦମକଳ ବାହିନୀ । ଏହି ଅଗ୍ନିକାଣ୍ଡ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ…

[ଦେଖନ୍ତୁ ଭିଡିଓ] ୭ ବର୍ଷ ହେଲା ଶିକୁଳିରେ ବନ୍ଧା ଜୀବନ

ସୁବର୍ଣ୍ଣପୁର  : ଘରର ଏକ ମାତ୍ର ରୋଜଗାରିଆ ପୁଅ । ବୟସ ଅଧା ବି ହୋଇନି । ହେଲେ ଶିକୁଳିରେ ବନ୍ଧା ହୋଇପଡ଼ିରହିଛନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୭ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇରହିଛନ୍ତି । ଏ ହେଉଛନ୍ତି ସୁବର୍ଣ୍ଣପୁରର ଖାରି ପଂଚାୟତ ଉପରଫବସୀ ଗାଁର କିଶୋର ବିିନ୍ଧାଣୀ। ଅଭାବ…

ପୁନମ ଢ଼ିଲୋଁଙ୍କ ଝିଅ ପଲୋମା, ସନ୍ନୀ ଦେଓଲଙ୍କ ପୁଅ ରାଜବୀରଙ୍କୁ ନେଇ ଫିଲ୍ମ କରିବ ରାଜଶ୍ରୀ ପ୍ରଡକ୍ସନ

ମୁମ୍ବାଇ: ରାଜଶ୍ରୀ ପ୍ରଡକ୍ସନ ସନ୍ନି ଦେଓଲଙ୍କ ପୁତ୍ର ରାଜବୀର ଦେଓଲ ଓ ପୁନମ ଢ଼ିଲୋଁଙ୍କ ଝିଅ ପଲୋମାଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମର ନିର୍ଦ୍ଦେଶନା ସୁରଜ ବଡଜାତ୍ୟାଙ୍କ ପୁତ୍ର ଅବନୀଶ ଦେବେ । ଫିଲ୍ମର ଟାଇଟଲ ଘୋଷଣା କରାଯାଇ ନ…

ଜନ୍ମ ଦିନରେ କେଜିଏଫ ଫେମ ପ୍ରଶାନ୍ତଙ୍କ ଫିଲ୍ମ ସାଇନ କଲେ ଜୁନିୟର ଏନଟିଆର

ମୁମ୍ବାଇ: ଫିଲ୍ମ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଆରଆରଆର ଓ କେଜିଏଫ ଚ୍ୟାପ୍ଟର ୨ ଫିଲ୍ମର ସଫଳତା ପରେ ଜୁନିୟର ଏନଟିଆର ଓ ପ୍ରଶାନ୍ତ ନୀଲ ଏକତ୍ର ହୋଇଛନ୍ତି । ଜୁନିୟର ଏନଟିଆରଙ୍କ ଜନ୍ମ ଦିିବସ ଅବସରରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ଏନଟିଆର ୩୧ ଲେଖା ସହ ଏହାର ଫାର୍ଷ୍ଟ ଲୁକ ଜାରୀ…

ଓଡିଶାରେ ଡିଜନୀ ଷ୍ଟାର୍ ଲଂଚ କଲା ମନୋରଂଜନ ଟିଭି ଚ୍ୟାନେଲ୍ “ଷ୍ଟାର୍ କିରଣ”

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ବୃହତ ତଥା ମନୋରଂଜନ ଧର୍ମୀ ଟିଭି ନେଟୱାର୍କ ଡିଜନୀ ଷ୍ଟାର୍ । ଏହି ସଂସ୍ଥା ଓଡିଶାରେ ଏଣ୍ଟରଟେନମେଣ୍ଟ ଟିଭି ଚ୍ୟାନେଲ୍ ଷ୍ଟାର୍ କିରଣ ଲଂଚ କରିବା ନେଇ ଗତକାଲି ଘୋଷଣା କରିଥିଲା । ଆସନ୍ତା ମାସ ତଥା ଜୁନ୍ ୬ ତାରିଖଠୁ ଏହି ଟିଭି ଚ୍ୟାନେଲ୍ ଜରିଆରେ ଦର୍ଶକମାନେ…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସେମିରେ ସିନ୍ଧୁ

