Latest Odisha News

BREAKING NEWS

Browsing Category

ସହର

City

ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ର ଫେରିବା ପ୍ରସଙ୍ଗ : କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୟୁକ୍ରେନରେ ଫସି ରହିଥିବା ଓଡିଆ ମାନଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ କଥା ହୋଇଛନ୍ତି । ଶୁକ୍ରବାର ସକାଳେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ସଙ୍ଗେ ଟେଲିଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।…

ୟୁକ୍ରେନରେ ଫସିଲେ ନବରଙ୍ଗପୁର ପୁଅ ନରସିଂହ, ଉଦ୍ଧାର ପାଇଁ ନିବେଦନ କଲେ ପରିବାର

ନବରଙ୍ଗପୁର : ୟୁକ୍ରେନ ଓ ଋଷ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ସମୟରେ ୟୁକ୍ରେନରେ ନବରଙ୍ଗପୁର ଜିଲ୍ଲାର ଜଣେ ଛାତ୍ର ମଧ୍ୟ ଫସି ରହିଥିବା ଖବର ସାମ୍ନାକୁ ଆସିଛି । ନବରଙ୍ଗପୁର ସହର କେଉଟ ସାହିର ରଜନୀ ପାତ୍ରଙ୍କ ପୁଅ ନରସିଂହ ପାତ୍ର ୟୁକ୍ରେନକୁ ଡାକ୍ତରୀ ପାଠ ପଢିବା ପାଇଁ ଯାଇଥିଲେ…

ଭିଜିଲାନ୍ସ ଜାଲରେ ASI, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଚଢାଉ ହୋଇଛି । ଝାରସୁଗୁଡ଼ା OMVD ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ ଲକ୍ଷ ୪୬…

ଫିଲ୍ମ “ବିଶ୍ୱନାଥ“ରେ ନଜର ଆସିବେ ମିହିର ଦାସ ଓ ସଲିଳ ମିତ୍ର, ଟ୍ରେଲର୍ ଲୋକାର୍ପିତ

ଭୁବନେଶ୍ୱର: ଓଲିଉଡର ତାଜା ଖବର । ବହୁଦିନ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହେଲା ଫିଲ୍ମ ବିଶ୍ୱନାଥର ଟ୍ରେଲର୍ । ଭୁବନେଶ୍ୱରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲାବେଳେ ଅତିଥୀ ଭାବେ ଷ୍ଟାରକାଷ୍ଟ ଓ ଅନ୍ୟ ଜଣାଶୁଣା ବ୍ୟକ୍ତିତ୍ୱ ନଜର ଆସିଥିଲେ । ଉପସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆରସିପି ସିଂହ

ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆରସିପି ସିଂହ । ସେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟପାୟଙ୍କୁ ଅପରାହ୍ନ ୫.୩୦ ମିନିଟରେ ସାକ୍ଷାତ କରିଥିଲେ । ସୂଚନା ଥାଉକି, ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ସେଠାରୁ ଏକ…

ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ୨୦ ମେଡିକାଲ ଛାତ୍ରଛାତ୍ରୀ

ରାଉରକେଲା: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ ଜାରି ରହିଛି। ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ରଛାତ୍ରୀ ଏବେ…

[ଦେଖନ୍ତୁ ଭିଡିଓ] ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଛାତ୍ର ଛାତ୍ରୀ: ସୁରକ୍ଷିତ ଫେରାଇ ଆଣିବାକୁ ଅନୁରୋଧ

ଭୁବନେଶ୍ୱର: ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ର ଏବେ ୟୁକ୍ରେନରେ ଫସି ରହିଛନ୍ତି । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ଫଳରେ ସେଠାରେ ଫସିଯାଇଛନ୍ତି କିଛି ଓଡ଼ିଆ ଛାତ୍ର । ୟୁକ୍ରେନରେ…

[ଦେଖନ୍ତୁ ଭିଡିଓ] ବାଜିଲାଣି ପୌର ନିର୍ବାଚନ ବିଗୁଲ୍,ଆଶାୟୀ ପ୍ରାର୍ଥୀଙ୍କ ରଣନୀତି ପ୍ରସ୍ତୁତ

କଟକ: ବାଜିଲାଣି ପୌର ନିର୍ବାଚନ ବିଗୁଲ୍ । ଏ ନେଇ ସରକାରଙ୍କ ପକ୍ଷରୁ ନିର୍ବାଚନ କମିସନରଙ୍କୁ ପୌର ପରିଷଦ,ଵିଜ୍ଞାପିତ ଅଞ୍ଚଳ, ମହାନଗର ନିଗମ ନିର୍ବାଚନ ପାଇଁ ସବୁଜ ସଙ୍କେତ ଦେବା ପରେ କଟକରେ ଦେଖାଗଲାଣି ନିର୍ବାଚନୀ ହାୱା । ଆଉ ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇବା ପାଇଁ…

[ଭିଡିଓ] ୟୁକ୍ରେନରେ ଫସିଲେ ଅନୁଗୁଳ ପୁଅ ଆଲୋକ ,ଉଦ୍ଧାର ପାଇଁ ପରିବାର କଲେ ନିବେଦନ

ଅନୁଗୁଳ : ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଭୀଷଣ ଯୁଦ୍ଧ । ଏହି ସମୟରେ ୟୁକ୍ରେନରେ ଫସିଛନ୍ତି ଓଡିଆ ଯୁବକ ଯୁବତୀ । ଅନଗୁଳ ବଳରାମ ପ୍ରସାଦର ଆଲୋକ ସାମଲ ୟୁକ୍ରେନରେ ଏବିବିଏସ୍ ପାଠପଢୁଥିଲେ । ୟୁକ୍ରେନ ଉପରକୁ ଋଷ୍ ଆକ୍ରମଣ କରିବା ପରେ ଫସି ଯାଇଛନ୍ତି ଆଲୋକ । ୟୁକ୍ରେନରେ ଆଲୋକ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଅନ୍ତିମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଆଜି ହୋଇଛି ପଞ୍ଚାୟତ ନିର୍ବାଚନ । ଶେଷ ପର୍ଯ୍ୟାୟରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନର ଶେଷ ପର୍ଯ୍ୟାୟରେ କୌଣସି ବିଶୃଙ୍ଖଳା ହୋଇନାହିଁ । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ମତଦାନ ବେଳେ କୌଣସି ବିଶୃଙ୍ଖଳା ହୋଇନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ…