Latest Odisha News

BREAKING NEWS

Browsing Category

ସହର

City

[ଭିଡ଼ିଓ]ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ଼ ସ୍ଥିତି କମ୍ ରହିଛି:ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ଼ ସ୍ଥିତି ଭଲ ରହିଛି । ସନ୍ଦୀଗ୍ଧ ସକ୍ରମିତଙ୍କ…

ପ୍ରବଳ ବର୍ଷା ଯୋଗୁ ଭିଜିଲା ପାଚିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ

ବାଲେଶ୍ୱର : ଦୁର୍ବଳ ହେଲା ବାତ୍ୟା ଜୱାଦ୍ । ସମୁଦ୍ର କୂଳବର୍ତ୍ତୀ ଜିଲ୍ଲାମାନଙ୍କ ପ୍ରତି ସେତେଟା ବିପଦ ନାହିଁ । ଆଜି ସକାଳୁ ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ଲାଗି ରହିଛି । ତେବେ ଏହା ବେଶି କ୍ଷତି କରିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପବନ ଓ ବର୍ଷା…

ଖଲ୍ଲିକୋଟରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ଼

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି । ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ରାଜ୍ୟରେ ଖଲ୍ଲିକୋଟରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ଼ ହୋଇଛି । ଏହାଛଡ଼ା ନୟାଗଡ଼ରେ ୧୦୭.୫, ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି,…

ମାଛ ମାରିବାକୁ ଯାଇଥିବାବେଳେ ଡ଼ଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ

ଅନୁଗୁଳ: ମାଛ ମାରିବାକୁ ଯାଇଥିବାବେଳେ ଡ଼ଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟରେ ଘଟିଛି ଏହିଭଳି ଅଘଟଣ । ରେଙ୍ଗାଳି ଡ଼୍ୟାମର ଜଳଭଣ୍ଡାରକୁ ସେ ମାଛ ମାରିବାକୁ ଯାଇଥିଲେ । ମୃତକ ଜଣକ ହେଲେ ଦେବଗଡ଼ ଜିଲ୍ଲା ଠିଆନାଳ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୮୯ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟାରେ ୧୮୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୧୩ଜଣ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭୬ଜଣ ସ୍ଥାନୀୟ ସଂକ୍ରମଣରୁ ସଂକ୍ରମିତ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୫ଜଣ କରୋନା ପଜିଟିଭ…

ସକାଳୁ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା, ଶୁନଶାନ ରାସ୍ତାଘାଟ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଆଜି ସକାଳୁ ପ୍ରବଳ ବର୍ଷା । ପୁରୀଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଜୱାଦ । ଆଜି ପ୍ରବଳ ବର୍ଷା ହେବା ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଶୁନଶାନ ହୋଇପଡ଼ିଛି ରାସ୍ତାଘାଟ । ଏପରିକି ଭୁବନେଶ୍ୱର ଓ କଟକରେ ଖୁବ୍ କମ୍ ସଂଖ୍ୟକ ବସ ଚଳାଚଳ କରୁଥିବା…

କୋରାପୁଟ ଟାଉନ ପୋଲିସ ପଞ୍ଝାରେ ୨ ଠକ

କୋରାପୁଟ : କୋରାପୁଟ ଟାଉନ ଥାନା ପୋଲିସ ପଞ୍ଝାରେ ଠକ । ଲୋକଙ୍କୁ ବିଭିନ୍ନ ସ୍କିମ ମାଧ୍ୟମରେ ଘରୋଇ ଉପକରଣ ଲୋଭ ଦେଖାଇ ଠକୁଥିଲେ ୨ ଜଣ ଯୁବକ। କୋରାପୁଟ ଟାଉନ ଥାନା ପୋଲିସ ଦୁଇଜଣ ଠକ ଯୁବକଙ୍କୁ କାବୁ କରିବା ସହ କୋର୍ଟ ଚାଲଣ କରିଛି। ୨ଟି ମୋବାଇଲ ୧୦ହଜାର ଟଙ୍କା ସହ କିଛି ଘରୋଇ ଉପକରଣ ଜବତ…

ପୁଣି ବିଗିଡିଲା ନନ୍ଦ ସାରଙ୍କ ସ୍ୱାସ୍ଥ୍ୟବସ୍ଥା

ଯାଜପୁର : ପୁଣି ବିଗିଡିଲା ନନ୍ଦ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି। ଗତ ୩୦ ତାରିଖରେ ତାଙ୍କ ଦେହ ଯେତେବେଳେ ଅସୁସ୍ଥ ହୋଇପଡିଥିଲା।ତାଙ୍କୁ ପ୍ରଥମେ ଯାଜପୁର ମେଡିକାଲରେ…

ଚାଲିପାରିଲାନି ବିଧାନସଭା, ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା

ଭୁବନେଶ୍ୱର:  ଚାଲିପାରିଲାନି ବିଧାନସଭା, ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି । ବିଧାନସଭାରେ ଚାଲିଛି ଶୀତକାଳୀନ ଅଧିବେସନ । ହେଲେ ମମିତା ମେହେର ହତ୍ୟା ମାମଲାକୁ ନେଇ ମନ୍ତ୍ରୀଙ୍କ ବହିସ୍କାର ଦାବି କରୁଛନ୍ତି ବିରୋଧୀ । ଏହାରି ମଧ୍ୟରେ ଅପରାହ୍ଣ ଅଧିବେସନରେ ବିରୋଧୀ ହଟ୍ଟଗୋଳ…

ଗାଡ଼ି ଭାଙ୍ଗିଲେ, ପୋଲିସକୁ ମାଡ଼ ମାରି ବନ୍ଧୁକ ଛଡ଼ାଇନେଲେ

ପାରାଦୀପ: ପାରାଦୀପ ଅଭୟଚାନ୍ଦପୁର ଥାନା ଢ଼ିଙ୍କିଆ ଗ୍ରାମରେ ପୋଲିସକୁ ମାଡ । ଏହାସହ ବନ୍ଧୁକ ଛଡ଼ାଇ ନେଇଛନ୍ତି ଗ୍ରାମବାସୀ । ପୋଲିସର ଦୁଇଟି ବସର କାଚ ଭାଙ୍ଗିଛନ୍ତି । ଆଇଆଇସିଙ୍କ ସମେତ ୧୧ଜଣ ପୋଲିସ ଆହତ ହୋଇଥିବା ଜଗତସିଂହପୁର ଏସପି ଅଖିଳେଶ ସିଂ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ,…