ହରଭଜନଙ୍କୁ ରାଜ୍ୟସଭା ପଠାଇବ ଆପ !
ଚଣ୍ଡୀଗଡ: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ନେଇ ପୁନର୍ବାର ରାଜନୀତି ଆଲୋଚନା ଜୋର ଧରିଛି । ରାଜ୍ୟ ଏବଂ କେନ୍ଦ୍ରରେ ମିଳିତ ଭାବେ ଭଜିଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ ଆମ ଆଦମୀ ପାର୍ଟି ହରଭଜନଙ୍କୁ ରାଜ୍ୟସଭା ପଠାଇବା ପାଇଁ ଯୋଜନା…