Latest Odisha News

BREAKING NEWS

Browsing Category

ସୋନପୁର

Sonepur

ସ୍ୱଚ୍ଛତା ଅଭିଯାନ ନେଇ ଯୁବକଙ୍କ ନିଆରା ପ୍ରୟାସ

ସୁବର୍ଣ୍ଣପୁର : ଦେଶକୁ ସ୍ୱଚ୍ଛ ରଖିବା ପାଇଁ ଯୁବକଙ୍କ ନିଆରା ଅଭିଯାନ । ସ୍ୱଚ୍ଛ ଓ ସୁସ୍ଥ ଭାରତ ଗଠନର ବାର୍ତ୍ତା ନେଇ ସମଗ୍ର ଦେଶ ପରିକ୍ରମାର ଇଚ୍ଛା ରଖିଥିବା ୩ ଜଣ ଯୁବକ ସୁବର୍ଣ୍ଣପୁର ଜିଲ୍ଲାରେ ପହଁଚିଛନ୍ତି । ଏମାନେ ହେଲେ ଉତ୍ତର ପ୍ରଦେଶ ନିବାସୀ ଅନିତେଶ ଶର୍ମା, ଝାରଖଣ୍ଡ ର ଅମିତ…

ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି

ସୋନପୁର : ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି  । କଳାହାଣ୍ଡି ଜିଲ୍ଲ ମହାଲିଙ୍ଗି ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ସୋନପୁରରେ ବିକ୍ଷୋଭ । ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଇ ଆସୁଥିବା ଜୁନାଗଡ଼ ବିଧାୟକ ତଥା ଗୃହ…

ମହମ୍ମଦ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର :  ମହମ୍ମଦ ଜୟନ୍ତୀ ପାଳିତ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଥିବା ଅବଦୁଲ ସକୁରସାହା ବାବାଙ୍କ ମସଜିଦ ପରିସରରେ ଆଜି ମହମ୍ମଦ ଜୟନ୍ତି ପାଳିତ ହୋଇଯାଇଛି  । ଏହି ଅବସରରେ ମସଜିଦରୁ ଏକ ଶୋଭାଯାତ୍ରା ବାହାରି କୋଭିଡ କଟକଣାକୁ ମାନି ତରଭା ସହର ପରିକ୍ରମା କରିବା ସହିତ ମସଜିଦକୁ…

ପାଣି ମୋଟର ଚୋରକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ଜଣେ ମୋଟର ଚୋରକୁ ଧରିବାରେ ସଫଳ ହୋଇଛି। ଗତ କିଛି ଦିନ ହେଲା ସୋନପୁର ସହର ସମେତ ଆଖପାଖ ଗାଁରୁ ଲୋକଙ୍କ ଘରୁ ପାଣି ମୋଟର ଚୋରୀ ହୋଇଥିବା ଅଭିଯୋଗ ସୋନପୁର ଥାନାରେ ହୋଇଥିଲା।ଏପରିକି ସହରର ଅତିରିକ୍ତ ତହସିଲଦାର ଘରେ ଅନୁପସ୍ଥିତ ଥିବାବେଳେ ତାଙ୍କ…

ମହାଆଳତୀ ମାଧ୍ୟମରେ ସଚେତନତା ସୃଷ୍ଟି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତେନ୍ତୁଳିଘାଟରେ ଲଙ୍କେଶ୍ୱରୀ କମିଟି ପକ୍ଷରୁ ମହାଆଳତୀ କରାଯାଇଛି। ପବିତ୍ର ମହାଳୟାରୁ ଏହି ମହାଆଳତୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପୂର୍ଣ୍ଣମୀ ଦିନ ଏହା ଶେଷ ହେବ। ମହାନଦୀକୁ ସ୍ୱଚ୍ଛ ରଖିବା ସହିତ କରୋନା ମହାମାରୀକୁ ଦୂର କରିବାକୁ ଏକ ଅଭିନବ…

ବେଆଇନଭାବେ ସ୍ଥାନ ସଂରକ୍ଷଣ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ଅଭିଯୋଗ

