Latest Odisha News

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୧୮୦ରୁ ଊର୍ଦ୍ଧ୍ୱ ରନ ଚେଜ କରି ୯୦ ପ୍ରତିଶତ ମ୍ୟାଚ ହାରିଛି ଆରସିବି

ବାଙ୍ଗାଲୋର: ଆଇପିଏଲର ଚଳିତ ସଂସ୍କରଣରେ ସବୁଥର ପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ରଶଂସକଙ୍କୁ ନିରାଶ କରିବା ଆରମ୍ଭ କରିଛି । ୪ଟି ମ୍ୟାଚରେ ଦଳ ୩ଟିରେ ପରାଜିତ ହୋଇଛି । ୨୦୧୪ ପରଠାରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଟିମ ୧୮୦ରୁ ଊର୍ଦ୍ଧ୍ୱ ରନ ଚେଜ କରି ୯୦ ପ୍ରତିଶତ ମ୍ୟାଚ…

ଆସନ୍ତୁ ଜାଣିବା କିଏ କହିଲେ, ବଂଚିଥିବା ପର୍ଯ୍ୟନ୍ତ ଶ୍ରୀଦେବୀଙ୍କ ବାୟୋପିକ କରେଇ ଦେବିନି

ମୁମ୍ବାଇ: ଶ୍ରୀଦେବୀଙ୍କ ବାୟୋପିକ କରିବା ନେଇ ଅନେକ ପ୍ରଡ୍ୟୁସର ଆଗ୍ରହ ପ୍ରକାଶ କରୁଛନ୍ତି । ମାତ୍ର ଏହା କାର୍ଯ୍ୟକାରୀ ହୋଇ ପାରୁନି । ଏଥିରେ ମୂଖ୍ୟ ପ୍ରତିବନ୍ଧକ ସାଜିଛନ୍ତି ଶ୍ରୀଦେବୀଙ୍କ ପତି ବୋନୀ କାପୁର । ସେ ସ୍ପଷ୍ଟ ଭାବେ କହିଛନ୍ତି ମୁଁ ନିଜେ ତାଙ୍କ ବାୟୋପିକ କରିବିନି କିମ୍ବା…

ଉଠା ଦୋକାନୀଙ୍କୁ ତୁରନ୍ତ ଥଇଥାନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ଚାରିପାଖରେ ବିସ୍ଥାପିତ ଉଠା ଦୋକାନୀଙ୍କୁ ରାଜ୍ୟ ସରକାର ପ୍ରତାରଣା କରିଥିବା ଅଭିଯୋଗ ନେଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଉଠା ଦୋକାନୀ ସଂଘ। ତୁରନ୍ତ ଥଇଥାନ ଦାବି ନେଇ ଧାରଣା ଦେଇଛନ୍ତି ଉଠା ଦୋକାନୀ ସଂଘ।…

ମହାପ୍ରଭୁଙ୍କୁ ଆଶୀର୍ବାଦ ନେଇ ରଣାଙ୍ଗନକୁ ଓହ୍ଲାଇଲେ ଲୁଲୁ ତନୟା

ପୁରୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏନେଇ ସରଗରମ ରାଜ୍ୟ ରାଜନୀତି। ସବିୁ ପାର୍ଥୀ ନିଜ ନିଜର ପ୍ରଚାର ଆରମ୍ଭ କରିଥିବା ବେଳେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରଣାଙ୍ଗନକୁ ଓହ୍ଲାଇଛନ୍ତି ସ୍ବର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର । ରାଜ୍ୟର ସବୁଠାରୁ ଚର୍ଚ୍ଚିତ ଆସନ…

ଆଇପିଏଲ ୨୦୨୪: ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରିଲେ ଶିଭମ ମାଭି

ମୁମ୍ବାଇ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ଝଟକା ଲାଗିଛି । ଆଘାତ ସମସ୍ୟା ଯୋଗୁ ପେସ ବୋଲର ଶିଭମ ମାଭି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ଲକ୍ଷ୍ନୌ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚନା ଦିଆଯାଇଛି । ସିଜନ ଆରମ୍ଭରୁ ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀ ଓହରି…

ସେଫ୍ ସିଟି ଡ୍ରାଇଭ: ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ ପୋଲିସର ଧରପଗଡ଼

ଭୁବନେଶ୍ୱର: କମିଶନରେଟ ପୋଲିସର ସେଫ୍ ସିଟି ଡ୍ରାଇଭ । ରାଜଧାନୀରେ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ ପୋଲିସର ଧରପଗଡ଼ । ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶ ଅନୁସାରେ ସହରାଞ୍ଚଳ ମଧ୍ୟରେ ଥିବା ବିଭିନ୍ନ ଥାନା ପକ୍ଷରୁ ସେଫ୍ ଡ୍ରାଇଭ ଅଭିଯାନ ନିୟମିତ ଭାବେ ଜାରି ରହିଛି । ଏହି ଧରପଗଡ…

ଟିକେଟ୍‌ ନ ମିଳିବା ଆମ ପରିବାରକୁ ଆଘାତ ଦେଇଛି: ଶିଶିର ଗମାଙ୍ଗ

ଭୁବନେଶ୍ୱର: ମଙ୍ଗଳବାର କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ତାର ପ୍ରାର୍ଥୀ ତାଲିକାରେ କିଛି ପୁରୁଣା ଓ ନୂଆ ନେତାଙ୍କୁ ସୁଯୋଗ ଦେଇଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କୁ ଏଥିରୁ…

କ୍ଷମା ମାଗନ୍ତୁ ଆତୀଶ, ବିଜେପି ପଠାଇଲା ମାନହାନୀ ନୋଟିସ

ନୂଆଦିଲ୍ଲୀ: ବଢିଲା ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ଅଡୁଆ । ଆପ୍ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କୁ ମାନହାନୀ ନୋଟିସ ପଠାଇଲା ବିଜେପି । କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ଆତିଶୀ ଦାବି କରିଥିଲେ ଯେ, ବିଜେପି ତାଙ୍କୁ ଦଳରେ ଯୋଗ ଦେବାକୁ ଅଫର ଦେଇଛି । ଏହି ବୟାନକୁ ବିରୋଧ କରି…

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସୁଯୋଗ ପାଇବେ କି ମୟଙ୍କ ଯାଦବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୟଙ୍କ ଯାଦବଙ୍କ ବୋଲିଂ ଏବେ ଚହଳ ସୃଷ୍ଟି କରିଛି । ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ତାଙ୍କର ଘାତକ ଓ ସଠିକ ବୋଲିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବେଙ୍ଗାଲୁର ବିପକ୍ଷରେ ୪ ଓଭରରେ ୧୪ ରନ ଦେଇ ସେ ୩ଟି ୱିକେଟ ଅକ୍ତିଆର କରି…

ତଣ୍ଟି କାଟି ଯୁବକଙ୍କୁ ହତ୍ୟା, ନିଶା କାରବାରକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ

ପୁରୀ: ଚକ୍ରତୀର୍ଥ ରୋଡ଼ରେ ବିଭତ୍ସ୍ୟ ହତ୍ୟାକାଣ୍ଡ। ତଣ୍ଟି ଓ ହାତ, ଗୋଡ଼ କାଟି ଯୁବକଙ୍କୁ ହତ୍ୟା। ବୁଧବାର ଦିନ ଚକ୍ରତୀର୍ଥ ରୋଡରେ ଥିବା ମେଡିକାଲ ନିକଟରୁ ରକ୍ତରେ ଜୁ଼ଡ଼ୁବୁଡ଼ୁ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଳମ୍ବିତ ରାତିରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର…