Latest Odisha News

BREAKING NEWS

ୟୁକ୍ରେନର ନୋ-ଫ୍ଲାଏ ଜୋନ୍ ଦାବିକୁ ନାଟୋ ଅଗ୍ରାହ୍ୟ କରିବା ପରେ ଏମିତି କଥା କହିଲେ ଜେଲେନସ୍କି

କିଭ୍(ୟୁକ୍ରେନ): ରୁଷ ସହ ଭୟଙ୍କର ଯୁଦ୍ଧ ଲଢୁଛି ୟୁକ୍ରେନ୍ । ଶକ୍ତିଶାଳୀ ରୁଷ୍ ସୈନ୍ୟଙ୍କୁ ପ୍ରତିହତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ନା-ଫ୍ଲାଏ ଜୋନ୍ ପାଇଁ ନାଟୋ ନିକଟରେ ଦାବି ରଖିଥିଲା ୟୁକ୍ରେନ୍ । ଯାହାକୁ ନାଟୋ ଅଗ୍ରାହ୍ୟ କରି ଦେଇଛି । ଏହାପରେ…

ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରୁଷର ରକେଟ ମାଡ଼

କିଭ୍(ୟୁକ୍ରେନ୍): ୧୦ ଦିନ ହେଲାଣି ରୁଷ୍-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ରାଜଧାନୀ କିଭ୍ ଦଖଲ ପାଇଁ ଜୋରଦାର ଆକ୍ରମଣ କରୁଛି ରୁଷ୍ ସେନା । ୟୁକ୍ରେନ୍ ରାଷ୍ଟ୍ରପତି ଭବନ ଉପରେ ରକେଡ୍ ମାଡ଼ ହୋଇଛି । ତେବେ ରୁଷ୍ ଟାର୍ଗେଟକୁ ହାତଛଡ଼ା କରିଥିବା ଜେଲେନସ୍କି କହିଛନ୍ତି । ରୁଷର…

୧୦ ଦିନ ଯୁଦ୍ଧରେ ୟୁକ୍ରେନ ଛାରଖାର, ଦେଶ ଛାଡ଼ିଲେଣି ୧୨ ଲକ୍ଷ ଲୋକ

କିଭ୍(ୟୁକ୍ରେନ): ୟୁକ୍ରେନ ଉପରେ ୧୦ ଦିନ ହେବ ହମଲା ଜାରି ରଖିଛି ରୁଷ୍ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଘନ ଘନ ଆକ୍ରମଣ କରୁଛି । ୧୦ଟି ସହରକୁ ଛାରଖାର କରି ଦେଲାଣି । ତୁହାକୁ ତୁହା ମିସାଇଲ୍ ମାଡ଼ ଓ ଏୟାରଷ୍ଟ୍ରାଇକ୍ ହେଉଛି । ଆକାଶରୁ ଖସୁଛି ରକେଟ୍ । ତାସାଙ୍ଗକୁ ଟ୍ୟାଙ୍କ ମାଡ଼ । ଖାରକିଭ୍…

ତିନି ଶହ ରାମାୟଣ (୧)

ମୂଳ ରଚନା  : ଏ. କେ. ରାମାନୁଜନ୍  ରାମାୟଣ କେତୋଟି ? ତିନି ଶହ ? ତିନି ହଜାର ? କେତେକ ରାମାୟଣର ଶେଷରେ ଗୋଟିଏ ପ୍ରଶ୍ନ ପଚରାଯାଏ । ଏ ପର୍ଯ୍ୟନ୍ତ କେତୋଟି ରାମାୟଣ ହେଲାଣି ? ଆଉ ଏହି ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ଗପଟିମାନ ମଧ୍ୟ ଅଛନ୍ତି । ଶୁଣନ୍ତୁ ସେଥିରୁ ଗୋଟିଏ । ଦିନେ ରାମ…

ଗଳ୍ପ : ଆଇଁଷ ଚିନ୍ତା

ସତ୍ୟନାରାୟଣ ଗନ୍ତାୟତ ସତ୍ୟେନ୍ଦୁ ଆଜିକାଲି କମ୍ ଖାଉଥିବା ଦେଖି ସଭିଏଁ ତା ପତ୍ନୀ ସୁତପାକୁ କହନ୍ତି, ଏତେ କମ୍ କ'ଣ ଲୋ ଖାଉଚନ୍ତି ? "ଦେଖୁଛ ତ କେମିତି ଉଙ୍ଖୁରା ଖିଆ , ତା ସହ ପୁଣି ଶାଗଡାଳ ଖିଆ ପ୍ରାଣୀଟେ ବି " ସେମାନଙ୍କ କଥାରେ କଥା ଯୋଡେ ସୁତପା ! ଏଁ, ନନ୍ ଭେଜ୍ ଜମା…

କଂଗ୍ରେସ ଘୋଷଣା କଲା ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ପର୍ଯ୍ୟାୟ କର୍ପୋରେଟର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଚଳିତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ସମସ୍ତ ଦଳକୁ ପଛରେ ପକାଇ କଂଗ୍ରେସ ଆଜି ମେୟର ପ୍ରାର୍ଥୀନୀ ଶ୍ରୀମତୀ ମଧୁସ୍ମିତା ଆଚାର୍ୟ୍ୟଙ୍କ ନାମ ଘୋଷଣା କରିଛି । ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ୟ୍ୟାୟରେ ୩୦ ଜଣିଆ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କରିଛି ।…

ରାଜଧାନୀରେ ଆରମ୍ଭ ହେବ ମୋ ଇ-ରାଇଡ଼ ସେବା, ଇ-ରିକ୍ସା ଚଲାଇବେ କିନ୍ନର

ଭୁବନେଶ୍ୱର: କ୍ରୁଟ୍ (କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ) ଆଣିଛି ନୂଆ ସମ୍ଭାବନା । ରାଜଧାନୀରେ ଗଡ଼ିବ ମୋ ବସ ଭଳି ମୋ ଇ-ରିକ୍ସା ଓ ଇ-ବସ୍ । ତାହାକୁ ଚଳାଇବେ ମହିଳା ଓ କିନ୍ନର । ଏନେଇ ମହିଳା ଇ ଡ୍ରାନ୍ସଜେଣ୍ହରମାନଙ୍କୁ ୩ମାସ ହେବ ପ୍ରଶିକ୍ଷଣ ଦିଆଯାଉଛି । ବର୍ତ୍ତମାନ ରାଜ୍ୟ…

ଆର ପାରିରେ ସ୍ପିନ ଯାଦୁଗର ୱାର୍ଣ୍ଣେ

ମେଲବୋର୍ଣ୍ଣ: କ୍ରିକେଟ ଇତିହାସର ମହାନ ଲେଗ ସ୍ପିନର ଶେନ ୱାର୍ଣ୍ଣେ ଆଉ ନାହାନ୍ତି । ଏହି ଅଷ୍ଟ୍ରେଲୀୟ ବୋଲରଙ୍କ ମାତ୍ର ୫୨ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି । ଥାଇଲାଣ୍ଡରେ ତାଙ୍କ ନିଜସ୍ୱ ଭିଲାରେ ସଞ୍ଜାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ…

ଖାରକିଭ୍ ଛାଡିଲେ ୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ , ଅନ୍ୟମାନଙ୍କୁ ଫେରଇ ଆଣିବା ପାଇଁ ଚାଲିଛି ଉଦ୍ୟମ

ଦିଲ୍ଲୀ : ଋଷ୍ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ଚାଲିଛି ଉଦ୍ଧାର । ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସିଯାଇଥିବା ଆହୁରି ଅନେକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି । ଖାରକିଭ ଯୁଦ୍ଧ…

ପୋଲାଣ୍ଡ ପଳାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଂସ୍କି !

ମସ୍କୋ: ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଂସ୍କି ପୋଲାଣ୍ଡ ପଳାଇଥିବା ନେଇ ରୁଷ ମିଡିଆରେ ଖବର ପ୍ରକାଶ ପାଇଛି । ଜପୋରଝିଆ ନ୍ୟୁକ୍ଲିୟର ପ୍ଲାଂଟ ଉପରେ ରୁଷିଆ କବଜା କରିବା ପରେ ଏହି ଖବର ସମ୍ମୁଖକୁ ଆସିଛି । ଅବଶ୍ୟ ଏହାର ସତ୍ୟତା ପୃଷ୍ଟି ହୋଇ ନାହିଁ । ଜେଲେଂସ୍କି ଚାହିଁଲେ ଆମେ ତାକୁ…