Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୪୮ କୋଟି ଟଙ୍କାର ବଜେଟ ପାରିତ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୪୮ କୋଟି ଟଙ୍କାର ବଜେଟ ପାରିତ ହୋଇଛି । ସେବାୟତ ଗୁରୁକୁଳ ପାଇଁ MOU ଅନୁଧ୍ୟାନ ସରିଥିବା ବେଳେ ସେବାୟତଙ୍କ ବାସଗୃହ ଯୋଜନା ପାଇଁ ଜମି ଚି଼ହ୍ନଟ କରାଯାଇଛି । ଖୁବ ଶୀଘ୍ର ବାସଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ…

ବଜ୍ରକାପ୍ତା ଡିଲ୍ ବେଳେ ମାଡିବସିଲା STF: ୧୧ କେଜି କାତି ଜବତ

ବୌଦ୍ଧ: ବଜ୍ରକାପ୍ତା ଡିଲ୍ ବେଳେ ମାଡିବସିଲା ଏସଟିଏଫ୍ । ବୌଦ୍ଧ ବନ ବିଭାଗ ଓ ଏସଟିଏଫର ମିଳିତ ରେଡ୍‌ରେ ବଜ୍ରକାପ୍ତା କାତି ଜବତ ହୋଇଛି। ବୌଦ୍ଧ ଥାନା ଜଗନ୍ନାଥ ରୋଡ୍ ସ୍ଥିତ ବଘାରପାଲି ଛକରୁ ୧୧କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ଏହି ଘଟଣାରେ ଜଣେ ବଜ୍ରକାପ୍ତା ବେପାରୀ ପ୍ରଦୋଶ…

ତାତିରୁ ମିଳୁନି ତ୍ରାହି, ସୋନପୁର ଦେଶର ସବୁଠୁ ଦ୍ୱିତୀୟ ଉତ୍ତପ୍ତ ସହର : ୫ମ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ସାରା ଓଡିଶା । ଲାଗାତାର ତୃତୀୟ ଦିନ ଲାଗି ସାରା ଓଡିଶାର ସ୍ଥାନରେ ନିଆଁ ବର୍ଷା ହୋଇଛି । ୨୮ରୁ ଅଧିକ ସ୍ଥାନର ତାପମାତ୍ରା ୪୦ ଡିଗ୍ରିୀ ଉପରେ ରହିଛି । ୪୨ ଡିଗ୍ରୀ ଉପରେ ୮ଟି ସ୍ଥାନର ତାପମାତ୍ରା ରହିଛି । ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ…

ସତୀଚଉରା ଶ୍ମଶାନରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ

କଟକ: ସତୀଚଉରା ଶ୍ମଶାନଠାରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ଡିସିପି ପ୍ରତିକ ସିଂହ, ଚୌଦ୍ୱାର-କଟକ ପୂର୍ବତନ ବିଧାୟକ…

ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର

ଭୁବନେଶ୍ୱର:  ଭୁବନେଶ୍ୱର: ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ନିଶ୍ଚିତ କରିବାକୁ…

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି : ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଆସନ୍ତାକାଲି ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଥିବାରୁ ଆପାତତଃ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ନୀତି…

କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର:ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ ।  କଳାହରାହଁଙ୍ଗ ଗ୍ରାମ ପଞ୍ଚାୟତ ଅଫିସର ଗ୍ରାମ ରୋଜଗାର ସେବକ ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଲିଙ୍କ ୬ଟି ଠିକଣାରେ ରେଡ୍ ଚାଲିଛି । ୩ଜଣ ଡିଏସପି ଓ ୧୦ଜଣ ଇନସପେକ୍ଟର ଚଢ଼ାଉରେ…

ବସ୍‌ରେ ନିଆଁ ଲଗାଇଲେ ନକ୍ସଲ, ଓଡ଼ିଶାରୁ ହାଇଦ୍ରାବାଦ ଯାଉଥିଲେ ୫୦ ଯାତ୍ରୀ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ଆଜି ନକ୍ସଲଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଥିବାବେଳେ ବନ୍ଦକୁ ନେଇ ନକ୍ସଲ ହିଂସାତ୍ମକ ହୋଇପଡିଛନ୍ତି । ଗତକାଲି ରାତିରେ ସୀମାନ୍ତ ତେଲେଙ୍ଗାନାର ଚିନ୍ତୁର ଥାନା ଅନ୍ତର୍ଗତ କତୁର ଗ୍ରାମ ନିକଟରେ ନବରଙ୍ଗପୁରରୁ…

ଲୋକସେବା ଭବନରେ ଦୁଇ ଦିନିଆ କର୍ମଶାଳା, ନବ ନିର୍ବାଚିତଙ୍କୁ ନବୀନ ଦେବେ ଟିପ୍ସ

ଭୁବନେଶ୍ୱର: ଲୋକସେବା ଭାବନରେ ଦୁଇ ଦିନିଆ କର୍ମଶାଳାର ଆୟୋଜନ ହେବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଦୁଇ ଦିନିଆ କର୍ମଶାଳା ଆୟୋଜନ ହେବାକୁ ଯାଉଛି । ଏହି କର୍ମଶାଳାର ଶୀର୍ଷକ ରହିଛି ଅର୍ବାନ ଗଭରନାନ୍ସ ଆଣ୍ଡ ଇନିସିଏଟିଭ । ସୋମବାର ଏବଂ ମଙ୍ଗଳବାର ଆୟୋଜିତ ହେବାକୁ ଥିବା…

ଭାରତୀୟ ମହିଳା ଲିଗରେ ସାମିଲ୍ ସାଲିଆ ସାହିର ସୁଲେଖା

ଭୁବନେଶ୍ୱର: କଥାରେ ଅଛି ଦୃଢ ଇଛାଶକ୍ତି ଆଗରେ ସମସ୍ତ ବାଧାବନ୍ଧନ ହାର ମାନେ । ସ୍ୱପ୍ନ ପୂରଣ କରିବା ଲାଗି ବଡଲୋକ ର ମୋହର କିମ୍ବା ଅମାପ ଧନର ଆବଶ୍ୟକତା ନାହିଁ । ବରଂ ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ବଳରେ ଯଦି ଜଣେ ଚାହେଁ ତେବେ ସେ ବିଶ୍ୱବିଜୟୀ ହୋଇପାରେ । ଏହି ଧାରାରେ ଚର୍ଚ୍ଚାକୁ…