Latest Odisha News

BREAKING NEWS

Browsing Category

ସହର

City

ରାଜ୍ୟରୁ ଆଜି କରୋନାରୁ ସୁସ୍ଥ ହେଲେ ୫୯୬୫ ଜଣ

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣରୁ ଆଜି ୫୯୬୫ ଜଣ ସୁସ୍ଥ ହୋଇଛନ୍ତି । ସର୍ବଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୨୩ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର…

ବେଆଇନ ଭ୍ରୁଣ ଚିହ୍ନଟ ଅଭିଯୋଗ, କଟକ କାଠଗୋଲା ସାହି ପାଥୋଲାବରେ ପୋଲିସର ଚଢାଉ

କଟକ: ପାଥୋଲାବରେ ଏବଂ ଡାଇଗ୍ନୋଷ୍ଟିକ ସେଣ୍ଟରରେ ପୋଲିସର ରେଡ୍ । କଟକ ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ପାଥୋଲାବ ସେଣ୍ଟରରେ ପୋଲିସ ରେଡ କରିଛି । ବେଆଇନ ଭାବେ ଭ୍ରୁଣ ଚିହ୍ନଟ କରୁଥିବା ଅଭିଯୋଗରେ ଏହି ଚଢାଉ ହୋଇଛି । କଟକ ପୋଲିସ ଓ ଜୋନ ଏସପିଙ୍କ ନେତ୍ୱତ୍ୱରେ ରେଡ କରାଯାଇ ଦୁଇ…

ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ , ୬ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ଅନୁଗୁଳ :ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ। ଅନୁଗୁଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ କରି ୬ ହଜାର ଗଛ ନଷ୍ଟ କଲା ପୋଲିସ ।  ଗଞ୍ଜେଇ ଚାଷ ହୋଇଥିବା ଖବର ପାଇ ପୁରୁଣାକୋଟ ପୋଲିସ ଓ ଅନୁଗୁଳ ସ୍ପେଶାଲ ପୋଲିସ ଟିମ ପୁରୁଣାକୋଟ ଥାନା ଅଞ୍ଚଳର କନ୍ଧକୋଇଲି , ମୁଣ୍ଡାସାହି ଓ…

ବଢୁଛି ହାତୀ ଉପଦ୍ରବ, ଆତଙ୍କିତ ଲୋକେ

ଚମ୍ପୁଆ: ଥମୁନି ହାତୀ ଉପଦ୍ରବ । କିଛି ଦିନ ଧରି ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ ଖେଳାଉଛନ୍ତି । କେତେବେଳେ ଗୋଟିକିଆ ହାତୀ ତାଣ୍ଡବ କରୁଛି ତ କେତେବେଳେ ହାତୀ ଗୋଠ ଉପଦ୍ରବ କରି ଘର ଓ ଫସଲ ନଷ୍ଟ କରିଚାଲିଛନ୍ତି । ୨ ଗୋଟି ହାତୀ ପତଳା ଓ ଗମ୍ଭାରିଆ ଅଞ୍ଚଳରେ ୬ ଗୋଟି ଘର ଭାଙ୍ଗି ଧାନଚାଉଳ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ଘନ କୁହୁଡି ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର କିଛି ଜିଲ୍ଲାରେ ଜାରି ରହିଛି ଶୀତର ଲହରୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ଥଣ୍ଡା ସହ ଘର କୁହୁଡି ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନାଳ,ଅନୁଗୁଳ, ବଲାଙ୍ଗୀର, ନବରଙ୍ଗପୁର ଓ କନ୍ଧମାଳ ।ଏସବୁ…

ବାରଙ୍ଗରେ ହାତୀ ଆତଙ୍କ, ହାତୀପଲଙ୍କୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ

କଟକ: ବଢ଼ୁଛି ହାତୀପଲଙ୍କ ଉପଦ୍ରବ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । କଟକ ବାରଙ୍ଗ ଅଞ୍ଚଳ ଚନ୍ଦକା ଡ଼ମପଡ଼ା ରେଞ୍ଜ ଅଧୀନ ରତାଗଡ଼ ପାହାଡ଼ରେ ହାତୀପଲ ପଶିଛନ୍ତି । ହାତୀପଲ ଚାଷ ଜମି ସହ ଫସଲ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ରତାଗତ ପାହାଡ଼ ନିକଟ ଚାଷଜମିକୁ ହାତୀପଲ…

୧୮ରୁ ୨୩ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ

ଭୁବନେଶ୍ୱର: କାଲିଠାରୁ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଚଳିତ ମାସ ୩୧ ଦିନ ପଡୁଥିବା ବେଳେ ଆସନ୍ତା କାଲି ଅର୍ଥାତ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ ରହିବ । ଏନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ୧୮ତାରିଖ ମଙ୍ଗଳବାର ‘ଥାଇ ପୁସମ୍’ ପଡୁଥିବାରୁ କେବଳ…

ଜଙ୍ଗଲରେ ବାଘ ଛାଲ ବିକ୍ରି ଡିଲ, ଛାଲ ସହ ୫ ଗିରଫ

ଦେବଗଡ : ଦେବଗଡ ଜିଲ୍ଲା ବାରକୋଟ ଥାନା ଆମ୍ବକଟା ଜଙ୍ଗଲରେ ବାଘଛାଲ ବିକ୍ରି ପାଇଁ ଯୋଜନା  ବେଳେ ବାଘ ଛାଲ ଜବତ । ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଛାଲ ଜବତ କରିବା ସହ ଏଥିରେ ସାମିଲ ଥିବା ପାଞ୍ଚ ଜଣଙ୍କୁ ଗିରଫ କରିଛି । ବାରକୋଟ ଥାନା ଅନ୍ତର୍ଗତ ଆମ୍ବକଟା ଜଙ୍ଗଲରେ ଏକ କଲରାପତରିଆ…

[ଭିଡିଓ] ଓଡିଶା ଆଇଏଏସ୍‌ ଅଫିସରଙ୍କୁ ସାଂସଦ ଅପରାଜିତାଙ୍କ ଚାଲେଂଜ, ଯଦି ଇଛା ଅଛି ଚାକିରୀ ଛାଡି ରାଜନୀତି କର

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ କଡା ସମାଲୋଚନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ । ସରକାରୀ ଚାକିରୀରେ ଥାଇ ଆଇଏଏସ୍‌ ଅଫିସରମାନେ ଆଚରଣ ନିୟମର ଉଲ୍ଲଂଘନ କରି ରାଜନୀତିରେ ଯୋଗ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ରୋକ୍‌ଠୋକ୍ ପ୍ରଶ୍ନ କରିଛନ୍ତି । ୨୦୧୮ରେ…

ରାଜ୍ୟରେ ଅବାଧ ନିଶା କାରବାର ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ

ଭୁବନେଶ୍ୱର : ରାଜ୍ୟରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ରାଜ୍ୟରେ ଅବାଧ ନିଶା କାରବାର ରୋକିବା ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛିା ଏହି ଟିମର ନେତୃତ୍ୱ ନେବେ ପୂର୍ବତନ ଡିଜିପି ଅଭୟ । ଏନେଇ ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ…