Latest Odisha News

BREAKING NEWS

ୟୁକ୍ରେନରେ ବିଶ୍ୱର ସବୁଠୁ ବଡ଼ ଏୟାରକ୍ରାଫ୍ଟକୁ ନଷ୍ଟ କରିଦେଲା ରୁଷ୍ ସେନା

କିଭ୍ (ୟୁକ୍ରେନ): ରୁଷ୍ ଓ ୟୁକ୍ରେନ ଭିତରେ ଘମାଘୋଟ ଚାଲିଛି ଯୁଦ୍ଧ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଛି । ୟୁକ୍ରେନରେ ନିର୍ମିତ ବିଶ୍ୱର ସବୁଠୁ ବଡ଼ ଏୟାରକ୍ରାଫ୍ଟକୁ ନଷ୍ଟ କରିଦେଇଛି ରୁଷ୍ ସେନା । ୟୁକ୍ରେନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା…

ଆଜିଠୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା

ଭୁବନେଶ୍ୱର : ଦୁଇ ବର୍ଷ ପରେ ଆଜିଠୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା । ହେଲେ ପ୍ରଥମ ସପ୍ତାହ ପାଠପଢା ହେବନି। ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଏହାସହ ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି…

ପଞ୍ଚାୟତ ରେଜଲ୍ଟ: ଦ୍ୱିତୀୟ ଦିନ ଗଣତିରେ ୮୮% ଆସନରେ ବିଜେଡିର ବାଜିମାତ

ଭୁବନେଶ୍ୱର: ପଞ୍ଚାୟତ ଭୋଟରେ ବିଜେଡି ଉଡ଼ାଇଛି ବିଜୟ ବାନା । ସବୁ ଜିଲ୍ଲାରେ ଶଙ୍ଖନାଦ । ବିଜେଡି କରିସ୍ମା ଆଗରେ ବିରୋଧୀଙ୍କ ପତିଆରା ଫିକା ପଡ଼ିଛି । ଦୁଇ ଦିନର ଗଣତିର ଫଳାଫଳ ସମସ୍ତଙ୍କୁ ଆଚମ୍ବିତ କରିଛି । ଗତକାଲି ହୋଇଥିଲା ୩୦୫ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି ହୋଇଥିଲା । ଏଥିରୁ…

୫୧୮ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ

ଭୁବନେଶ୍ବର: ୫୧୮ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ । ଦ୍ବିତୀୟ ଦିନ ଗଣତିର ରିପୋର୍ଟ ଅନୁଯାୟୀ, ୨୭୦ଟି ମଧ୍ୟରୁ ବିଜେଡି ୨୩୬, ବିଜେପି ୧୬, କଂଗ୍ରେସ ୧୫ ଓ ଅନ୍ୟମାନେ ୨ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ…

ପଞ୍ଚାୟତ ଭୋଟ୍ କାଉଣ୍ଟିଂର ଶେଷ ଦିନ: କାହାକୁ ମିଳିଛି କେତେ ସିଟ୍ ଜାଣନ୍ତୁ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଆଜି ତୃତୀୟ ତଥା ଶେଷ ଦିନ । ଆଜି ୨୨୯ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି ଚାଲିଛି । ଗତକାଲି ଦ୍ୱିତୀୟ ଦିନରେ ୩୦୭ ଓ ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଆସନରେ କାଉଣ୍ଟିଂ କରାଯାଇଥିଲା । ଦୁଇ ଦିନର ଗଣତିରେ ସବୁଠୁ ବାଜି ମାରିଛି ବିଜେଡି ।…

