Latest Odisha News

BREAKING NEWS

Browsing Category

ସହର

City

ରାଜଧାନୀ ଏକ୍ସପ୍ରେସ ଭଳି ସୁବିଧା ଆଉ ତିନୋଟି ଟ୍ରେନରେ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଅନ୍ୟ ତିନୋଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ପରି କୋଚ୍ ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ନେଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର-କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲକୁ ରାଜଧାନୀ କୋଚ ଭଳି ଯାତ୍ରା ସୁବିଧାକୁ ସବୁଜ…

[ଦେଖନ୍ତୁ ଭିଡିଓ] ଖାଣ୍ଟି ଓଡ଼ିଆଣୀ ବେଶରେ ନଜର ଆସିବେ ରାଣୀ ପଣ୍ଡା

ଭୁବନେଶ୍ୱର : କେତେବେଳେ କିଛି ବିବାଦ ନେଇ ତ ଆଉ କେତେବେଳେ ସମାଜ ସେବା ପାଇଁ। ଆଉ କେବେ କିଛି ଲୋକଙ୍କୁ ଟାର୍ଗେଟ କରି ଚର୍ଚ୍ଚା ସାଉଁଟିଥାନ୍ତି। କିଛି ଲୋକ ତ ତାଙ୍କ ବିବାଦୀୟ ରାଣୀ ପଣ୍ଡା ବୋଲି ମଧ୍ୟ କୁହନ୍ତି ।  ନିଜର ରୋକ୍ ଠୋକ୍ କଥା ପାଇଁ ସବୁବେଳେ ଚର୍ଚ୍ଚା ପରିସରକୁ ଆସୁଥିବା ରାଣୀ…

[ଦେଖନ୍ତୁ ଭିଡିଓ] ଜଗାର ପସନ୍ଦ ମାଉସୀ ମାଆ ଘର ପୋଡ଼ ପିଠା

ପୁରୀ : ସ୍ନେହମୟୀ ଗୁଣ୍ଡିଚା ମାଉସୀ ମହାପ୍ରଭୁଙ୍କ ପାଇଁ ତିଆରି କରିଛନ୍ତି ପୋଡ଼ପିଠା , ଖାଦ୍ୟପ୍ରିୟ ମହାପ୍ରଭୁଙ୍କ ପାଖେ ଲାଗି ହେବ ପୋଡ଼ପିଠା  ।  ଦିନକ ପରେ ବାହୁଡ଼ା ଯାତ୍ରା ।  ବାହୁଡ଼ିବେ ମହାପ୍ରଭୁ । ମହାପ୍ରଭୁଙ୍କ  ବାହୁଡା ଯାତ୍ରାରେ ମାଉସୀ ମା’ ମନ୍ଦିରରେ ଶ୍ରୀଜିଉଙ୍କୁ ଲାଗି ହୁଏ…

ଜଗା ପାଇଁ ପୋଡ ପିଠା : ମାଉସୀ ମାଆ ମନ୍ଦିରରେ ସ୍ୱତନ୍ତ୍ର ପଦ୍ଧତିରେ ପିଠା ପ୍ରସ୍ତୁତି

ପୁରୀ : ସ୍ନେହମୟୀ ଗୁଣ୍ଡିଚା ମାଉସୀ ମହାପ୍ରଭୁଙ୍କ ପାଇଁ ତିଆରି କରିଛନ୍ତି ପୋଡ଼ପିଠା , ଖାଦ୍ୟପ୍ରିୟ ମହାପ୍ରଭୁଙ୍କ ପାଖେ ଲାଗି ହେବ ପୋଡ଼ପିଠା  ।  ଦିନକ ପରେ ବାହୁଡ଼ା ଯାତ୍ରା ।  ବାହୁଡ଼ିବେ ମହାପ୍ରଭୁ । ମହାପ୍ରଭୁଙ୍କ  ବାହୁଡା ଯାତ୍ରାରେ ମାଉସୀ ମା’ ମନ୍ଦିରରେ ଶ୍ରୀଜିଉଙ୍କୁ ଲାଗି ହୁଏ…

ବ୍ରହ୍ମପୁରରେ ଜବତ ହେଲା ୧୧୨ଗ୍ରାମ ବ୍ରାଉନସୁଗର

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ବ୍ରାଉନସୁଗାର କାରବାର ଚଳାଇଥିବା ସନ୍ଦୀପ ଅଗ୍ରୱାଲ(୨୮) ଓରଫ ସାଣ୍ଡିକୁ ଗିରଫ କରାଯାଇଛି । ଏଥି ସହିତ ସାଣ୍ଡିର ବାଇକ ଡିକିରୁ ୧୧୨ ଗ୍ରାମର ବ୍ରାଉନସୁଗର ମିଳିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।…

ମାଟ୍ରିକ୍‍ ପରୀକ୍ଷା ଫଳ: ଜ୍ୟୋସ୍ନା କିଷାନ କିସ୍‍ ଟପ୍ପର

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ଏଥିରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ୯୯.୬୩ ପ୍ରତିଶତ ହୋଇଛି । ସ୍କୁଲ୍‍ର ୧୦୨୫ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ…

ବ୍ରହ୍ମପୁରରେ ସମୂହ ବିବାହ: ଯୋଡ଼ି ହେଲେ ୫ ଦମ୍ପତ୍ତି

ବ୍ରହ୍ମପୁର: ବ୍ରହ୍ମପୁରର ସାମାଜିକ ଅନୁଷ୍ଠାନ କାହ୍ନା ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ସମୂହ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୫ ଦମ୍ପତ୍ତିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଆସିକା ମାଗୁରାପଲ୍ଲୀର ଅନନ୍ତ ବେହେରାଙ୍କ ବିବାହ…

ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନ ‘ସମର୍ଥ’ରେ କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ

ବ୍ରହ୍ମପୁର : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଠା​‌ରେ ଅବସ୍ଥିତ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନ ‘ସମର୍ଥ’ରେ କାର୍ଯ୍ୟରତ କର୍ମଚାରୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ନେଇ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ଅନୁଷ୍ଠାନର ସଂପାଦକ କେ. ଆନନ୍ଦ ରାଓଙ୍କ ବିରୋଧରେ କାର୍ଯ୍ୟରତ ଶିକ୍ଷକ,…

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମାଓ ନେତା ସବ୍ୟସାଚୀ

ବ୍ରହ୍ମପୁର: କାନର ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ବର୍ତ୍ତମାନ ଇଏନଟି…

ଆସିଲା ବିଜେବି କଲେଜ ଛାତ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ

 ଭୁବନେଶ୍ୱର :  ଆସିଲା ବିଜେବି କଲେଜ ଛାତ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଗଳାରେ ରଶି ଲଗାଇ ଝୁଲି ପଡିଥିବାରୁ ରୁଚିକାଙ୍କୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଅଧିକ ତଥ୍ୟ…