Latest Odisha News

BREAKING NEWS

ଅଟକିଲା ଟ୍ୱିଟର ଡିଲ .. ଏଲନ ମସ୍କଙ୍କ ବଡ ଘୋଷଣା

ଦିଲ୍ଲୀ : ଟ୍ୱିଟର ଡିଲ ଅଟକିଛି । ଅଧିଗ୍ରହଣକୁ ନେଇ ଏଲନ ମସ୍କ ବଡ ଘୋଷଣା କରିଛନ୍ତି । ଟ୍ୱିଟର ଏବଂ ଏଲନ ମସ୍କଙ୍କ ମଧ୍ୟରେ ଡିଲ ଅଟକିଛି । ମସ୍କ ଏହି ଡିଲକୁ ବର୍ତ୍ତମାନ ପାଇଁ ସ୍ଥଗିତ କରିଛନ୍ତି । ତେବେ ଡିଲକୁ ସବୁଦିନ ପାଇଁ ରୋକାଯାଇନାହିଁ । କିଛି ଅବଧି ପାଇଁ ଏହାକୁ ରୋକିଛନ୍ତି ମସ୍କ ।…

ଜୁନ ୧୩ରେ ରାଜ୍ୟସଭା ଉପନିର୍ବାଚନ, ଓଡ଼ିଶାରୁ ଖାଲି ହେଲା ୪ ଆସନ

ଦିଲ୍ଲୀ: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି । ଜୁନ ୧୩ରେ ହେବ ଉପନିର୍ବାଚନ । ୨୬ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ୨ ତାରିଖ ସୁଦ୍ଧା ନାମାଙ୍କନ ଦାଖଲର ଶେଷଦିନ ଧାର୍ୟ୍ୟ ହୋଇଛି । ଜୁନ୍ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଜୁନ୍ ୬ରେ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାର ।…

ଆଇପିଏଲର ବାକି ତକ ମ୍ୟାଚରୁ ଓହରିଲେ ପ୍ୟାଟ କୁମିନ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ପ୍ୟାଟ କୁମିନ୍ସ ସିଜନର ବାକି ତକ ମ୍ୟାଚରୁ ଓହରି ଯାଇଛନ୍ତି । ଏହି ଷ୍ଟାର ଅଲରାଉଣ୍ଡର ଆଘାତପ୍ରାପ୍ତ ହୋଇଥିବାରୁ ସ୍ୱଦେଶ ଫେରିଯିବା ପାଇଁ ନିଷ୍ପତି ନେଇଛନ୍ତି । କୋଲକାତା ୧୨ ମ୍ୟାଚ ଖେଳି…

ଛୋଟା ସକୀଲର ୨ ସହଯୋଗୀ ଗିରଫ

ନୂଆଦିଲ୍ଲୀ: ଏନଆଇଏକୁ ଆଜି ଏକ ବଡ ସଫଳତା ହାତ ଲାଗିଛି । ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଗ୍ୟାଙ୍ଗରେ ସାମିଲ ଥିବା ଛୋଟା ସକୀଲର ୨ ସହଯୋଗୀ ପୋଲିସ ହାତରେ ଧରା ପଡିଛନ୍ତି । ସେମାନେ ହେଲେ ଆରିଫ ଅବୁବକର ଶେଖ ଓ ଶବିର ଅବବକର । ସେମାନେ ଦକ୍ଷିଣ ମୁମ୍ବାଇରେ ଟେରର ଫାଇନାନସିଂ କାମରେ ସାମିଲ…

[ଦେଖନ୍ତୁ ଭିଡିଓ] ଝିଅ ବାହାଘରରେ ମାଆ ପଡିଲେ ବଳି: ଗାଁରେ ଶୋକାକୁଳ ପରିବେଶ

ବରଗଡ଼ :  ନାଚିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟା ମା'ଙ୍କୁ ହତ୍ୟା  । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ । ମୃତକ ହେଲେ କନ୍ୟାଙ୍କ ମାଆ କିଶୋରୀ ରାଜହଂସ । ମେଳଛାମୁଣ୍ଡା ଥାନା…