ଶଶଧର ଦାସଙ୍କ କବିତା ସଙ୍କଳନ ‘ଝରକା ବାହାରେ ଭାରତ’ ଉନ୍ମୋଚିତ

ଭୁବନେଶ୍ୱର : ସାହିତ୍ୟ ପତ୍ରିକା କାହାଣୀ ଆନୁକୂଲ୍ୟରେ କବି ଶଶଧର ଦାସଙ୍କ କବିତା ସଙ୍କଳନ 'ଝରକା ବାହାରେ ଭାରତ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ରବି ନାରାୟଣ ସେନାପତିଙ୍କ ସ୍ଵଭାପତିତ୍ୱରେ ଏହି ସାରସ୍ୱତ ସଭାରେ…

ଫଳାଫଳକୁ ନେଇ ଅସନ୍ତୋଷ, ପୁନଃଗଣତି କରିବାକୁ ସରପଞ୍ଚ ପାର୍ଥ୍ରୀନୀଙ୍କ ଦାବି

କେନ୍ଦୁଝର: ଯୋଡ଼ା ବ୍ଲକ ଭଦ୍ରାସାହିରେ ଭୋଟ ଗଣତି ଶେଷ ହୋଇଛି । ହେଲେ ଭଦ୍ରାସାହିର ସରପଞ୍ଚ ପ୍ରାର୍ଥୀନୀ ବାସନ୍ତୀ ନାଏକ ଭୋଟ ଗଣତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ସେ ପୁନଃଗଣତି କରିବାକୁ ଦାବି କରିଛନ୍ତି । ସୂଚନା ଅନୁସାରେ, ଭଦ୍ରାସାହିରେ ୭ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ…

ଯାଜପୁର: ୧୨ଟି ଜିଲ୍ଲାପରିଷଦ ଜୋନରୁ ୧୧ଟି ଜୋନରେ ବିଜେଡି ଆଗରେ

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ମୋଟ ୧୨ଟି ଜିଲ୍ଲାପରିଷଦ ଜୋନ୍ । ଏହା ଅଧୀନରେ ଥିବା ପଞ୍ଚାୟତର ପ୍ରାର୍ଥୀଙ୍କ ଭୋଟ ଗଣତି ସକାଳୁ ଆରମ୍ଭ ହୋଇ ପ୍ରାଥମିକ ପର୍ୟ୍ୟାୟରେ ଦିନ ୧୨ଟା ୩୦ ସୁଦ୍ଧା ୧୧ଟି ଜିଲ୍ଲାପରିଷଦ ଆସନରେ ବିଜେଡି ପ୍ରାର୍ଥୀମାନେ ଆଗରେ ଥିବା ବେଳେ ବରୀରେ ବିଜେପି ପ୍ରାର୍ଥୀ…

ନ୍ୟୁକ୍ଲିୟର ଫୋର୍ସକୁ ହାଇ ଆଲର୍ଟରେ ରଖିଲେ ପୁତିନ

ମସ୍କୋ: ରୁଷ ଜିଦ ଛାଡିବା ମୁଡରେ ନାହିଁ । ୟୁକ୍ରେନର ପାଲଟା ଆକ୍ରମଣରେ ରୁଷର ୪୩୦୦ ସୈନିକ ଶହୀଦ ହୋଇ ସାରିଲେଣି । ଏହା ବ୍ୟତୀତ ୧୪୬ ଟ୍ୟାଙ୍କ, ୨୭ ବିମାନ ଓ ୨୬ ହେଲିକପ୍ଟର ନଷ୍ଟ ହୋଇସାରିଛି । ତାଜା ତଥ୍ୟ ଅନୁସାରେ ବେଲାରୁଷ ସୀମାରେ ରୁଷ ଏବଂ ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବ…

ଦୀର୍ଘ ୨ ବର୍ଷ ପରେ ଦେଖିବେ କ୍ଲାସ ରୁମ: ଆସନ୍ତାକାଲିଠାରୁ କ୍ଲାସ ରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ…

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ଦେଖିବେ କ୍ଲାସ ରୁମ । ଆସନ୍ତାକାଲିଠାରୁ କ୍ଲାସ ରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରଥମ ସପ୍ତାହ ପାଠପଢା ହେବନି । ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଏହାସହ ଯେହେତୁ…