Latest Odisha News

BREAKING NEWS

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ପାଳିତ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଭୁବନେଶ୍ବରରେ ଥିବା ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପାଳିତ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡା, ପ୍ରସନ୍ନ ପାଟଶାଣୀଙ୍କ ସମେତ ବହୁ ବିଧାୟକ ଯୋଗ ଦେଇଥିଲେ। ସେହିପରି ଫରେଷ୍ଟ…

ମୁଁ ୟୁକ୍ରେନରେ ଅଛି : ଜେଲିଂସ୍କି

କୀଭ: ୟୁକ୍ରେନ ରାଷ୍ଟ୍ରପତି ଭୋଲେଡିମିର ଜେଲେଂସ୍କି ପୋଲାଣ୍ଡ ଖସି ପଳାଇଥିବା ନେଇ ଖବର ପ୍ରକାଶ ପାଇଥିଲା । ତେବେ ଏହାକୁ ଖଣ୍ଡନ କରି ଜେଲେଂସ୍କି । ସେ କହିଛନ୍ତି ମୁଁ ଗୁପ୍ତ ବଙ୍କରରେ ସୁରକ୍ଷିତ ଅଛି । ରୁଷିଆର କିଲର ଗ୍ରୁପ ମୋତେ ମାରିବା ପାଇଁ ଖୋଜି ବୁଲୁଛନ୍ତି । ସେମାନେ ୩ଥର ଉଦ୍ୟମ…

ଯୁଦ୍ଧରେ ୟୁକ୍ରେନରେ ଗଲାଣି ୨୮ ଶିଶୁଙ୍କ ଜୀବନ, ଶତାଧିକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍-ରୁଷ୍ ଯୁଦ୍ଧ ଭିତରେ ବଳି ପଡୁଛନ୍ତି ସାଧାରଣ ନାଗରିକ । ଅକାଳରେ ଜୀବନ ଯାଉଛି । ଏଯାଏ ଯୁଦ୍ଧରେ ୟୁକ୍ରେନରେ ଶତାଧିକ ଲୋକଙ୍କର ମୃତ୍ୟୁ ହେଲାଣି । ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ରୁଷ୍ । ଏହାରି ଭିତରେ ରୁଷ ସେନାର ମିସାଇଲ୍, ରକେଟ ଓ…

ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଲବରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ଦିଲ୍ଲୀ : ଆଜି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀ ପ୍ଲାଇଙ୍ଗ୍ କ୍ଲବରେ ବିଜୁ ବାବୁଙ୍କ ଜୟନ୍ତି ପାଳନ ହୋଇଯାଇଛି । ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ଅଧ୍ୟକ୍ଷ ଡ. ବିବିଏଲ୍ ମଧୁକରଙ୍କ ସଭାପତିତ୍ୱରେ ଏହା ପାଳନ କରାଯାଇଛି । ବିଜୁ ବାବୁଙ୍କ ଜୟନ୍ତିକୁ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଶତକ ମାରିଲେ ରବୀନ୍ଦ୍ର ଜାଡେଜା

ମୋହାଲି: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଶତକ ମାରିଲେ ରବୀନ୍ଦ୍ର ଜାଡେଜା । ୧୬୦ ବଲରୁ ସେ ସେଞ୍ଚୁରୀ ମାରିଛନ୍ତି । ଏହା ତାଙ୍କର ଟେଷ୍ଟ କ୍ୟାରିୟରରେ ଦ୍ୱିତୀୟ ଶତକ । ଭାରତ ୫ ୱିକେଟରେ ୨୨୮ ରନ୍ କରିଥିବା ବେଳେ ମୈଦାନକୁ ଓହ୍ଲାଇଥିଲେ ରବୀନ୍ଦ୍ର ଜାଡେଜା । ଆର୍. ଅଶ୍ୱିନଙ୍କ ସହ ମିଶି ଦଳୀୟ…

ହତ୍ୟାକାରୀ ବଡ଼ଭାଇ: ସାନ ଭାଇକୁ ତଣ୍ଟି ଚିପି ମାରିଲା

ବଲାଙ୍ଗିର: ରକ୍ତ ସମ୍ପର୍କରେ ରକ୍ତର ଛିଟା । ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ବଡ଼ ଭାଇ । ସାନ ଭାଇ ମଦ ପିଇ ଗାଳିଗୁଳଜ କରିବାରୁ ହତ୍ୟା କରିଛି ବଡ଼ ଭାଇ । ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚମାରପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଯୋଶେଫ ରୋହିଦା । ଏହି ଘଟଣାରେ…

ୟୁକ୍ରେନର ସୁମି ସହର ଉପରେ ରୁଷ୍ ଆଖି, ଜାରି ହେଲା ଆକ୍ରମଣ ଆଲର୍ଟ

କିଭ୍(ୟୁକ୍ରେନ): ରୁଷ୍-ୟୁକ୍ରେନ୍ ଯୁଦ୍ଧର ଆଜି ଦଶମ ଦିନ । ଘମାସାନ ଲଢ଼େଇ ଚାଲିଛି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଟାର୍ଗେଟ କରୁଛୁ ରୁଷ ସେନା । ଏବେ ୟୁକ୍ରେନର ଉତ୍ତରରେ ଖାରକିଭକୁ ଲାଗି ଥିବା ସୁମି ସହର ଉପରେ ଆକ୍ରମଣ ଆରମ୍ଭ ହୋଇଛି । ଆଗକୁ ଜୋରଦାର ହମଲା କରିପାରେ ରୁଷ୍ ।…

ରାଜଧାନୀରେ ଚାଞ୍ଚଲ୍ୟ: ଇଟା ତଳୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ଇଟା ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ବୀଭତ୍ସ ହତ୍ୟା ପରେ ଲୁଚା ଯାଇଥିଲା ମୃତଦେହ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ମୃତଦେହ ଇଟା ତଳୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହି ସ୍ଥିତ ବିଏମ୍‌ସିର ଅର୍ଦ୍ଧ ନିର୍ମିତ…

ଅପରେସନ୍ ଗଙ୍ଗା: ୨୪ ଘଣ୍ଟାରେ ୬୨୯ ଭାରତୀୟଙ୍କୁ ସ୍ୱଦେଶ ଆଣିଲା ବାୟୁସେନା

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧ ମୁହଁରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ଭାରତୀୟଙ୍କୁ ୟୁକ୍ରେନରୁ ଉଦ୍ଧାର କରି ସୁରକ୍ଷିତ ଭାବରେ ଭାରତ ଅଣାଯାଉଛି । ଗତ ୨୪ଘଣ୍ଟାରେ ୬୨୯ ଜଣ ଭାରତୀୟଙ୍କୁ ବାୟୁସେନା ପକ୍ଷରୁ ଉଦ୍ଧାର କରି ସ୍ୱଦେଶ ଅଣାଯାଇଛି । ବାୟୁସେନାର ତିନିଟି C-17…

ବାଲୁକା କଳାରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବାଲୁକା କଳାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଜନଜନାୟ ବିଜୁ ପଟ୍ଟନାୟକଙ୍କ ବାଲୁକା…