କିମିଆ କଲା ଡ୍ରାଇଭର ପ୍ରେମ, ସ୍ୱାମୀକୁ ହଟାଇବାକୁ ସ୍ତ୍ରୀ ଯୋଗାଡ କରିଥିଲା ସୁପାରି କିଲର
ଭୁବନେଶ୍ୱର: ଅନୈତିକ ସମ୍ପର୍କର ଦୟନୀୟ ଚିତ୍ର। ଫିଟିଛି ଡ୍ରାଇଭର ପ୍ରେମରେ ପାଗଳ ପତ୍ନୀର ହତ୍ୟା ଷଡଯନ୍ତ୍ରର ଗୁମର। ମଞ୍ଚେଶ୍ୱର ରେଲୱେ ଇଞ୍ଜିନିୟରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଡ୍ରାଇଭର ହୋଇଛି ଗିରଫ। ତାଳଚେରର ହାତତୋଟାର ଅଶୋକ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି…