Latest Odisha News

BREAKING NEWS

Browsing Category

ସହର

City

କୁଆଡ଼େ ଗଲେ ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ? ଖୋଜୁଛି ପୋଲିସ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ । ୨୪ ଘଣ୍ଟା ପରେ ବି ସେମାନଙ୍କର କୌଣସି ପତ୍ତା ମିଳୁନି । କୁଆଡ଼େ ଗଲେ ଓ କେଉଁଠି ଅଛନ୍ତି ସେନେଇ କୌଣସି ସୂଚନା ଏଯାଏ ପାଇନି ପୋଲିସ । ଖୋଳତାଡ କରୁଛି ସହିଦନଗର ଥାନା ପୋଲିସ । ପୋଲିସ ଜଣେ ଛାତ୍ରୀଙ୍କ ହଷ୍ଟେଲ ରୁମରୁ…

ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକାକରଣ

ଭୁବନେଶ୍ୱର:  ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ଯେଉଁ ପିଲାମାନେ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ହୋଇଥିବେ ସେମାନଙ୍କୁ ହିଁ ଟିକା ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।…

ମହିଳା ଥାନାରେ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ମହିଳା ଥାନାରେ ହାଜର ହୋଇଛନ୍ତି ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀ ।  ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଡକାଇଥିଲା ପୋଲିସ । ଏବେ ତାଙ୍କ ପ୍ରଥମ ସ୍ତ୍ରୀ ଭୁବନେଶ୍ୱର ସ୍ଥିତ ମହିଳା…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି : ୨୨ରେ ବାତ୍ୟା ରୂପ ନେବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଂଟା ଭିତରେ ଭାରତ ମହାସାଗର ଓ ତତ୍ସଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ୨୨ରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ…

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସାଉଦି ଆରବରୁ ଫେରିଲା ଓଡିଆ ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ସାଉଦି ଆରବରୁ ଫେରିଲା ଓଡିଆ ଯୁବକଙ୍କ ମୃତ ଦେହ । ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷପ ପରେ ଆଜି ସାଉଦୀ ଆରବରୁ ମୃତ ଓଡିଆ ଯୁବକ ଶୁଭକାନ୍ତ ପ୍ରାଧାନଙ୍କ ମର ଶରୀର ତାଙ୍କ ଗ୍ରାମ ନୟାଗଡ ଲାଠିପଡାରେ ପହଁଞ୍ଚିଛି । ସ୍ୱର୍ଗତ…

[ଦେଖନ୍ତୁ ଭିଡିଓ] ବୁଦ୍ଧଖୋଲ ପାହାଡରୁ ବିରଳ ବରକୁଦିଆ ସରୀସୃପ ଉଦ୍ଧାର

ଭୁବନେଶ୍ୱର: ଉଦ୍ଧାର ହେଲା ଏକ ବିରଳ ବରକୁଦିଆ ସରୀସୃପ  ଗଞ୍ଜାମ ଜିଳ୍ଲାର ବୁଦ୍ଧଖୋଲ ପାହାଡରୁ ଏହି ବିରଳ ବରକୁଦିଆକୁ ଉଦ୍ଧାର କରିଛି ସ୍ନେକ୍ ହେଲ୍ପଲାଇନ୍। ଗୋଡ଼ ନଥିବା ଏହି ସରୀସୃପ ଚମ୍ପେଇନେଉଳ ପ୍ରଜାତିର ବୋଲି ଜଣାପଡ଼ିଛି । ଏହା ଓଡ଼ିଶାର ଦୁଇଟି ସ୍ଥାନରେ ରହିଥିବା ଚିହ୍ନଟ ହୋଇଥିଲା ।…

ମାଓ ଆକ୍ରମଣ ଯୋଜନା ପଣ୍ଡ ,ଲ୍ୟାଣ୍ଡମାଇନ ଜବତ କଲେ ସୁରକ୍ଷା କର୍ମୀ

ମାଲାକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ଠାବ ହେଲା ଲ୍ୟାଣ୍ଡମାଇନ । ଅଳ୍ପକେ ବର୍ତ୍ତିଗଲେ ଯବାନ । ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ୧୦ କିଲୋର ଲ୍ୟାଣ୍ଡ ମାଇନ ଠାବ ହୋଇଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହି ଲ୍ୟାଣ୍ଡ ମାଇନ ରଖିଥିବା…

ନାଇଜର କ୍ୟାମ୍ପସର ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ , ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର :ଛାତରୁ ଡେଇଁ ଛାତ୍ରୀଙ୍କ ଜୀବନ ଗଲା । ଜଟଣୀ ଥାନା ନାଇଜର କ୍ୟାମ୍ପସର ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଛାତ୍ରୀ ଜଣକ ହେଉଛନ୍ତି ପୂଜା ଜେଠୱାନୀ । ତାଙ୍କ ଘର ଛତିଶଗଡରେ ବୋଲି ଜଣାପଡିଛି ।ଛାତ୍ରୀ ଜଣକ ଛାତରୁ କାହିଁ ଡେଇଁଲେ କାରଣ ଅସ୍ପଷ୍ଟ ରହିଛି । ଛାତ୍ରୀ ଜଣଙ୍କ…

ପୌର ନିର୍ବାଚନ : ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା । ୧୦୬ ଟି ମ୍ୟୁନିସପାଲଟି ,ଏନଏସି ଓ ୩ ଟି ମହାନଗର ନିଗମ ଭୁବନେଶ୍ୱର , କଟକ ଓ ବ୍ରହ୍ମପୁର ପାଇଁ ଆଜି ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୭ ତାରିଖ ଦିନ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଥିଲା ।୯…

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱରରେ କାର୍ଯ୍ୟରତ ଆର୍ ଆଣ୍ଡ ବି ଡିଭିଜନ୍-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ । ଭୁବନେଶ୍ୱର, ଢେଙ୍କାନାଳ ଓ ତାଳଚେରର ୬ଟି ସ୍ଥାନରେ ଚଢ଼ାଉ…