Latest Odisha News

BREAKING NEWS

କବିତା : ଫଗୁଣର ଦୁଇଟି ସ୍କେଚ୍

ରାଜଲକ୍ଷ୍ମୀ ତ୍ରିପାଠୀ  କିଛି ଦୃଶ୍ୟ: ଆକାଶକୁ ବେଢାଇଛି ଅସଂଖ୍ୟ ବର୍ଣ୍ଣାଳୀ ରଙ୍ଗର ଏ ଯେତେ ସବୁ ମାୟା କିଏ ସେହି ମାୟାଧର ! ବଡ଼ ଧୁରନ୍ଧର ଯିଏ ମାୟା ରଚିବାରେ , କ୍ଷଣିକ ଚପଳଛନ୍ଦ ତା' ବିଦ୍ୟୁତ ରଙ୍ଗ ର ସ୍ବଚ୍ଛ ହେଉ କି ଅନଳ ନୀଳ ଅବା ଲୋହିତ ଏତେ ସବୁ ରଙ୍ଗରେ ବି ଥାଏ…

୪୦ ଡିଗ୍ରୀ ପାର କଲା ଦୁଇଟି ଜିଲ୍ଲା

ଭୁବନେଶ୍ୱର: ସାରା ରାଜ୍ୟରେ ଖରା ତା’ ସାଙ୍ଗକୁ ଅସହ୍ୟ ତାତି ବଢିବାରେ ଲାଗିଛି । ଆଜି ରାଜ୍ୟର ୨ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିଛି। ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ଜିଲ୍ଲା ହୋଇଛି। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ବୌଦ୍ଧ ଜିଲ୍ଲାରେ…

[ଦେଖନ୍ତୁ ଭିଡ଼ିଓ] ଲକ୍ଷ୍ମଣେଶ୍ୱର ମହାଦେବ ମନ୍ଦିର ଶିବଲିଙ୍ଗରେ ଲକ୍ଷେ ଛିଦ୍ର ରହସ୍ୟ

ଭୁବନେଶ୍ୱର: ଆମ ଚାରିପଟେ ଅନେକ ମଠ ମନ୍ଦିର ସବୁ ରହିଛି। ହେଲେ ଏମିତି କିଛି ମନ୍ଦିର ରହିଛି ତାହା କିନ୍ତୁ ଟିକେ ଭିନ୍ନ। ଆମେ ଅନେକ ମହାଦେବଙ୍କ ମନ୍ଦିର ଦେଖିଛେ। ହେଲେ ଛତିଶଗଡ଼ରେ ରହିଥିବା ମହାଦେବଙ୍କ ମନ୍ଦିର କଥା ଶୁଣିଲେ ବେଶ ଆଶ୍ଚର୍ଯ୍ୟ ଲାଗିଥାଏ। ଏଠାରେ ରହିଛି ଲକ୍ଷ୍ମଣେଶ୍ୱର ମନ୍ଦିର।…

ବିବେକଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ କଙ୍ଗନା !

ମୁମ୍ବାଇ: ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଏବେ ସାରା ଭାରତରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ତାଙ୍କ ନିର୍ଦ୍ଦେଶିତ ଦି କଶ୍ମୀର ଫାଇଲ୍ସ ଏବେ ସାରା ଭାରତରେ ସଫଳତାର ନୂତନ ଅଧ୍ୟାୟ ସୃଷ୍ଟି କରିଛି । ବିବେକ, ଅନୁପମ ଖେର ଓ ମିଥୁନ ଚକ୍ରବର୍ତିଙ୍କ କମ୍ବିନେଶନ ଫିଲ୍ମକୁ ଜୀବନ୍ତ…

ନିଆରା ପରମ୍ପରା, ହୋଲିରେ ଗଧ ଉପରେ ବସନ୍ତି ନବବିବାହିତ ଜ୍ୱାଇଁ ପୁଅ

ଭୁବନେଶ୍ୱର: ଶୀତ ଋତୁର ଅନ୍ତ ଓ ଗ୍ରୀଷ୍ଣ ଋତୁର ପ୍ରାରମ୍ଭରେ ପଡିଥାଏ ହୋଲି ପର୍ବ । ଭାରତର କୋଟିକୋଟି ହିନ୍ଦୁଧର୍ମୀ ଏହି ଦିନ ପରସ୍ପର ଦେହରେ ରଙ୍ଗ ବୋଳି ନିଜ ପରମ୍ପରାକୁ ବଜାୟ ରଖିଆସିଛନ୍ତି । ତେବେ ରାଜ୍ୟକୁ ରାଜ୍ୟ ଓ ଜିଲ୍ଲାକୁ ଜିଲ୍ଲା ହୋଲି ପର୍ବ ପାଳନ କରିବା ନେଇ ଭିନ୍ନଭିନ୍ନ…

