Latest Odisha News

BREAKING NEWS

ପ୍ରଥମ ଦିନିକିଆ ହାରିବା ପରେ ଭାରତକୁ ଆଉ ଏକ ଝଟକା, କଟିଲା ମ୍ୟାଚ୍ ଫି

ସିଡନୀ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୬୬ ରନରେ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା । ଭାରତୀୟ କ୍ରିକେଟ୍ ଟିମକୁ ଜରିମାନା ଲଗାଇଛି ଆଇସିସି। ସିଡନୀ ଦିନିକିଆରେ ମନ୍ଥର ବୋଲିଂ ପାଇଁ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ୍ ଫି‘ର ୨୦ ପ୍ରତିଶତ ଜରିମାନା ଲାଗାଯାଇଛି । ପ୍ରଥମ…

ରାଜ୍ୟସଭା ଯିବେ ସୁଶୀଲ ମୋଦି, ମିଳିପାରେ ବଡ ଦାୟିତ୍ବ

ବିହାର: ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦି ଯିବେ ରାଜ୍ୟସଭା । ବିହାର ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ଲୋକ ଜନଶକ୍ତି ପାର୍ଟି ନେତା ରାମବିଲାସ ପାଶୱାନଙ୍କ ଦେହାନ୍ତ ପରେ ରାଜ୍ୟସଭା ସିଟ୍ ଖାଲି ପଡିଛି । ଏହି ସିଟ୍ ପାଇଁ ଉପନିର୍ବାଚନ ହେବାର ଅଛି । ତେଣୁ…

ଟ୍ରାକକୁ ଫେରୁଛି ଅର୍ଥନୀତି, ତଥାପି ଚିନ୍ତାଜନକ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ରକାଶ ପାଇଛି ଚଳିତ ବର୍ଷର ଦେଶର ଦ୍ବିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର । ଜିଡିପି ଅଭିବୃଦ୍ଧି ହାର ରହିଛି ମାଇନସ୍ ୭.୫ ପ୍ରତିଶତ । ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର ରହିଥିଲା ମାଇନସ୍ ୨୩.୯ ପ୍ରତିଶତ । ଯାହାକି ଦେଶର…

ମନ୍ଦିରରେ ହେବ ଆଦିତ୍ୟଙ୍କ ବାହାଘର, ସାମିଲ ହେବେ ୫୦ ଲୋକ

ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ସିଙ୍ଗର ତଥା ହୋଷ୍ଟ ଆଦିତ୍ୟ ନାରାୟଣ । ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରୱାଲଙ୍କୁ ବିବାହ କରିବେ । ଡିସେମ୍ବର ୧ ତାରିଖରେ ଆଦିତ୍ୟ ଓ ଶ୍ବେତାଙ୍କ ମନ୍ଦିରରେ ବିବାହ ହେବ । ଏହି ବିବାହରେ କେବଳ ଘର ଲୋକ, ସାଙ୍ଗ ଓ ସଂପର୍କୀୟ ସାମିଲ ହେବେ । ବିବାହରେ…

କୃଷକଙ୍କୁ ଦିଲ୍ଲୀକୁ ମିଳିଲା ଏଣ୍ଟ୍ରି, ହରିୟାଣା ଓ ପଞ୍ଜାବ ବର୍ଡରରୁ ବ୍ୟାରିକେଡ୍ ହଟାଇଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ କୃଷକଙ୍କ ବିକ୍ଷୋଭ ପାଇଁ ଶେଷରେ ଅନୁମତି ଦେଇଛି ପୋଲିସ । କୃଷକମାନେ ସିନ୍ଧୁ ବୋର୍ଡର ଦେଇ ଦିଲ୍ଲୀ ଯାଇପାରିବେ । ଏହି ସମୟରେ ପୋଲିସ ଟିମ୍ କୃଷକଙ୍କ ସହ ରହିବ । ଉତ୍ତର ଦିଲ୍ଲୀର ବୁରାଡିରେ ପୋଲିସ ଉପସ୍ଥିତିରେ ଆନ୍ଦୋଳନ ହେବ । ହେଲେ କୃଷକମାନେ ବୁରାଡି ଯିବା ପାଇଁ…