[ଦେଖନ୍ତୁ ଭିଡିଓ] ସେଞ୍ଚୁରି ମାରିଲା ଟମାଟୋ କିଲୋ : ରାଜଧାନୀରେ ୧୦୦ ଛୁଇଁଲା ଟମାଟୋ ଦର

ଭୁବନେଶ୍ୱର : ସେଞ୍ଚୁରି ମାରିଲା ଟମାଟୋ କିଲୋ । ଏବେ ଟମାଟୋ କିଲୋ ୧୦୦ ଟଙ୍କା ପାର୍ କରିଛି । ବଜାରରେ କିଏ ୧୦୦ ଟଙ୍କାରେ ବିକୁଛି ତ ଆଉ କିଏ ୧୨୦ରେ ବିକୁଥିବାର ଦେଖିବାକୁ ମିଳିଛି । ଫଳରେ ପରିବା ମାର୍କେଟକୁ ଗଲେ ଟମାଟୋରୁ ମୁହଁ ଫେରାଇ ନେଉଛନ୍ତି ଗ୍ରାହକ । ଯାହାର କିଲେ ଦରକାର, ସେ ଅଢେଇଶ…

୨୪ ଘଣ୍ଟାରେ ଦେଶରେ ୨,୮୪୧ କୋଭିଡ୍‌-୧୯ ଆକ୍ରାନ୍ତ; ୯ଜଣ ମୃତ

ଦିଲ୍ଲୀ:  ଆଜି ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ବୃଦ୍ଧି ପାଇ ୩ ହାଜର ପାଖାପାଖି ରହିଛି।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୪୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ…

[ଦେଖନ୍ତୁ ଭିଡିଓ] ରାୟପୁର ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ

ସମ୍ବଲପୁର: ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଯେଉଁ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ଭିତରୁ ଜଣେ ଓଡ଼ିଆ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ପାଇଲଟ ସମ୍ବଲପୁରର ବୋଲି ଜଣାପଡ଼ିଛି। ମୃତ ପାଇଲଟ ସମ୍ବଲପୁର ଜିଲ୍ଲା ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା । କ୍ୟାପଟେନ…

ରାଜଧାନୀରେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ : ଏକ ଘରୋଇ ହସ୍ପିଟାଲର ଚାମ୍ବରରୁ ମିଳିଲା ଡାକ୍ତରଙ୍କ ମୃତଦେହ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଡାକ୍ତର ଜଣକ ହେଲେ ଶିଶିର କୁମାର ସାହୁ । ଦୀର୍ଘ ସମୟ ଧରି ତାଙ୍କ ଚାମ୍ବରର କବାଟ ବନ୍ଦ ରହିଥିବାରୁ ସନ୍ଦେହ ଉପୁଜିଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆଇସିୟୁକୁ ସ୍ଥାନାନ୍ତର…

ନିଆଁରେ ପୋଡି ହୋଇ ୩ ଜୀବନ୍ତ ଦଗ୍ଧ : ଜଳିଗଲେ ମାଆ ସହ ୨ ଶିଶୁ

ମୟୁରଭଞ୍ଜ  : ନିଆଁରେ ପୋଡିହୋଇ ୩ ଜୀବନ୍ତ ଦଗ୍ଧ । ନିଆଁ ଲାଗି ଜଳିଗଲେ ମାଆ ସହ ୨ ଶିଶୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗା ଗ୍ରାମରେ । ବାପାକୁ ଅଟକ ରଖି ଝାରପୋଖରିଆ ପୋଲିସର ତଦନ୍ତ ଜାରି ରହିଛି । ରାତିରେ ଖାଇ ଶୋଇଥିବା ବେଳେ ନିଆଁରେ…