[ଦେଖନ୍ତୁ ଭିଡିଓ] ଭଦ୍ରକରୁ ଜବତ ହେଲା ବ୍ରାଉନସୁଗର : ସମ୍ପୃକ୍ତି ନେଇ ୩ ଅଭିଯୁକ୍ତ ଗିରଫ
ଭଦ୍ରକ : ଭଦ୍ରକରୁ ଜବତ ହେଲା ବ୍ରାଉନ ସୁଗର। ଏଥିରେ ସମ୍ପୃକ୍ତି ନେଇ ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ଭଦ୍ରକ ଅର୍ଣ୍ଣପାଳ ଛକ ନିକଟରେ ପୁଲିସର କଡାକଡି ଚେକିଂ କରାଯାଉଥିବା ବେଳେ ଏହି ବ୍ରାଉନସୁଗର ଜବତ ହୋଇଛି। ଏକ ବାଇକରେ କିଛି ଯୁବକ ବିନା ହେଲମେଟରେ ଯାଉଥିବା ବେଳ ପୁଲିସ ହାତରେ…