Latest Odisha News

BREAKING NEWS

ହାଲୁକା ‘ଟକିଲା’ ପୋପ୍ ଫ୍ରାନ୍ସିସଙ୍କ ଆଣ୍ଠୁ ଯନ୍ତ୍ରଣା କମେଇ ଦେବ

ଭୁବନେଶ୍ୱର: କ୍ୟାଥୋଲିକ୍ ଚର୍ଚ୍ଚ ମୁଖ୍ୟଙ୍କୁ ହାଲୁକା ଟକିଲା ଦରକାର । ଯେଉଁଥିରେ ତାଙ୍କ ଆଣ୍ଠୁ ଯନ୍ତ୍ରଣା କମିଯିବ । ଅତି ନିକଟରେ ପୋପ୍ ତାଙ୍କର କିଛି ଶୁଭେଚ୍ଛୁଙ୍କୁ ଭେଟି ଆଲୋଚନା କରୁଥିଲେ । ଏହି ସମୟରେ କିଛି ଯୁବ ଶୁଭେଚ୍ଛୁ ତାଙ୍କୁ ଆଣ୍ଠୁ ଯନ୍ତ୍ରଣା ବିଷୟରେ ପଚାରିଥିଲେ । ଏହାର…

ବର୍ଷା ଅଟକେଇ ପାରିବନି ଛତା, ଦାମ୍ ୧୬୦୦ ଡଲାର

ଭୁବନେଶ୍ୱର: ଆପଣ ଯେବେ ଏକ ଛତା କିଣିବେ, ପ୍ରଥମ ଆଶା ଯେ ସେଥରେ ଯେମିତି ପାଣି ପଶିବନି । ଆଉ ଆପଣ ଓଦା ହେବେନି । ଛତା କିଣୁଥିବା ସବୁ ଲୋକଙ୍କ ପ୍ରଥମ ଚିନ୍ତା ଏହା ହିଁ ରହିବ । ପରେ ଅନ୍ୟ କଥା । ୱାରେଣ୍ଟି, କେତେ ଟଙ୍କା ଏବଂ ରଙ୍ଗ ଓ ସାଇଜ୍ ଦ୍ୱିତୀୟ କଥା । କିନ୍ତୁ ବିଶ୍ୱର କିଛି ନାମୀ…

ନବଜୋତ ସିଦ୍ଧୁଙ୍କୁ ବର୍ଷେ ଜେଲ, ୩୪ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ଦଣ୍ଡ ବିଧାନ

ଭୁବନେଶ୍ୱର: ପଞ୍ଜାବ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ମାରପିଟ୍ ଘଟଣାରେ ଏକ ବର୍ଷ ଜେଲ୍ ହୋଇଛି । ଗୁରୁବାର ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୮୮ ମସିହାରେ ପଟିଆଲାରେ ପୂର୍ବତନ କ୍ରିକେଟର ପାର୍କିଂ କୁ ନେଇ ଜଣେ ବୟସ୍କ…

ଯୁଦ୍ଧ ପାଇଁ ଋଷିଆ ଛାଡୁଛି ମ୍ୟାଗଡୋନାଲ୍ଡସ

ଭୁବନେଶ୍ୱର: ଋଷିଆ ଛାଡ଼ିବ ମ୍ୟାଗଡୋନାଲ୍ଡସ! ୟୁକ୍ରେନ ସହ ଯୁଦ୍ଧ ପାଇଁ ବିଶ୍ୱର ଏହି ସର୍ବବୃହତ୍ ଫାଷ୍ଟଫୁଡ ବ୍ରାଣ୍ଡ ମସ୍କୋ ଛାଡ଼ିବାକୁ ଯାଉଛି । ଏଭଳି ଯୁଦ୍ଧ ପରିସ୍ଥିତିରେ ଲୋକଙ୍କୁ ତିନି ଦଶନ୍ଧିର ପ୍ରିୟ ଖାଦ୍ୟରୁ ବଞ୍ଚିତ କରିବାକୁ ବାଧ୍ୟ ହେଉଛି ବିଶ୍ୱର ଏକ ବୃହତ୍ ବର୍ଗର ଚେନ୍ ।…

ନିଠାରୀ ହତ୍ୟା ମାମଲା: ସୁରେନ୍ଦ୍ର କୋଲିକୁ ଫାଶୀ, ମନିନ୍ଦର ସିଂଙ୍କୁ ଆଜୀବନ ଜେଲ

ଦିଲ୍ଲୀ : ନିଠାରୀ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ସିବିଆଇ କୋର୍ଟ । ସୁରେନ୍ଦ୍ର କୋଲିକୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ମନିନ୍ଦର ସିଂ ପଣ୍ଢେରଙ୍କୁ ୭ ବର୍ଷର ସଜା ହୋଇଛି । ଆଇପିସିର ଧାରା ୩୦୨ରେ ସୁରେନ୍ଦ୍ରଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ମନିନ୍ଦର ସିଂଙ୍କୁ ଅନୈତିକ ବ୍ୟାପାର…

