ଗିରଫ ହୋଇ ପାରନ୍ତି ସମୀର ୱାଙ୍ଖେଡ
ମୁମ୍ବାଇ: ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଅବକାରୀ ବିଭାଗ ପକ୍ଷରୁ ତାଙ୍କ ନାମରେ ଜାଲିଆତି ଅଭିଯୋଗ ଆସିଛି । ଯଦି ଏହା ପ୍ରମାଣିତ ହୁଏ ତାହାହେଲେ ଜେଲ ଯିବା ଆଶଙ୍କାକୁ ଏଡାଇ ଦେଇ ହେବନି । ୧୯୯୬-୯୭ରେ ଥାଣେର ସଦଗୁରୁ ହୋଟେଲ ଏବଂ ବାର…