Latest Odisha News

BREAKING NEWS

Browsing Category

ସହର

City

ହାଇଟେକ୍ ଟ୍ରାଜେଡି: ମୃତଦେହ ପରିବାରକୁ ହସ୍ତାନ୍ତର ପରେ ସରିଲା ଦିଲୀପଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ୍ ରେ ଏସି କମ୍ପ୍ରେସର ମରାମତି ବିସ୍ଫୋରଣ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିବାପରେ ମୃତଦେହକୁ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାପରେ ଦିଲ୍ଲୀପଙ୍କର ଅନ୍ତିମ…

ଅଯୋଧ୍ୟାରୁ ଆସିଛି ଡାକରା, ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ପୁରୀର ୬ ମଠାଧୀଶ

ପୁରୀ: ଅଯୋଧ୍ୟାରୁ ଆସିଛି ଡାକରା । ଅଯୋଧ୍ୟା ଯିବେ ପୁରୀର ୬ ମଠାଧୀଶ । ଆସନ୍ତା ଜାନୁଆରୀ ୨୨ ତାରିଖ ପୌଷ ଶୁକ୍ଳ ଦ୍ଵାଦଶୀ ତିଥିରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ମହୋତ୍ସବ ପାଇଁ ଜାନୁଆରୀ ୧୯ ତାରିଖରେ ଅଯୋଧ୍ୟା ଯାତ୍ରା କରିବେ ଏହି ମଠାଧୀଶ…

ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍, ସରକାରୀ ବାବୁଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ବର୍ତ୍ତମାନ ଲୁଟେରାଙ୍କ କବଜା ରେ ରାଜଧାନୀ । ପ୍ରତିଦିନ ସହରର ଅନେକ ସ୍ଥାନରେ ଲୁଟର ଶିକାର ହେଉଛନ୍ତି ରାଜଧାନୀବାସୀ । ମୋଟାମୋଟି ଭାବେ କହିବାକୁ ଗଲେ ଏବେ ଅସୁରକ୍ଷିତ ହୋଇପଡିଛନ୍ତି ଭୁବନେଶ୍ବରବାସୀ । ଏନେଇ ଅନେକ ସମୟରେ ଅଭିଯୋଗ କରାଯାଉଥିଲେ ସୁଦ୍ଧା ସେମାନଙ୍କୁ ଧରିବାରେ…

ସାଂଘାତିକ ପ୍ରଦୂଷଣ ସ୍ଥିତିରେ ଓଡ଼ିଶାର ୬ ସହର: ଦିଲ୍ଲୀକୁ ଟପିଲା ଅନୁଗୁଳ

ଭୁବନେଶ୍ବର: ଭାରତର ରାଜଧାନୀ ଦିଲ୍ଲୀ ପରେ ଏବେ ଓଡିଶାରେ ବୃଦ୍ଧି ପାଉଛି ପ୍ରଦୁଷଣ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟର ଅନେକ ସ୍ଥାନର ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଦେଶର ୧୬ଟି ସହରର…

ବିଏମ୍‌ସିକୁ ସବୁଜ ସଙ୍କେତ, କୁକୁର ବନ୍ଧ୍ୟାକରଣ ଉପରୁ ରହିତାଦେଶ ଉଠାଇଲେ ହାଇକୋର୍ଟ

ଭୁବନେଶ୍ବର: ଖୁବ୍‌ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର । ଏନେଇ ସୋମବାର ବିଏମ୍‌ସିକୁ ସବୁଜ ସଙ୍କେତ ଦେଇଛନ୍ତି ହାଇକୋର୍ଟ । କୁକୁର ବନ୍ଧ୍ୟାକରଣ ଉପରେ ଥିବା ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ରାଜ୍ୟରେ ପ୍ରାଣୀ…

ଆସନ୍ତା ୧୧ ଯାଏଁ ରାଜ୍ୟବାସୀଙ୍କୁ କଲବଲ କରିବ କୁହୁଡି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହେଲେ ପୂର୍ବାପେକ୍ଷା ବଢିଛି ରାତିର ତାପମାତ୍ରା । କିନ୍ତୁ ବୃଦ୍ଧି ପାଉଛି ଘନ କୁହୁଡି । ଯାହା ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ଅଧିକ…

ହାଇଟେକ୍ ଟ୍ରାଜେଡି, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ

ଭୁବନେଶ୍ଵର: ହାଇଟେକ୍ ହାଇଡ୍ରାମାକୁ ନେଇ ତାତିଲା କଂଗ୍ରେସ । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ କଲା ଅଣ୍ଡା ମାଡ । ହାଇଟେକ୍ ହସ୍ପିଟାଲ ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଛାତ୍ର ଓ ଯୁବ କଂଗ୍ରେସର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରିବା ସହ…

ଆନ୍ଦୋଳନ ରୁ ଓହରିଲା ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ

ଭୁବନେଶ୍ୱର: ଆନ୍ଦୋଳନ ରୁ ଓହରିଲା ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ । ଆନ୍ଦୋଳନ ପ୍ରତ୍ୟାହୃତ ନେଇ ସୂଚନା ଦେଇଛନ୍ତି ମହାସଂଘ ସଭାପତି ଜନାର୍ଦ୍ଦନ ପତି । ସେ କହିଛନ୍ତି, ମୁଖ୍ୟ ଶାସନ ସଚିବ ଓ ପରିବହନ ସଚିବଙ୍କ ସହ ଆଲୋଚନା ପରେ ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ…

୮୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କଲେ ବର୍ଷୀୟାନ ସାହିତ୍ୟିକ ଅଭିନ୍ନ ଚନ୍ଦ୍ର ସାହୁ

ଭୁବନେଶ୍ବର: ପରଲୋକରେ ବର୍ଷୀୟାନ ସାହିତ୍ୟିକ ଅଭିନ୍ନ ଚନ୍ଦ୍ର ସାହୁ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅଭିନ୍ନ ଚନ୍ଦ୍ର । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।ସେ ଜଣେ ସୁଯୋଗ୍ୟ ଶିକ୍ଷାବିତ୍, କବି ତଥା ସାହିତ୍ୟ…

ରାଜ୍ୟରେ ଶୀତର ପ୍ରକୋପ ଜାରି, ଆସନ୍ତା ଦୁଇ ଦିନ କଲବଲ କରିବ କୁହୁଡ

ଭୁବନେଶ୍ବର: ରାଜ୍ୟରେ ଶୀତର ଲହରୀ ସାଙ୍ଗକୁ ଘନ କୁହୁଡି ଜାରି ରହିଛି । ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଭୋରୁ ଘନ କୁହୁଡ଼ି ଦେଖାଦେଉଛି । ଫଳରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ୧୫ ଡିଗ୍ରି ତଳେ ରହିଛି ୧୯ ସହରର…