Latest Odisha News

BREAKING NEWS

ପୁଲିସ -ନକ୍ସଲ ଏନକାଉଣ୍ଟର: ୨ ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାର ଦୁରଦା ଏବଂ ଜାପେଲି ଜଙ୍ଗଲରେ…

ରଣଜୀ ଟ୍ରଫି କ୍ରିକେଟ: ଓଡିଶାର ଇନିଂସ ପରାଜୟ

ଭୁବନେଶ୍ୱର: ଅହମ୍ମଦାବାଦରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ଡି ମୁକାବିଲାରେ ଓଡିଶା ସୌରାଷ୍ଟ୍ର ନିକଟରୁ ଇନିଂସ ପରାଜୟବରଣ କରିଛି । ଓଡିଶା ଦ୍ୱିତୀୟ ଇନିଂସରେ ୩୩୬ ରନ କରିଥିଲେ ଏହାକୁ ଏଡାଇ ପାରିଥାନ୍ତା ମାତ୍ର ଦଳ ୨୦୫ ରନରେ ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ମିଶ୍ର ୬୫ ଓ…

୮୫୩ଟି ଜୋନରୁ ବିଜେଡି ୫୫୦ଟି ଜୋନରେ ଆଗୁଆ

ଭୁବନେଶ୍ୱର : ଦ୍ୱିତୀୟ ଦିନର କାଉଣ୍ଟିଂ ଜାରି  । ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସନ୍ଧ୍ୟା ୬ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୩ଟି…

ୟୁକ୍ରେନ୍ ୱାର୍ : ଘର ମାଲିକଙ୍କ ପରିବାର ପାଇଁ ୟୁକ୍ରେନ୍ ଛାଡ଼ିବାକୁ ମନା କଲେ ହରିଆନା ଝିଅ

ନୂଆଦିଲ୍ଲୀ: ଦୀର୍ଘ ୪ଦିନ ଧରି ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଦିନକୁ ଦିନ ଋଷିଆ ୟୁକ୍ରେନର ସହରକୁ ନିଜ ଅକ୍ତିଆରରେ ନେବାରେ ଲାଗିଛି । ଏଭଳିସ୍ଥିତିରେ ମେଡ଼ିକାଲ ଛାତ୍ରଛାତ୍ରୀମାନେ ୟୁକ୍ରେନ ଛାଡ଼ିବାକୁ ଚାହୁଁ ଥିବା ବେଳେ ଜଣେ ହରିୟାଣାର ଝିଅ ୟୁକ୍ରେନର କିଭ ସହର ଛାଡ଼ିବାକୁ…

[ଦେଖନ୍ତୁ ଭିଡିଓ] ଦ୍ଵିତୀୟ ଦିନର ଭୋଟ ଗଣତି ଜାରି : ଭଦ୍ରକରେ ବିଜେଡି ଆଗରେ

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଫଳାଫଳ ଘୋଷଣା ହେବା ପରେ ଏବେ ଦ୍ଵିତୀୟ ଦିନର ଭୋଟ ଗଣତି ଜାରି ରହିଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରକ୍ରିୟା ସହ ଭୋଟ ଗଣତି ହେଉଛି । ଭଦ୍ରକ ଦ୍ଵିତୀୟ ଦିନରେ ଭଦ୍ରକ ଜିଲ୍ଲାର ୭ ଗୋଟି ବ୍ଲକରେ ବିଭିନ୍ନ…

ଋଷିଆକୁ ଝଟକା ଦେଲା ୟୁଟ୍ୟୁବ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ମହାଯୁଦ୍ଧ । ୟୁକ୍ରେନକୁ ଘେରି ଆକ୍ରମଣ କରୁଛି ଋଷିଆ । ଏହାରି ଭିତରେ ଋଷିଆକୁ ଝଟକା ଦେଇଛି ୟୁଟ୍ୟୁବ । ଋଷିଆର ମିଡିଆ ସଙ୍ଗଠନ ଓ ଅନ୍ୟ ଋଷି ଚ୍ୟାନାଲ ଉପରେ ପ୍ରତିବନ୍ଧକ ଲଗାଇଛି ୟୁଟ୍ୟୁବ । ଅସାଧାରଣ ପରିସ୍ଥିତିକୁ ଦର୍ଶାଇ ୟୁଟୁବ କହିଛି ଯେ,…

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମାଇଲ୍ଡ ବ୍ରେନ୍ ଷ୍ଟ୍ରୋକ୍ !

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୀତନ ରାମ ମାଞ୍ଝି ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପାଟନାର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ରିପୋର୍ଟରୁ ତାଙ୍କୁ ମାଇଲ୍ଡ ବ୍ରେନ୍ ଷ୍ଟ୍ରୋକ୍…

ବେଲାରୁଷରେ ଆଲୋଚନା ପାଇଁ ରୁଷ ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ୟୁକ୍ରେନ

କୀଭ: ୟୁକ୍ରେନରେ ୪ର୍ଥ ଦିବସରେ ମଧ୍ୟ ରୁଷର ଆକ୍ରମଣ ଜାରୀ ରହିଛି । ଏହି ଅବସରରେ ବେଲାରୁଷରେ ଆଲୋଚନା ପାଇଁ ୟୁକ୍ରେନକୁ ରୁଷ ପ୍ରସ୍ତାବ ଦେଇଥିଲା । ତେବେ ୟୁକ୍ରେନ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଆମେ ଯୁଦ୍ଧର ସମାପ୍ତି ଚାହୁଁଚୁ । ମାତ୍ର ବେଲାରୁଷରେ ଏହି ଆଲୋଚନା ସମ୍ଭବପର…

ଭଦ୍ରକ: ୭ଟି ବ୍ଲକର ୭ଟି ଜିଲ୍ଲାପରିଷଦ ଜୋନରୁ ସବୁଯାକ ପୋଛିନେଲା ବିଜେଡି

ଭଦ୍ରକ: ଭଦ୍ରକ ଜିଲ୍ଲାର ୨୮ ଜିଲ୍ଲା ପରିଷଦ ଜୋନରୁ ଗତକାଲି ପ୍ରଥମ ଦିନର ଭୋଟ ଗଣତିରେ ୭ବ୍ଲକର ୭ଟି ଜିଲ୍ଲା ପରିଷଦ ଜୋନରୁ ସବୁଯାକ ଜୋନ ବିଜେଡି ପୋଛି ନେଇଛି। ଚାନ୍ଦବାଲି ବ୍ଲକର ୧ନମ୍ୱର୍ ଜିଲ୍ଲା ପରିଷଦ ଜୋନରୁ ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ୧୫,୨୭୦ ଖଣ୍ଡ ଭୋଟ ପାଇଥିବା ବିଜୟୀ…

ରୁଷିଆ ଉପରେ କଟକଣା ଲଗାଇବ ସୁଇଫ୍ଟ, ପୁତିନ ସରକାର ବ୍ୟବହାର କରି ପାରିବନି ୬୩୦ ବିଲିୟନ ଡଲାର

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷ ଉପରେ ବିଶ୍ୱ ସମୁଦାୟ ଅଶାନ୍ତି ହୋଇ ଉଠିଛନ୍ତି । ସୋସାଇଟ ଫର ୱାର୍ଲ୍ଡ ୱାଇଡ ଇଂଟରବ୍ୟାଙ୍କ ଫାଇନାନ୍ସିଆଲ ଟେଲିକମ୍ୟୁନିକେଶନ (ସୁଇଫ୍ଟ) ଏ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଚାର କରୁଛି । ସୁଇଫ୍ଟ କଟକଣା ଲଗାଇଲେ ୬୩୦ ବିଲିୟନ ବୈଦେଶିକ ମୁଦ୍ରାର…