ଅନୁବାଦ ଗଳ୍ପ : ଜହୁର ବକ୍ସ
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୯
ମୂଳ ହିନ୍ଦୀ: ଭୀଷ୍ମ ସାହାନୀ
ହୋଇପାରେ, ଆପଣମାନଙ୍କ ଭିତରୁ କେହିି କେହି ଜହୁର ବକ୍ସଙ୍କ ନାଁ ଶୁଣିଥାଇ ପାରନ୍ତି! ହେଲେ ଜହୁର ବକ୍ସ ନାଁରେ ତ ଏ ଦୁନିଆରେ ଶହ ଶହ ଲୋକ ଅଛନ୍ତି । ଆପଣ ପଚାରି ପାରନ୍ତି, ‘କେଉଁ ଜହୁର…