ସୁବର୍ଣ୍ଣପୁର: ପଞ୍ଚାୟତ ନିର୍ବାଚନ ନେଇ ବଢ଼ୁଛି ଉଷ୍ମତା। ବେଆଇନଭାବେ ସ୍ଥାନ ସଂରକ୍ଷଣ କରାଯାଇଥିବା ନେଇ ଉଠୁଛି ବିବାଦ। ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଆସିଛି ଏହିଭଳି ଅଭିଯୋଗ। ବିଜେଡ଼ି ଦଳକୁ ସୁହାଇଲା ଭଳି ପଞ୍ଚାୟତ ନିର୍ବାଚନ ପାଇଁ ଅନୂସୂଚିତ ଜାତି, ଅନୂସୂଚିତ ଜନଜାତି, ପଛୁଆ…

ନବରାତ୍ରୀରେ ନବଦୁର୍ଗାଙ୍କ ନାଁରେ କୁଆଁରୀ ପୂଜନ

ସୁବର୍ଣ୍ଣପୁର: ନବରାତ୍ରୀ ଅବସରରେ କୁଆଁରୀ ପୂଜାର ବିଧି। ମା’ଦୁର୍ଗାଙ୍କ ପୂଜା ସମୟରେ କୁଆଁରୀ ମାନଙ୍କର ପୂଜା କରାଯିବାର ରହିଛି ପରମ୍ପରା। ଏହି ଦିନ କୁଆଁରୀ ଝିଅମ।ନଙ୍କୁ ଏକାଠି ବସାଯାଇ ପୂଜା କରାଯାଇଥାଏ । ତା ସହିତ ବିଭିନ୍ନ ଅନ୍ନ ପ୍ରସାଦ ଓ ନୂତନ ବସ୍ତ୍ର ଦିଆଯାଇଥାଏ । ଅନ୍ୟ ସ୍ଥାନ ଭଳି…

ସୋନପୁରରେ ଐତିହାସିକ ବଳିଯାତ୍ରା ପାଳିତ

ସୋନପୁର: ସୋନପୁରରେ ଐତିହାସିକ ବଳିଯାତ୍ରା ପାଳିତ ହୋଇଯାଇଛି। ଚଳିତବର୍ଷ ବିନା ଭକ୍ତ ଓ ବରୁଆରେ ବଳିଯାତ୍ରା ହୋଇଛି। ହେଲେ ଚଳିତବର୍ଷ ନୀତିକାନ୍ତିରେ ସୀମିତ ରହିଛି ବଳିଯାତ୍ରା। ରାଜା ରାଜୁଡ଼ା ଅମଳରୁ ପାଳିତ ହୋଇଆସୁଛି ବଳିଯାତ୍ରା। ଅଷ୍ଟଚଣ୍ଡୀଙ୍କ ଏହି ପୀଠରେ ଅଶ୍ୱିନୀ ଅମାବାସ୍ୟାରୁ…

ପୋଲିସ୍ ହାତରେ ଏଟିଏମ୍ ଲୁଟେରା

ସୁବର୍ଣ୍ଣପୁର: ସାହାଯ୍ୟ କରିବା ବାହାନାରେ ଏଟିଏମରୁ ଚୋରୀ କରୁଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ୍। ଗିରଫ ଅଭିଯୁକ୍ତ ଜିଲ୍ଲାର ବୀରମହାରାଜପୁର ବ୍ଲକ ସଦେଇପୁର ଗାଁର ୪୪ବର୍ଷିୟ ସୂର୍ଯ୍ୟନାରାୟଣ ବିଶ୍ୱାଳ। ଗତ କିଛି ଦିନତଳେ ସୁବର୍ଣ୍ଣପୁର ଜିଲ୍ଲା ସଦର…

ବୈଷ୍ଣବୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ସମ୍ୱଲପୁର: ନବରାତ୍ରୀ ନେଇ ବିିଭନ୍ନ ଦେବୀ ପୀଠ ସବୁ ଚଳଚଞ୍ଚଳ ହୋଇଉଠିଛି । ଅନ୍ୟ ସ୍ଥାନ ଭଲି ମାଆ ସମଲେଶ୍ବରୀଙ୍କ ପୀଠରେ ଚାଲିଛି ଷୋହଳ ପୂଜା । ଅନ୍ୟଶକ୍ତି ପୀଠ ପରି ଏଠାରେ ମାଆଙ୍କ ନବ ଦିନରେ ନବଦୁର୍ଗା ବେଶ ନଥାଏ । ଷୋହଳ ଦିନରେ ଷୋହଳ ଜ୍ୟୋତିରୂପା ରୂପେ ଦର୍ଶନ ଦିଅନ୍ତି ମାଆ । ଆଜି…