Latest Odisha News

BREAKING NEWS

Browsing Category

ସହର

City

ନିଆଁରେ ପୋଡି ହୋଇ ୩ ଜୀବନ୍ତ ଦଗ୍ଧ : ଜଳିଗଲେ ମାଆ ସହ ୨ ଶିଶୁ

ମୟୁରଭଞ୍ଜ  : ନିଆଁରେ ପୋଡିହୋଇ ୩ ଜୀବନ୍ତ ଦଗ୍ଧ । ନିଆଁ ଲାଗି ଜଳିଗଲେ ମାଆ ସହ ୨ ଶିଶୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗା ଗ୍ରାମରେ । ବାପାକୁ ଅଟକ ରଖି ଝାରପୋଖରିଆ ପୋଲିସର ତଦନ୍ତ ଜାରି ରହିଛି । ରାତିରେ ଖାଇ ଶୋଇଥିବା ବେଳେ ନିଆଁରେ…

କମେଡିର ଡବଲ୍ ଡୋଜ୍ ଦେବାକୁ ଏକାଠି ଆସୁଛନ୍ତି ପପୁ ପମ୍‌ପମ୍ ଓ ପ୍ରଜ୍ଞା

ଭୁବନେଶ୍ୱର: ଓଲିଉଡ ଜଗତରେ କମେଡି ମାମଲାରେ ଯଦି ପ୍ରଥମ ଦୁଇଜଣଙ୍କ ନାଁ ସାମ୍ନାକୁ ଆସେ, ତେବେ ସେହି ତାଲିକାରେ ନିଶ୍ଚିତ ଭାବେ ପପୁ ପମ୍‌ପମ୍ ଓ ପ୍ରଜ୍ଞା ରହିବେ । ଏହି ରେଟିଂ ଜରିଆରେ ଦର୍ଶକଙ୍କୁ ହସାଇବା ଲାଗି ବହୁଦିନର କଳ୍ପନାଜଳ୍ପନା ପରେ ଦୁଇ କମେଡି ଷ୍ଟାର୍ ବଡ ପରଦାରେ ଏକାଠି…

ତାଳଚେର ମେଡିକାଲ କଲେଜ: ପରିଚାଳନା କରିବେ ରାଜ୍ୟ ସରକାର, ଖର୍ଚ୍ଚ ଦେବ ଏମସିଏଲ

ଭୁବନେଶ୍ବର: ଶେଷରେ ତାଳଚେର ମେଡ଼ିକାଲ କଲେଜ ଚାଲିବା ନେଇ ଆଶା ସଂଚାର ହୋଇଛି। ଏହି ମେଡ଼ିକାଲ କଲେଜ ପରିଚାଳନା ଭାର ରାଜ୍ୟ ସରକାର ନେବେ ବୋଲି ଲିଖିତ ଭାବେ ଏମସିଏଲକୁ ଜଣାଇଛନ୍ତି। ତେବେ ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଏମସିଏଲ ପ୍ରଦାନ କରିବ। ଫଳରେ ମେଡ଼ିକାଲ କଲେଜ ପରିଚାଳନା ନେଇ…

ଦୁର୍ବଳ ହେଉଛି ବାତ୍ୟା ଅସାନି : ପ୍ରଭାବରେ ପାରାଦୀପରେ କୂଳ ଲଙ୍ଘୁଛି ସମୁଦ୍ର

ପାରାଦୀପ: ଦୁର୍ବଳ ହେଲା ବାତ୍ୟା ‘ଅସାନି’ । ଆଜି ସନ୍ଧ୍ୟାରେ ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇଛି ‘ଅସାନି’ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି ଗଭୀର ଅବପାତ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ…

ଅନଲାଇନ୍ ଟ୍ରେଡିଂ ନେଲା ଜୀବନ : ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡି ଜୀବନ ହାରିଲେ ଯୁବକ

ବାଲେଶ୍ୱର  : ଅନଲାଇନ୍ ଟ୍ରେଡିଂ ନେଲା ଜୀବନ । ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡିଗଲେ ଯୁବକ । ଶେଷରେ ଚିଠି ଲେଖି ହାରିଲେ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସଦାସହି ଗାଁରେ । ଗାଁର ପୂର୍ଣ୍ଣଚନ୍ଦ୍ର ଦାସ ଋଣ ଭାରରେ ବୁଡିଯାଇ ମାନସିକ…

