Latest Odisha News

BREAKING NEWS

Browsing Category

ସହର

City

ବ୍ରହ୍ମପୁର ଉପକଣ୍ଠରେ ୮ଟିକିଆ ହାତୀପଲ

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକର ଦକ୍ଷିଣପୁର ଘାଇ ପାଖରେ ୮ ଟିକିଆ ହାତୀପଲ ବୁଲାବୁଲି କରୁଛନ୍ତି । ଏହି ହାତୀପଲକୁ ନେଇ ଆଖାପାଖର ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବିଶେଷକରି ଫସଲ ନଷ୍ଟ ଏବଂ ହାତୀପଲର ଜନବସତି ମୁହାଁକୁ ନେଇ ସେମାନେ ନାନା ଆଶଙ୍କାରେ ରହିଛନ୍ତି । ଅପରପକ୍ଷେ ବନ…

[ଦେଖନ୍ତୁ ଭିଡିଓ] ଗାଁରୁ ସହର ସବୁଠି ରଜ ମଉଜ: ରଜ ଦୋଳି ସହ ପିଠା, ମିଠା ପାନର ଜମୁଛି ଆସର

ଯାଜପୁର  : ଓଡ଼ିଆ ପରମ୍ପରା ଭିତରେ ରଜର ସ୍ଥାନ ସ୍ୱତନ୍ତ୍ର । ୩ ଦିନ ପାଳନ ହେଉଥିବା ଏକ ମାତ୍ର ପର୍ବ ହେଉଛି ରଜ। ଆଧୁନିକତାର ପ୍ରଭାବରେ ଏହି ରଜ ପର୍ବର ଆକର୍ଷଣ କମି କମି ଆସୁଥିବା ବେଳେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ  ଜାରି ରହିଛି  । ଯାଜପୁରର ମଙ୍ଗଳପୁରରେ ଏହି ରଜ…

ଝିଅକୁ ଚେଙ୍କ ମାମଲା; ସାବତ ମା’ ଗିରଫ

ବ୍ରହ୍ମପୁର: କୁରକୁରେ ଖାଇବାକୁ ୫ ଟଙ୍କା ମାଗିବା ଯୋଗୁ ୮ ବର୍ଷର ଝିଅକୁ ଚେଙ୍କ ଦେବା ମାମଲାରେ ସାବତ ମାଆକୁ ବଡ଼ବଜାର ଥାନା ପୋଲିସ ସୋମବାର ଗିରଫ କରିଛି । ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ମାମୁ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ରବିବାର ଝିଅକୁ…

ଆଜି ପହିଲି ରଜ : ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି, ଘରେ ଘରେ ପିଠାପଣାରେ ଆସର

ଭୁବନେଶ୍ବର: କରୋନା କାୟା ଥମିବାପରେ ଦୁଇ ବର୍ଷ ପରେ ପୁଣି ଶୁଭିଛି ରଜ ଦୋଳି ଗୀତ। ପୁଣି ସମସ୍ତେ ବେଶ ଧୁମଧାମରେ ପାଳୁଛନ୍ତି ରଜ। ଏଥର ରଜ ସଜବାଜ ଖୁବ ଜମୁଛି ଓଡିଶାର ଗଣପର୍ବ ରଜ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା…

ସ୍ନାନବେଦୀରେ ଶ୍ରୀଜିଉ, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ

ପୁରୀ: ଆଜି ଜ୍ୟେଷ୍ଠ ମାସର ପବିତ୍ର ପୂର୍ଣ୍ଣମୀ ତିଥି ।  ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଆଜି  ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏଥିପାଇଁ ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି  । ରାତି ୩ଟା ୩୦ରୁ ମଙ୍ଗଳାର୍ପଣ ହୋଇ ୪ଟାରୁ…

ହାତୀ କଙ୍କାଳ ଉଦ୍ଧାର ଘଟଣାରେ ତଦନ୍ତ ପରିସରଭୁକ୍ତ ହେବେ ଆଠଗଡ ଡିଏଫଓ !

ଆଠଗଡ଼: କଟକ ଜିଲ୍ଲା ବଡମ୍ବା ଜଙ୍ଗଲରୁ ଦୁଇଟି ହାତୀ କଙ୍କାଳ ଉଦ୍ଧାର ଘଟଣାରେ ଆଠଗଡ଼ ଡିଏଫଓ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି। ଓଡ଼ିଶା ବନ ସଂରକ୍ଷକ ମୁଖ୍ୟ ବା ପିସିସିଏଫ ଶଶୀ ପଲ୍ ସୋମବାର କହିଛନ୍ତି ଯେ ବଡମ୍ବା ଜଙ୍ଗଲରୁ ହାତୀ କଙ୍କାଳ ଉଦ୍ଧାର ଘଟଣାର ତଦନ୍ତ ଜାରି ରହିଛି । ଆବଶ୍ୟକ ପଡ଼ିଲେ…

JSW ଜଜାଙ୍ଗ ଲୁହାଖଣିକୁ ଉତ୍କର୍ଷ ପରିବେଶ ପୁରସ୍କାର

ଭୁବନେଶ୍ୱର: JSW  ଷ୍ଟିଲ (ଓଡ଼ିଶା ପରିଚାଳନା)ର ଜଜାଙ୍ଗ ଲୁହାପଥର ଖଣିକୁ ସମ୍ମାନଜନକ କଳିଙ୍ଗ  ଏନଭରନେଣ୍ଟ  ଏକ୍ସିଲେନ୍ସ ଆୱାର୍ଡ (ଉତ୍କର୍ଷ ପରିବେଶ ପୁରସ୍କାର) ମିଳିଛି ।  ଭୁବନେଶ୍ୱର ସ୍ଥିତ ହୋଟେଲ ନ୍ୟୁ ମାରିଅନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଜାଙ୍ଗ ଲୁହାଖଣି ଏଭିପି (ଖଣି ପରିଚାଳନା)…

[ଦେଖନ୍ତୁ ଭିଡିଓ] ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସଜେଇ ହୋଇଛି ସ୍ନାନବେଦୀ : ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା…

 ପୁରୀ :  ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସେଥିପାଇଁ ସଜେଇ ହୋଇଛି ସ୍ନାନବେଦୀ । ଅପେକ୍ଷା କରିଛି ମହାପ୍ରଭୁଙ୍କ ଆଗମନୀକୁ । ଚତୁର୍ଦ୍ଧାବିଗ୍ରହ ରତ୍ନବେଦୀରୁ ସ୍ନାନବେଦୀକୁ ଓଲ୍ହାଇ ଆସିବେ। ଅନ୍ୟପଟେ ଆସନ୍ତାକାଲି ପହଣ୍ଡି ପାଇଁ ରତ୍ନସିଂହାସନ ତଳେ ଚାରମାଳ ବନ୍ଧାଯିବା ସହ…

[ଦେଖନ୍ତୁ ଭିଡିଓ] ପୁରୀ ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ବୟାନ ଦେଇ ଫସିଲେ ଓୱେସୀ :ପୁରୀ ଥାନାରେ ମାମଲା

ପୁରୀ  : ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ବିରୋଧରେ ପୁରୀ ଥାନାରେ ଏତଲା । ଜଗନ୍ନାଥ ମନ୍ଦିରକୁ ନେଇ ୱେବେସୀ ଏକ ସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଜଗନ୍ନାଥ ସେନା ଓ ଯୁବ ଅଧିବକ୍ତା ସଂଘ ସିଂହଦ୍ୱାର ଥାନାରେ ଓୱେସୀଙ୍କ ବିରୋଧରେ ଏତଲା…

[ଦେଖନ୍ତୁ ଭିଡିଓ] ଅବକାରୀ ବିଭାଗର ଚଢାଉ, ମହୁଲି ମଦ ଜବତ ସହ ୨ ଗିରଫ

ରାୟଗଡା:  ଅବକାରୀ ବିଭାଗର ଚଢାଉ। ୪ହଜାର ଲିଟରରୁ ଅଧିକ ମହୁଲ ପୋଚ ଜବତ ହୋଇଥିବା ବେଳେ ୩୧୫ଲିଟର ଦେଶୀ ମଦ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତି ନେଇ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଗୁଣପୁର ରେଞ୍ଜରେ ଚଢାଉ କରାଯାଇ ସେଠାରୁ ଏହି ସବୁ ମହୁଲି ମଦ ସହିତ ଦେଶୀ ମଦ ଜବତ…