ଭାରି ପଡ଼ିଲା କଙ୍ଗାରୁ ଟିମ୍, ପ୍ରଥମ ଦିନିକିଆରେ ୬୬ ରନରେ ହାରିଲା ଭାରତ

ସିଡନୀ: ବିରାଟ ବାହିନୀ ଉପରେ ଭାରି ପଡ଼ିଲା କଙ୍ଗାରୁ ଟିମ୍ । ପ୍ରଥମ ଦିନିକିଆରେ ହାରିଲା ଭାରତ । ଅଷ୍ଟ୍ରେଲିଆଠାରୁ ଟିମ୍ ଇଣ୍ଡିଆ ୬୬ ରନରେ ପରାସ୍ତ । ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଘରୋଇ ଦଳ ସବୁ ବିଭାଗରେ ଦମଦାର ପ୍ରଦର୍ଶନ କରିଛି । ପ୍ରଥମେ ବ୍ୟାଟିଂ କରି ଅରୋନ ଫିଞ୍ଚଙ୍କ ୧୧୪…

ସୋନୁ ସୁଦଙ୍କ ଜବରା ଫ୍ୟାନ୍‌ । ସାଇକେଲରେ ବାହାରିଲେ ମୁମ୍ବାଇ, ଫ୍ଲାଇଟରେ ଆଣିଲେ ସୋନୁ

ମୁମ୍ବାଇ: କରୋନା ସମୟରେ ନିଜର ଭଲ କାମ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି ଅଭିନେତା ସୋନୁ ସୁଦ୍ । କିଛି ଦିନ ହେବ ସୋନୁଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ତାଙ୍କ ପ୍ରିତ ଫ୍ୟାନଙ୍କ ଭଲ ପାଇବା ମଧ୍ୟ ସେହି ଅନୁସାରେ ବଢୁଛି । ଏବେ ଜଣେ ଫ୍ୟାନଙ୍କ କଥାକୁ ନେଇ ପୁଣି ଚର୍ଚ୍ଚା ହେଉଛି ।…

ଦିଲ୍ଲୀବାସୀ ସାବଧାନ ! ବଢୁଛି କରୋନା ମୃତ୍ୟୁ, ନଭେମ୍ବରରେ ଗଲାଣି ୨୩ଶହରୁ ଅଧିକ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରେ ଦ୍ରୁତ ଗତିରେ ବଢୁଛି କରୋନା । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦିଲ୍ଲୀରେ କରୋନା ମୃତ୍ୟୁ ଏବେ ଟେନସନ୍ ବଢାଉଛି । ଏହି ନଭେମ୍ବର ମାସରେ ହିଁ ୨୩ଶହରୁ ଅଧିକ ଆକ୍ରାନ୍ତଙ୍କ ଜୀବନ ନେଇ ସାରିଲାଣି ମହାମାରୀ ।…

ସେରମ ଇନଷ୍ଟିଚ୍ୟୁଟ୍ ଯିବେ ମୋଦି, ଟିକା ନିର୍ମାଣ ଅଗ୍ରଗତିର କରିବେ ସମୀକ୍ଷା

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପୁଣେ ସ୍ଥିତି ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପରିଦର୍ଶନ କରିବେ । କରୋନା ଭ୍ୟାକସିନ୍ ପ୍ରସ୍ତୁତି କାମର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ । ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ବୋଲି ଜଣାପଡ଼ିଛି । ଶନିବାର ପ୍ରଧାନମନ୍ତ୍ରୀ…

ଭାରତୀୟ ନୌସେନାରେ ଆମେରିକୀୟ ଡ୍ରୋନ୍‌, ଚୀନ୍ ଉପରେ ରଖିବ ନଜର

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା ଆମେରିକୀୟ ଡ୍ରୋନ୍ । ଚୀନ୍ ସହ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ନୌସେନାରେ ଏହି ଦୁଇଟି ଡ୍ରୋନ୍ ସାମିଲ କରାଯାଇଛି । ଚୀନ୍ ସୀମାରେ ଏହି ଡ୍ରୋନ୍ ମୁତୟନ କରାଯାଇପାରେ । ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗର…