Latest Odisha News

BREAKING NEWS

Browsing Category

କେନ୍ଦୁଝର

Kendujhar

ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ

କେନ୍ଦୁଝର:ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ । କେଉଁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ବାୟାପଣ୍ଡାଧାର ଛକରେ ବିଳମ୍ବିତ ରାତିରେ ଟ୍ରକ ଧକ୍କା ଦେବା ଫଳରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ କତରାପାଲି ଗାଁ ର ରବି ପ୍ରଧାନ ବୋଲି ଜଣାପଡିଛି…

ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା

କେନ୍ଦୁଝର : ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ତାଲା । ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତା କୁ ନେଇ ତେଲକୋଇ ବ୍ଲକ ସିରିଗିଡା ପଞ୍ଚାୟତର ଲୋକମାନେ ପ୍ରତିବାଦକୁ ଜୋରଦାର କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ପତାକା ଉତୋଳନ ପାଇଁ…

ପୋଖରୀରେ ବୁଡି ୨ ଶିଶୁ କନ୍ୟା ମୃତ

କେନ୍ଦୁଝର: ପୋଖରୀ ବୁଡି ୨ ଶିଶୁ କନ୍ୟା ମୃତ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ଜଗମୋହନପୁର ଗାଁ ମୁଣ୍ଡା ସାହିରେେ ଏହିି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଗାଁର ଯୋଗୀ ମୁଣ୍ଡାଙ୍କ ୨ ବର୍ଷର ଝିଅ ସୁଇଟି ମୁଣ୍ଡା ଓ ସୁଶୀଲ ମୁଣ୍ଡାଙ୍କ ୩ ବର୍ଷର ଝିଅ ପରି ମୁଣ୍ଡା । ଦୁଇ…

ଯୋଡ଼ା ବ୍ଲକ ଟେକ୍ନିକାଲ୍ କନସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ସର୍ବଶିକ୍ଷା ଅଭିଯାନର ଟେକନିକାଲ କନସଲଟାଣ୍ଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କ୍ଷେତ୍ରବାସୀ ମହାନ୍ତଙ୍କ ଘରେ ଚଢ଼ାଉ ଚାଲିଛି । ତାଙ୍କ ଘର ସମେତ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ ।…

ସର୍ବସାଧାରଣ ଦର୍ଶନ ପାଇଁ ଆଜିଠୁ ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର

କେନ୍ଦୁଝର: ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ ମନ୍ଦିର । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଭିତରେ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।…

ଅସୁସ୍ଥ ହାତୀ ଉଦ୍ଧାର

କେନ୍ଦୁଝର: ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ତଳ ଚଂପେଇ ପଂଚାୟତର ସିନ୍ଦୁରିଆ ଜଙ୍ଗଲରେ ଏକ ମାଈ ହାତୀକୁ ଆହତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଛି। ହାତୀର ବୟସ ପ୍ରାୟ ୫୦ ହେବ । ଜଙ୍ଗଲରେ ଛଅଟି ହାତୀ ଗତ କାଲି ଘୁରିବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତେବେ ସେମାନଙ୍କ ମଧ୍ୟରେ ଲଢେ଼ଇ ହେବାରୁ…

ଥମୁନି ହାତୀ ଆତଙ୍କ

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ । ଖଣ୍ଡବନ୍ଧ ଖଣି ଅଞ୍ଚଳରେ ୧୦ଟିକିଆ ହାତୀ ପଲ ପଶି ଆସିଥିଲେ । ଖଣି ଭିତରକୁ ପଶି ଆସିଥିବା ହାତୀ ଗୁଡିକ ମଧ୍ୟରେ ୨ଟି ଦନ୍ତା ହାତୀ ସହ ଦୁଇଟି ଛୁଆ ହାତୀ ମଧ୍ୟ ରହିଥିଲେ । ଅପରାହ୍ନରେ ହାତୀ ପଲ ଟାଟା ଖଣ୍ଡବନ୍ଧ ଲୌହ ଓ…

ପାଣିଚୁଆରେ ପଡି ଚାଲିଗଲା ଦୁଇବର୍ଷୀୟ ଶିଶୁର ଜୀବନ

କେନ୍ଦୁଝର: ଚମ୍ପୁଆରେ ଘଟିଯାଇଛି ଅଘଟଣ । ଅକାଳରେ ଚାଲିଯାଇଛି ଜଣେ ଦୁଇବର୍ଷୀୟ ଶିଶୁପୁତ୍ରର ଜୀବନ । ଏହି ଖବର ସ୍ଥାନୀୟ ଅଂଚଳରେ ଖେଳାଛେଦଇଛି ଶୋକର ଛାୟା । ମିଳିଥିବା ରିପୋର୍ଟ ଅନୁଯାୟୀ ଚମ୍ପୁଆ ଜାମୁଦଲକ ଗାଁରେ ଜଣେ ଦୁଇବର୍ଷୀୟ ଶିଶୁ ନିଜ ଘର ପାଖରେ ଖେଳୁଥିଲା । ହେଲେ ପାଖରେ ଥିବା…

ଲଗାଣ ବର୍ଷାରେ ବେହାଲ ସ୍ଥିତି, ଯୋଗାଯୋଗ ବିଛିନ୍ନ

ବାତ୍ୟା ପରେ ଚାଲିଛି ପୁନରୁଦ୍ଧାର । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀରେ ବନ୍ୟାଜଳ । ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା…

ସତର୍କ ସଙ୍କେତ ଟପିଲା ବୈତରଣୀ ଜଳସ୍ତର

କେନ୍ଦୁଝର: ବାତ୍ୟା ୟସ୍ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଫୁଲିଛି ବୈତରଣୀ । ନଦୀର ଜଳସ୍ତର ସତର୍କ ସଙ୍କେତ ପାର କରିଛି । ଆନନ୍ଦପୁରଠାରେ ବୈତରଣୀ ନଦୀର ସତର୍କ ସଙ୍କେତ ୩୭.୪୪୦ ମିଟର ରହିଥିବା ବେଳେ ଏବେ ଜଳସ୍ତର ରହିଛି ୩୮.୨୯୦ ମିଟର । ଉପର ମୁଣ୍ଡରେ ବର୍ଷା ଅଧିକ ହେଲେ ଆହୁରି ଫୁଲିବ ବୈତରଣୀ…