ନୂଆଦିଲ୍ଲୀ: ଥାଇଲାଣ୍ଡ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ । ଶୁକ୍ରବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର ଖେଳାଳି ଅକାନେ ୟାମାଗୁଚିଙ୍କୁ ସେ ୨୧-୧୫, ୨୦-୨୨ ଓ ୨୧-୧୩ରେ…

ଆସନ୍ତୁ ଜାଣିବା କେଉଁ ଗ୍ରାମର ସମସ୍ତ ଲୋକଙ୍କ ସାଜ୍ଞା ସମାନ

ଯୋଧପୁର: ରାଜସ୍ଥାନର କରୌଲୀ, ଯୋଧପୁର ଓ ଭୀଲୱାଡା ଗ୍ରାମରେ ସାମ୍ପ୍ରଦାୟିକ ହିଂସା ବେଳେ ଏଠାରେ ଏପରି ଏକ ଗ୍ରାମ ଅଛି ଯାହାକି ସମସ୍ତ ଜାତିର ଲୋକଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଛି । ଏହି ଗ୍ରାମର ଲୋକମାନେ ନିଜ ନାମ ଆଗରେ କୌଣସି ଜାତିର ସାଜ୍ଞା ଲଗାନ୍ତି ନାହିଁ । ସମସ୍ତଙ୍କ ନାମ ଶେଷରେ…

[ଦେଖନ୍ତୁ ଭିଡିଓ] ବ୍ରଜରାଜନଗର ଉପ ନିର୍ବାଚନ ପ୍ରସ୍ତୁତି: ୫ଟି ପିଙ୍କ୍ ବୁଥକୁ ମିଶାଇ ମୋଟ ୨୭୯ ବୁଥରେ ଭୋଟ ଗ୍ରହଣ

ଭୁବନେଶ୍ୱର: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ  ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇଛି।  ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଭୋଟର…

[ଦେଖନ୍ତୁ ଭିଡିଓ] ଗୁଣୁପୁର ପୌରପରିଷଦ ଭତ୍ତା ଆତ୍ମସାତ୍ ମାମଲା: ଟାକ୍ସ କଲେକ୍ଟରଙ୍କୁ ଗିରଫ କଲା ଭିଜିଲାନ୍ସ

ଗୁଣୁପୁର: ଗୁଣୁପୁର ପୌରପରିଷଦ ଭତ୍ତା ଆତ୍ମସାତ୍ ମାମଲା। ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ରକାଯାଇଛି । ଆଉ ସେପଟେ ପୌରପରିଷଦରେ କର୍ମଚାରୀ ଅଭାବ ଦେଖିବାକୁ ମିଳିଛି। ୨୦୧୮-୧୯ ଅଡିଟ ରିପୋର୍ଟ ଆଧାରରେ ଜଣେ ଟାକ୍ସ କଲେକ୍ଟର ପ୍ରାୟ ୨୬ଲକ୍ଷ ଟଙ୍କା ଭତ୍ତା ଆଉ କଣେ…

[ଦେଖନ୍ତୁ ଭିଡିଓ] ମହାନଦୀ ବଞ୍ଚାଅ କମିଟି ପକ୍ଷରୁ ମହାନଦୀ ବଞ୍ଚାଅ ଅଭିଯାନ

ଝାରସୁଗୁଡା  : ମହାନଦୀକୁ ନେଇ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ । କଟକରୁ କଲମା ବ୍ୟାରେଜ ଯାତ୍ରା କରିଛନ୍ତି ଜଳପୁରୁଷ ରାଜେନ୍ଦ୍ର ସିଂ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ମହାନଦୀ ଯାତ୍ରା କରାଯାଇଛି । ଫଳରେ ମହାନଦୀକୁ ନେଇ ବିବାଦ କିଛି ଦିନ ଥମି ଯାଇଥିବା ବେଳେ…