[ଭିଡିଓ] କୋରାପୁଟ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ଶୁଣାଣି

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଆଜି ରାୟ ଶୁଣାଣି ହୋଇଛି । ଆଡହକ ଆଡିସନାଲ ସେସନ ଜଜ, ଫାଷ୍ଟଟ୍ରାକ ସ୍ପେସିଆଲ କୋର୍ଟ ଜୟପୁର ପ୍ରଦୀପ କୁମାର ସାସମଲ ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ଶୁଣାଣି କରିଛନ୍ତି । ଅଭିଯୁକ୍ତ…

ପୋଲାଣ୍ଡର କ୍ୟାରୋଲିନା ହେଲେ ନୂତନ ବିଶ୍ୱ ସୁନ୍ଦରୀ

ନୂଆଦିଲ୍ଲୀ: ପୋଲାଣ୍ଡର କ୍ୟାରୋଲିନା ବିଲାୱସ୍କା ମିସ ୱାର୍ଲ୍ଡ (ବିଶ୍ୱ ସୁନ୍ଦରୀ) ୨୦୨୧ ଟାଇଟଲ ନିଜ ନାମରେ କରିଛନ୍ତି । ଜାମାଇକାର ଟୋନୀ ଏନ ସିଂ ତାଙ୍କୁ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧାଇଥିଲେ । ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଶ୍ରୀ ସୈନୀ ପ୍ରଥମ ରନର୍ସଅପ ଏବଂ ଆଇଭରୀ କୋଷ୍ଟର…

ଭାରତରେ ବିକ୍ରୟ ହେଉଛି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ନାଁରେ ଚା’ ପତି

ଭୁବନେଶ୍ୱର: ୟୁକ୍ରେନ୍ ଓ ଋଷିଆର ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ଆଖି ଆଗରେ ୟୁକ୍ରେନ୍‌କୁ ଧ୍ୱସ୍ତ କରିବାରେ ଲାଗିପଡିଛି ପୁତିନଙ୍କ ନୃଶଂସ ସେନା । ଏପରି ସ୍ଥିତିରେ ବି ୟୁକ୍ରେନ୍ ରାଷ୍ଟ୍ରପତି ଭଲ୍‌ଡିମିର୍ ଜିଲେନ୍‌ସ୍କି ବିଚଳିତ ନହୋଇ ନିଜ ଜନତାଙ୍କ ସହ ଠିଆ…

ପ୍ରଥମ ଶ୍ରେଣୀ କ୍ରିକେଟରେ ଝାଡଖଣ୍ଡର ବିଶ୍ୱରେକର୍ଡ

କୋଲକାତା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଝାଡଖଣ୍ଡ ନୂତନ କୀର୍ତିମାନ ସ୍ଥାପନ କରିଛି । ପ୍ରଥମ ଇନିଂସରେ ୧୦୦୮ ରନର ଅଗ୍ରଣୀ ହାସଲ କରି ଝାଡଖଣ୍ଡ ଟିମ ନାମରେ ବିଶ୍ୱରେକର୍ଡ ସ୍ଥାପନ ହୋଇଛି । ଏ ପର୍ଯ୍ୟନ୍ତ କୌଣସି ଟିମ ଏତେ ରନର ଅଗ୍ରଣୀ ହାସଲ କରି ନାହାନ୍ତି । ଏଠାରେ ଅନୁଷ୍ଠିତ ନାଗାଲାଣ୍ଡ…

ଭୟଙ୍କର ଅଗ୍ନିକାଣ୍ଡରେ ପୋଡିହୋଇ ୪ ଗୁରୁତର , ହସ୍ପିଟାଲରେ ଭର୍ତ୍ତି

ରାୟଗଡା  : ଭୟଙ୍କର ଅଗ୍ନିକାଣ୍ଡରେ ପୋଡି ହୋଇ ଗୋଟିଏ ପରିବାରର ଚାରି ଜଣ ଗୁରୁତର । ବାପ ,ମା , ପୁଅ ବୋହୁ ଗୁରୁତର ହୋଇପଡିଛନ୍ତି । ଏଭଳି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ଥାନା ସିକୋରପାଇ ଗାଁ ରେ ଘଟିଛି । ଘରେ ପୋଡିବା ବେଳେ ଚିତ୍କାର ଶୁଣି ପୋଡିଶୀ ଗୋଟିଏ ପରିବାରର ୪…