Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ: ୪୯ ବୁଥ୍‌ରେ ଆଜି ପୁନଃ ମତଦାନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଆଜି ହେଉଛି ପୁନଃ ମତଦାନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍‌ରେ ଆଜି ମତଦାନ ଚାଲିଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ବନ୍ଦ ହୋଇଥିବା ୨୫ଟି ବୁଥ୍ ରହିଛି। ସବୁଠାରୁ ଅଧିକ ଯାଜପୁର…

କମିବାରେ ଲାଗିଛି କରୋନା,୨୪ ଘଣ୍ଟାରେ ରାଜ୍ୟରେ ୩୪୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ମାମଲା ଧୀରେ ଧୀରେ କମିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨ଟି କରୋନା ମାମଲା ଚିହ୍ନଟ ହୋଇଛି | ଏମାନଙ୍କ ମଧ୍ୟରେ ୮୩ ଜଣ ୦ରୁ ୧୮ ବର୍ଷ ମଧ୍ୟରେ ରହିଥିବାବେଳେ ସଙ୍ଗରୋଧରୁ ୧୯୬ ଓ ସ୍ଥାନୀୟ ସଂକ୍ରମଣରେ ୧୪୬ ଜଣ ରହିଛନ୍ତି |…

ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କୃଷ୍ଣ ସପ୍ତମୀ ତିଥି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାର ରହିଛି ପରମ୍ପରା  । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ବଢ଼ିବ ।…

କବିତା : ଡକ୍ଟର ଦାସ ଚାଲିଗଲେ

ରତ୍ନାକର ରାଉତ ସକାଳେ ଖବର କାଗଜ ଖୋଲିଲାବେଳକୁ ଜଣାପଡ଼ିଲା ଡକ୍ଟର ଦାସ ଆଉ ନାହାଁନ୍ତି । ଗତ କିଛିଦିନ ଧରି ପୀଡ଼ିତ ଥିଲେ, ହୃଦଘାତରୁ କାଲି ତାଙ୍କର ନିଧନ ହେଲା । ନନ୍ଦଦାସର ମନେ ପଡ଼ିଲା ଦୁଇବର୍ଷ ତଳର ଏକ ଅଙ୍ଗେନିଭା ଦୁଃଖଦ ଘଟଣା । ଅସୁସ୍ଥ ମାଆଙ୍କୁ ନେଇ ଯାଇଥିଲା ତାଙ୍କ ଘରକୁ,…

ଆସନ୍ତାକାଲି କଡ଼ା ସୁରକ୍ଷା ମଧ୍ୟରେ ପୁରୀର ୫ଟି ବୁଥରେ ହେବ ସାନି ମତନାଦ

ପୁରୀ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ, ଭୋଟ ବାକ୍ସ ନେଇ ଚମ୍ପଟ ମାରିବା ଘଟଣାକୁ ନେଇ ମତଦାନ ବାତିଲ ହୋଇଥିଲା । ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ୨୩ ତାରିଖ ସାନି ମତଦାନ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି…

ରୁଷ-ୟୁକ୍ରେନ ବିବାଦ: ନର୍ଡ ଷ୍ଟ୍ରିମ-୨ ପାଇପ ଲାଇନ ପ୍ରୋଜେକ୍ଟ ଉପରେ ରୋକ ଲଗାଇଲା ଜର୍ମାନୀ

ମସ୍କୋ: ରୁଷ-ୟୁକ୍ରେନ ବିବାଦ ବଢ଼ିବା ବଦଳରେ କମିବାର ନାମ ଧରୁନି । ୟୁକ୍ରେନ ଉପରେ ରୁଷ ବଳପୂର୍ବକ ପଦକ୍ଷେପ ଅଧିକାଂଶ ଦେଶ ବିରୋଧ କରୁଛନ୍ତି । ମଙ୍ଗଳବାର ରୁଷିଆ ସହିତ ଜର୍ମାନୀ ଗୁରୁତ୍ୱପୂର୍ଣ୍ଣ ନର୍ଡ ଷ୍ଟ୍ରିମ-୨ ପାଇପ ଲାଇନ ପ୍ରୋଜେକ୍ଟ ଉପରେ ରୋକ ଲଗାଇଛି । ୧୨୭୫ କିଲୋମିଟରର ଏହି ଅଣ୍ଡର…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୬୮

ଭୁବନେଶ୍ୱର: ଆଜି ରାଜ୍ୟରୁ ସଂରୋନା ସଂକ୍ରମିଣରୁ ସୁସ୍ଥ ହୋଇଛନ୍ତି ୯୬୮ । ଆଜି ସୁଦ୍ଧା କରୋନାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୦ ହଜାର ୨୨୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଖୋର୍ଦ୍ଧା…

ଆଘାତ ସମସ୍ୟା ଯୋଗୁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଓହରିଲେ ଦୀପକ

ଲକ୍ଷ୍ନୌ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଉଦୀୟମାନ ଅଲରାଉଣ୍ଡର ଦୀପକ ଚାହର ଆଘାତ ସମସ୍ୟା ଯୋଗୁ ଏଥିରୁ ଓହରି ଯାଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚରେ ସେ ଆଘାତପ୍ରାପ୍ତ ହୋଇଥିଲେ । ବିସିସିଆଇ ଖୁବ୍ ଶୀଘ୍ର ଚାହରଙ୍କ…

ବିଜେପିଠାରୁ ଅଲଗା ହେବା ପାଇଁ ନୀତିଶଙ୍କୁ ଯଚାଯାଉଛି ରାଷ୍ଟ୍ରପତି ପଦବୀର ଲୋଭ !

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ସରିବାକୁ ଯାଉଛି । ପରବର୍ତୀ ରାଷ୍ଟ୍ରପତି କିଏ ହେବେ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଜେପିଠାରୁ ଜେଡିୟୁକୁ ଅଲଗା କରିବା ପାଇଁ ନୀତିଶ କୁମାରଙ୍କୁ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ପାତାଳ ଭୁବନେଶ୍ୱର ଗୁମ୍ଫା: ମହାଦେବଙ୍କ ଅଲୌକିକ ମହିମା ଜୀବନ୍ତ ପ୍ରତୀୟମାନ

ଭୁବନେଶ୍ୱର : ଆମ ଚାରିପଟେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଆମ ଆଖି ସାମାନରେ ବି କିଛି ନା କିଛି ରହସ୍ୟମୟ ଘଟଣା ଘଟିବାରେ ଲାଗିଛି । ହେଲେ ତାର ସତ୍ୟତା ଆମ କାହାକୁ ବି ଜଣା ନାହିଁ।ଏଇ ଯେମିତି ଏକ ରହସ୍ୟମୟ ଗୁମ୍ଫା । ମନୋରମ ପରିବେଶ ମଧ୍ୟରେ ଉତ୍ତରାଖଣ୍ଡ ପିଥେରାଗଡ଼ରେ ରହିଛି ଏହି ରହସ୍ୟମୟୀ…