Latest Odisha News

BREAKING NEWS

Browsing Category

ସହର

City

୩ଦିନ ପରେ ଖୋଲିଲା ଶ୍ରୀମନ୍ଦିର, ଜଗା ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ୩ଦିନ ପରେ ଆଜିଠୁ ଆରମ୍ଭ ହେଲା ଜଗା ଦର୍ଶନ । ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ନୂଆବର୍ଷରେ ଅଧିକ ଗହଳିକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା । ଆଜିଠୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି । ଏହି ଭିତରେ ରବିବାରରେ ଶ୍ରୀମନ୍ଦିର ସାନିଟାଇଜ୍ କରାଯାଇଛି ।…

ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଖସୁଛି ପାରଦ, ବଢ଼ୁଛି ଶୀତ । କୋହଲା ପାଗକୁ ଥଣ୍ଡା ପବନ । ଆସନ୍ତା ୨ ଦିନରେ ଚାରି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୁତ ହେବ । ଏନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ରାତିର ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ କମିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ…

ଆଜିଠୁୂ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷର ପିଲାଙ୍କ ଲାଗି କରୋନାର ଟିକାକରଣ । ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଭିନ୍ନ ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯିବ । କେନ୍ଦ୍ରର ଗାଇଡ଼ ଲାଇନ ଅନୁସାରେ ଟିକାକରଣ କରାଯିବ । ଟିକାଦାନ ଲାଗି ପଞ୍ଜିକରଣ ଚାଲିଛି । ସମସ୍ତଙ୍କୁ କୋଭାକ୍ସିନ…

[ଭିଡ଼ିଓ] ଝିଅ କାନ୍ଧରେ ମାଆର ଶେଷ ଯାତ୍ରା

ପୁରୀ: କଳି ଯୁଗର କୁଳାଙ୍ଗାର ପୁଅ । ପରିଣତ ବୟସରେ କୋଳ ପୋଛା ପୁଅ ପର କରିଦେଲା ଜନ୍ମ କଲା ମାଆକୁ । ଲହୁ ଲୁହକୁ ଏକାଠି କରି ଛୋଟରୁ ବଡ଼ କରିଥିବା ମାଆକୁ ଶେଷ ସମୟରେ ପଚାରିଲାନି । ହେଲେ ଶେଷରେ ମାଆକୁ କାନ୍ଧ ଦେଇଛନ୍ତି ୪ ଝିଅ । ନିଜେ ମାଆର ମୃତ ଦେହକୁ ସ୍ୱର୍ଗ ଦ୍ୱାର ବୋହି ନେଇ ସେଠାରେ…

ନବୀନ ସରକାର ଆଦିବାସୀ ବିରୋଧି: କଂଗ୍ରେସ

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ସଂସ୍ଥା ନିର୍ବାଚନ କ୍ଷେତ୍ରରେ ଓଡ଼ିଶାର ୩୦ଟି ଜିଲ୍ଳା ମଧ୍ୟରୁ ୨୩ ଟି ଜଲ୍ଲାରେ ଆଦିବାସୀମାନଙ୍କ ପାଇଁ ଆଦୌ ସଂରକ୍ଷଣ ବ୍ୟବସ୍ଥା କରାଯାଇନଥିବାରୁ କଂଗ୍ରେସ ତୀବ୍ର ବିରୋଧ କରିଛି । ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ…

[ଭିଡ଼ିଓ] ପାଣି ପାଇଁ ହାଇ ଡ଼୍ରାମା ,ମୋବାଇଲ୍ ଟାୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ

ନୂଆପଡ଼ା : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଖବର। ତା ପୁଣି ପାଣି ପାଇଁ ଯୁବକଙ୍କ ଆତ୍ମାହୂତି ଉଦ୍ୟମର ଦୃଶ୍ୟ। ମୋବାଇଲ ଟାୱାର ଚଢି ଆତ୍ମହତ୍ୟା ଧମକ ଦେଉଛନ୍ତି ଜଣେ ଯୁବକ । ତା ପୁଣି ପାଣି ସମସ୍ୟା ନେଇ। ଏହି ଦୃଶ୍ୟ ହେଉଛି ଖଡ଼ିଆଳ ଘରଧରା ଗାଁରେ। ଗାଁରେ ମୁଖ୍ୟ ସମସ୍ୟା ପାଲଟିଛି ପାଣି ।…

ପଚାରିଲେନି ପୁଅ, ମା’କୁ କାନ୍ଧ ଦେଲେ ଚାରି ଝିଅ

ପୁରୀ: ମା’ ବାପାଙ୍କ ଆଶା ଥାଏ, ମଲାପରେ ପୁଅ ମୁଖାଗ୍ନି ଦେବ । ହେଲେ ପୁରୀରେ ଦେଖିବାକୁ ମିଳିଥିଲା ଅଲଗା କିଛି ଦୃଶ୍ୟ । ଏହି ଦୃଶ୍ୟ ଯେତିକି ମନକୁ କଷ୍ଟ ଦେଉଥିଲା, ସେତିକି ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଥିଲେ । ସତରେ କଣ ମରିଯାଇଛି ମାନବିକତା? ଛୋଟରୁ ବଡ଼ କରିଥିବା ମା’ ପାଇଁ ଥିବା ନିଜ…

କେତେ ସୁରକ୍ଷିତ ‘ମୋ ବସ୍’ ଯାତ୍ରା?

ଭୁବନେଶ୍ୱର: ‘ମୋ ବସ’ରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗା ଯାଇଛି । ଯେମିତି ଯାତ୍ରୀ କୌଣସି ଅସୁବିଧା, ଲୁଟ୍, ଅପରାଧ, ଅସଦାଚରଣର ଶିକାର ନହୁଅନ୍ତି, ତା ଉପରେ ଧ୍ୟାନ ଦିଆଯାଇଛି । ହେଲେ ସରକାରଙ୍କ ତତ୍ୱାବଧାନରେ ଚାଲୁଥିବା ‘ମୋ ବସ୍’ ଗୁଡ଼ିକରେ ଯାତ୍ରୀମାନେ ଏବେ…

ଓଡ଼ିଶାରେ ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ୩୭କୁ ବଢ଼ିଲା ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ଏନେଇ ଆଇଏଲ୍‌ଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ଏହି ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରେ ଉଭୟ ବିଦେଶ ଫେରନ୍ତା ଓ ସ୍ଥାନୀୟ…

ଜାନୁଆରୀ ୮ତାରିଖ ପରେ ମାଟ୍ରିକ ପିଲାମାନେ ନେବେ କରୋନା ଟିକା

ଭୁବନେଶ୍ୱର: ଜାନୁଆରୀ ୮ତାରିଖ ପରେ ମାଟ୍ରିକ ଛାତ୍ରଛାତ୍ରୀ ନେବେ କରୋନା ଟିକା । ଆସନ୍ତା ୫ରୁ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ୮ତାରିଖ ପରେ ମାଟ୍ରିକ ପିଲାଙ୍କ ଟିକାକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି…