Latest Odisha News

BREAKING NEWS

Browsing Category

ସହର

City

ବଟି ନେଉଛି ପୁରୀ ପୁଲିସ: ମନ୍ତ୍ରୀ କହିଲେ ‘ଅବକାରୀ ବାବଦରେ ମୁଁ ନୂଆ’

କଟକ: ପୁରୀ ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡାଙ୍କ ଚିଠି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଅବକାରୀ କମିଶନର ଆଶିଷ ପଣ୍ଡା କିନ୍ତୁ କହିଛନ୍ତି, ତାଙ୍କୁ ଏ ଚିଠି ଆସିନି । ଯାହାକି ବିଡମ୍ବନାର ବିଷୟ। ଆଶିଷ ସିଂ ଜଣେ ଭଲ ଅଫିସର। ତାଙ୍କ ପାଖରୁ ପ୍ରେରଣା ପାଇ ସେ ଭଲ କାମ…

ନିଶା ବେପାରୀଙ୍କ ‘ବଡ଼ ଭାଇ’ ସାଜିଛି ପୁରୀ ପୋଲିସ, ସବୁ ଜାଣି ହାତ ବାନ୍ଧି ବସିଛନ୍ତି ଅବକାରୀ ଅଧିକାରୀ

ପୁରୀ: ନିଶା ବେପାରୀଙ୍କ 'ବଡ଼ ଭାଇ' ପାଲଟିଛି ପୁରୀ ପୋଲିସ। ଅପରାଧୀ ଏବଂ ଅପରାଧକୁ ବଢାଇବାରେ ସହଯୋଗ କରୁଥିବା ଏହି ନିଶା ବେପାରୀଙ୍କ ସହିତ ରହିଛି ପୁଲିସର ଅହିନକୂଳ ସମ୍ପର୍କ। ନିଶା ବେପାରୀଙ୍କ ଠାରୁ ଲାଞ୍ଚ ନେଇ ବସି ପଡୁଛନ୍ତି ପୁରୀ ପୋଲିସ । ଯେଉଁଥିପାଇଁ ଅବକାରୀ ବିଭାଗର…

ପୁରୀରେ ନବୀନଙ୍କ ନୂଆ ମନ୍ତ୍ରୀ : ଦାୟିତ୍ୱ ମିଳିବା ପରେ କଲେ ମହାପ୍ରଭୁଙ୍କୁ ଦର୍ଶନ

ପୁରୀ :  ନବୀନଙ୍କ ନୂଆମନ୍ତ୍ରୀ ମଣ୍ଡଳ ଗଠନ ପରେ କିଛି ମନ୍ତ୍ରୀ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲିକ, ପ୍ରଦୀପ ଅମାତ, ରଜନୀକାନ୍ତ ସିଂ, ରାଜେନ୍ଦ୍ର ଢୋଲକିଆ, ଶ୍ରୀକାନ୍ତ ସାହୁ ପ୍ରମୁଖ ଏକାଠି ଯାଇ…

କୋଟିପତି ନିଶା ବେପାରୀଙ୍କ ୬ କୋଟିର ସ୍ଥାବର ଅସ୍ଥାବର ସମ୍ପତି ବ୍ୟାଜ୍ୟାପ୍ତ

ବ୍ରହ୍ମପୁର : କୋଟିପତି ନିଶା ବେପାରୀର ସ୍ଥାବର ଅସ୍ଥାବର ସମ୍ପତି ବ୍ୟାଜ୍ୟାପ୍ତ । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗଂଜାମ ଖଲ୍ଲିକୋଟର ରଜନୀକାନ୍ତ ପଟ୍ଟନାୟକଙ୍କ ପାଖାପାଖି ୬ କୋଟି ଟଙ୍କାର ସମ୍ପତି ଜବତ  । ବତ ହୋଇଥିବା ସମ୍ପତି ମଧ୍ୟରେ ୪.୫୨ କୋଟି ଟଙ୍କାର ସୁନା…

ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ, ୨୨ ଆହତ, ୯ ଗୁରୁତର

ଗଜପତି : ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ । ଏଥିରେ ୨୨ ଜଣ ଆହତ ହୋଇଥିବା ବେଳେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗଜପତି ଜିଲ୍ଲା ମୋହନା ଥାନା ଚରିଆବାଡ଼ରେ ଥିବା ଏକ ସରକାରୀ ଜମିକୁ ନେଇ ଉଭୟ ବିଜିପୁର ଓ ବାହାଡ଼ାପଦା ଗ୍ରାମବସୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ଉଭୟ…

ନିର୍ବାଚନର ୨୧ ମାସ ପୂର୍ବରୁ ୨୧ ମନ୍ତ୍ରୀ ଦଳକୁ ଦେଇପାରିବେ କି ସଫଳତା?

ଭୁବନେଶ୍ବର: ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ୨୧ ମାସ ବାକି ଅଛି । ଏହା ପୂର୍ବରୁ ବିଜେଡି ସୁପ୍ରିମୋ ବାଜି ଲଗାଇଛନ୍ତି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟର ଅଧା ବିଭାଗ ବି ପରିବର୍ତ୍ତନ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ…

[ଦେଖନ୍ତୁ ଭିଡିଓ] ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ତିନି ରଥର ଚକ ଅଖ ଯୋଡ଼ା କାମ

ପୁରୀ : ନିର୍ଦ୍ଧାରିତ ସମୟ ଓ ଲକ୍ଷର ଯଥେଷ୍ଟ ପୂର୍ବରୁ ୩ ରଥର ସମସ୍ତ ଚକ ଓ ଅଖ ଯୋଡ଼ାଯାଇ ଡ଼େରାଯାଇଛି। ଏହାସହ ରଥର ଉପରିଭାଗ ତିଆରି କାମ ଜୋର ଧରିଛି। ଆସନ୍ତା ସ୍ନାନପୂର୍ଣ୍ଣିମାରେ ୩ ରଥର ଚାରିନାହାକା ଉଠିବ। ତେବେ ଚଳିତବର୍ଷ ରଥ ତିଆରି ବେଶ ଆଗୁଆ ଚାଲିଛି। ଅନ୍ୟପଟେ ଜୁନ୍ ୧୪ରେ ହେବାକୁ…

ବିଶ୍ୱ ପରିବେଶ ଦିବସରେ AIPH ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୱାକାଥନ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ‘ୱାକାଥନ୍‌’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ରାଜରାସ୍ତାରେ ଜନସାଧାରଣଙ୍କୁ ପରିବେଶ ଓ ପୃଥିବୀର…

ନବୀନଙ୍କ ନୂଆ ଟିମର ଶପଥ ଗ୍ରହଣ ଉତ୍ସବ : ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

 ଭୁବନେଶ୍ୱର :  ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ…

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍

 ଭୁବନେଶ୍ୱର : ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍। ପୁରା ମନ୍ତ୍ରିମଣ୍ଡଳର ହେବ ନବକଳେବର।  ଏଥିପାଇଁ ୨୨ବର୍ଷର ଶାସନ କାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣର କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟା ୪୫ରେ ଲୋକସେବା ଭବନ…