ସମୁଦ୍ରକୁ ଗଲେ କୋଟି କୋଟି ଅଲିଭ ରିଡଲେ କଇଁଛ

କେନ୍ଦ୍ରାପଡା : ସମୁଦ୍ରକୁ ଗଲେ ଅଲିଭରିଡଲେ କଇଁଛ ଶାବକ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସେମାନଙ୍କୁ ସମୁଦ୍ର ଭିତରକୁ ଛଡାଯାଉଛି । କେନ୍ଦ୍ରାପଡା ଜିଲ୍ଲା ଗହିରମଥାର ନାସୀ-୨ ବେଳାଭୂମିରୁ କଇଁଛ ଛୁଆଙ୍କୁ ସମୁଦ୍ର ଯାତ୍ରାର ଦୃଶ୍ୟ ଆସିଛି । ପ୍ରାୟ ୨ କୋଟି ୫ ଲକ୍ଷରୁ ଅଧିକ କଇଁଛ…

[ଦେଖନ୍ତୁ ଭିଡିଓ] ରାଜ୍ୟର ନାମୀ ଖେଳାଳି ଏବେ ଦିନ ମଜୁରୀଆ ଆଉ ପାଇପ୍ ମିସ୍ତ୍ରୀ !

ରାଉରକେଲା  : ରାଜ୍ୟର ନାମୀ ଖେଳାଳି ଏବେ ପାଲଟିଛନ୍ତି ଦିନ ମଜୁରୀଆ ଆଉ ପାଇପ୍ ମିସ୍ତ୍ରୀ  ।  ଏମାନେ ହେଲେ ରାଉରକେଲା ର ତୁଳସୀ ଏକ୍କା ଓ କିଶୋର ତନ୍ତୀ । ତୁଳସୀ ଜଣେ ଉଚ୍ଚକୋଟିର ରକ୍ଷଣ ଭାଗ ଖେଳାଳି ଥିଲାବେଳେ କିଶୋର ଥିଲେ ଜଣେ ଦକ୍ଷ ମିଡଫିଲ୍ଡର । ସମୟ ଥିଲା ଉଭୟେ ପଡିଆକୁ ଓହ୍ଲାଇବା…

ହେଲମେଟ ଫିତା ଲାଗି ନଥିଲେ ହଜାରେ ଟଙ୍କା ଜରିମନା

ଭୁବନେଶ୍ୱର: ମୋଟର ଯାନ ଆକ୍ଟ- ୨୦୧୯ରେ ଆସିଥିବା ଜରିମନା ନିୟମକୁ ଗ୍ରହଣ କରିବା ସାଧାରଣ ଲୋକଙ୍କ ପକ୍ଷେ ଭାରି କଷ୍ଟକର ହୋଇପଡ଼ିଥିଲା । ଏବେ ସେଥରେ କିଛି ଉନ୍ନତି ଆସିଛି । ପୂର୍ବରୁ ହେଲମେଟ ପିନ୍ଧି ନଥିଲେ ୧ ହଜାର ଟଙ୍କା ଜରିମନା ପାଇଁ ଚାଲାଣ କଟୁଥିଲା । ଏବେ ହେଲମେଟର ସଠିକ୍ ବ୍ୟବହାରକୁ…

ପ୍ରାଚୀ ନଦୀର ପୁନରୁଦ୍ଧାର: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା

ଦିଲ୍ଲୀ: ପ୍ରାଚୀନଦୀର ପୁନରୁଦ୍ଧାର ନିମନ୍ତେ ୨୯୭.୮୧ କୋଟି ଟଙ୍କାର ପ୍ରକଳ୍ପ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାକ୍ଷାତ କରିଛନ୍ତି । ଏହି ପ୍ରକଳ୍ପରେ ମୋଟ ୭ଟି ସେତୁ ନିର୍ମାଣ, ନଦୀ ଶଯ୍ୟା ଖନନ, ଜଳାଶୟ ତିଆରି,…

ଭକ୍ତଙ୍କ ପାଇଁ ଖୁସିଖବର: ଏଥର ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହେବେ ଭକ୍ତ, ଜୟ ଜଗନ୍ନାଥ

ପୁରୀ :  ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନବେଦୀରେ ସାଆନ୍ତେଙ୍କୁ ଦର୍ଶନ କରିବେ ଭକ୍ତ, କିନ୍ତୁ ସ୍ପର୍ଶ କରିପାରିବେ ନାହିଁ ।  ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି।…