ରାଜଧାନୀରେ ଏନକାଉଣ୍ଟର୍: ଚକରାକୁ ଗୁଳି ଚୋଟ

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ । ଗତକାଲି ରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଅପରାଧି-ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ଚକରା ବାରିକ ଆହତ ହୋଇଛି । ତାର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ…

ଅପରାଧମୁକ୍ତ ଭୁବନେଶ୍ବର ପ୍ରତି ପ୍ରାଥମିକତା: ଡିସିପି

ଭୁବନେଶ୍ୱର: ଆଉ ଚଳିବ ନାହିଁ ପୁଲିସକୁ ଚକମା ଦେଇ ବାହାରେ ବୁଲୁଥିବା ଅପରାଧୀଙ୍କ ଥାଟବାଟ । ଯେଉଁଠି ଥିଲେ ବି ଥାନାକୁ ଖୋଜି ଆଣିବ କମିଶନରେଟ ପୋଲିସ୍ । ଏଥିପାଇଁ ନୂଆ ଡିସିପି ପ୍ରତୀକ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସହରାଞ୍ଚଳ ପୁଲିସ ଅଧୀନରେ ଥିବା ୨୦୦୦ରୁ ଅଧିକ…

ଭେଦକୁ ଭେଦିଲେ ଅକଲ ଗୁଡୁମ !

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଏବେ ଜୋର୍ ଧରିଛି ରାଜନୀତିକ ବୟାନବାଜି। ଉଠୁଛି, ପଡୁଛି ବିଜେପି-ବିଜେଡି ଲଢ଼େଇ । ରଥଯାତ୍ରା ପୂର୍ବରୁ ଆରମ୍ଭ ହୋଇଥିବା ଏହି ବୟାନବାଜି କିନ୍ତୁ ପୁରୀ ରାଜନୀତିକୁ ଗୋଳିଆ କରି ଦେଇଛି । ଗୋଳିଆ ହେବାର ପ୍ରମୁଖ କାରଣ ବିଧାୟକ ଜୟନ୍ତ ଷଡ଼ଙ୍ଗୀ…

ଟ୍ରେନର ଆଁରୁ ଟାଣିଆଣି ମୃତ୍ୟ ମୁଖରୁ ବଞ୍ଚାଇ ଦେଲେ ସନାତନ

ଭୁବନେଶ୍ୱର: କଥାରେ ଅଛି ରଖେ ହରି ମାରେ କିଏ। ଯାହାଙ୍କୁ ହରି ଭରଷା ତାଙ୍କର ବା କି କରିପାରିବ ସମସ୍ୟା। ସେହିପରି ଭଗବାନ ସାଜି ବିପଦ ବେଳେ ଉଧାରରିଛନ୍ତି  ଜିଅନ୍ତା ଭଗବାନ। କ୍ଷଣିକ ମଧ୍ୟରେ ମୃତ୍ୟ ମୁଖରୁ ବଞ୍ଚିଯାଇଛି ଜଣେ ମହିଳାଙ୍କ ଜୀବନ। ଏଭଳି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା…

ରାତି ଅଧରେ ଛିନତାଇ କଥା ନକହିବାକୁ ତାଗିଦ କଲେ ପୋଲିସ !

ଭୁବନେଶ୍ୱର: ରାଜ୍ୟର ରାଜଧାନୀକୁ ରାଜ୍ୟବାସୀ ଙ୍କ ଭରଷା। ଉତ୍ତମ ଶିକ୍ଷା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଧାଁଇ ଆସନ୍ତି ଲୋକେ ଭୁବନେଶ୍ୱର। ଆଉ ଏହି କ୍ରମରେ ନବରଙ୍ଗପୁର ଏକ ପରିବାର ଚିକିତ୍ସା ପାଇ ଆସିଥିଲେ ଭୁବନେଶ୍ୱର। ରହୁଥିଲେ ନୟାପଲ୍ଲୀ ବିଜୁ ପଟ୍ଟନାୟକ ଛକ ଆଇଡିବିଆଇ ବ୍ୟାଙ୍କ ପାଖରେ ଥିବା ଏକ…