Latest Odisha News

BREAKING NEWS

Browsing Category

ମିଶ୍ରରାଗ

ଆମର ଗପ ବିଷୟରେ କିଛି ଛୋଟ ଛୋଟ କଥା

ଆମର ଗପ ବିଷୟରେ କିଛି ଛୋଟ ଛୋଟ କଥା କେଦାର ମିଶ୍ର ଗପ ହେଉଛି ସେଇଟା ଯାହା କେବେ ସରେ ନାହିଁ । ଭାରତୀୟ ଜୀବନରେ ଗପର ଅବଧାରଣାଟିଏ ଏମିତି । ଗପ ହୁଏତ ଆରମ୍ଭ ହୋଇପାରେ । ହେଲେ ଏହାର ସମାପ୍ତି ବା ପରିଣତି ନାହିଁ । ଗପଟି ଯୋଉଠି ସରିଗଲା ପରି ଲାଗେ, ଠିକ୍ ସେଇଠୁ ନୂଆ ଗପଟିଏ ଆରମ୍ଭ ହୁଏ…

କବିତାର ଏକ ଶବ୍ଦ ବନାମ ଅନେକ ଅର୍ଥ ଓ ଅର୍ଥାନ୍ତର

କବିତାର ଏକ ଶବ୍ଦ ବନାମ ଅନେକ ଅର୍ଥ ଓ ଅର୍ଥାନ୍ତର କେଦାର ମିଶ୍ର ଯାହା ସହଜରେ ବୁଝି ହୋଇଯାଏ ତାହା ସବୁବେଳେ କବିତା ହୁଏ ନାହିଁ । କବିତା ବେଳେବେଳେ ସନ୍ଧ୍ୟାର ରାଗ ପରି । ଅନେକାଂଶରେ ଝାପ୍ସା ଝାପ୍ସା । ଟିକିଏ ଛାଇ ଓ ଆଲୁଅର ମିଶାମିଶି ଅନୁଭବ । ସେଠି ଯାହା ଦିଶେ, ତାହା ଦୃଶ୍ୟ ନୁହେଁ ।…

ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ

ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ କେଦାର ମିଶ୍ର ତାଙ୍କ ଦେହର ରଙ୍ଗ ଠିକ ମାଟି ପରି। ତେଣୁ ତାଙ୍କ କବିତାରେ ମାଟିର ମହକ ଅଛି। ବୟସ ଗଡି ଗଲାଣି, ହେଲେ ଶରୀର ସବଳ ଅଛି। ସାମ୍ନାରୁ ଦାନ୍ତଟିଏ ପଡିଗଲାଣି ଓ ସେଇ ଖାଲି ଜାଗାଟି ତାଙ୍କ ମୁହଁକୁ ବେଶୀ ନିରୀହ କରିଦେଉଛି।…

କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ

କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ  କେଦାର ମିଶ୍ର  ଇତିହାସ ବିଷୟରେ ଲେଖିବାର ଗୋଟେ ଅଲଗା ମଜା ଅଛି। ଇତିହାସର ଗତିପଥ ବଡ ଜଟିଳ। ଅନେକ ସମୟରେ ଲାଗେ ରାସ୍ତା ସରିଯାଇଛି, ହେଲେ ସେହିଠୁ ହିଁ ନୂଆ ଏକ ରାସ୍ତା ଆରମ୍ଭ ହୁଏ। ଗତ ଶୁକ୍ରବାର ଯେତେବେଳେ ମୁଁ…

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା

କବିବର ରାଧାନାଥ ରାୟ ବନାମ ସେହିସବୁ ଅନାମଧେୟ ପଦ୍ୟ ଲେଖିକା କେଦାର ମିଶ୍ର ରାଧାନାଥ ରାୟ ଆଧୁନିକ ଓଡିଆ କବିତାର ଯୁଗ ପ୍ରବର୍ତ୍ତକ, ଏ କଥାରେ କୌଣସି ସନ୍ଦେହ ନାହିଁ। ଓଡିଆ କବିତାର ଭାବ ଓ ଗଢଣରେ ଅନେକ ମୌଳିକ ପରିବର୍ତ୍ତନ ଆଣିବାର ଶ୍ରେୟ ରାଧାନାଥଙ୍କର। ତେବେ କବିତାର ଶୈଳୀ ଓ…

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା

ସୋସିଆଲ ମିଡିଆରେ ଭଲ କବିତା ବନାମ ଖରାପ କବିତା କେଦାର ମିଶ୍ର ଭଲ କବିତାକୁ ଖରାପ କବିତାର ଭିଡରୁ ରକ୍ଷା କରିବାକୁ ହେବ – ଆମ ସମୟର କେତେଜଣ ଅତ୍ୟନ୍ତ ସମ୍ବେଦନଶୀଳ କବି ଏ କଥା ଉଠେଇଛନ୍ତି। ସେମାନଙ୍କର ଭୟ ହେଉଛି, ଖରାପ କବିତାର ଭିଡ ଭିତରେ କାଳେ ଭଲ କବିତା ହଜିଯାଇପାରେ !! ସାମାଜିକ…

ଓଡିଆ ବହିରୁ ଏଜରା ପାଉଣ୍ଡଙ୍କ ରୟାଲଟି, ଏକ ସଂକ୍ଷିପ୍ତ ଓ ରହସ୍ୟମୟ ଇତିହାସ

ଓଡିଆ ବହିରୁ ଏଜରା ପାଉଣ୍ଡଙ୍କ ରୟାଲଟି, ଏକ ସଂକ୍ଷିପ୍ତ ଓ ରହସ୍ୟମୟ ଇତିହାସ କେଦାର ମିଶ୍ର “ମୋ ବହି ଓଡିଆ ଓ ବଙ୍ଗଳାରେ ପ୍ରକାଶ କରି ମୋତେ କଣ ଦେବାକୁ ହେବ ବୋଲି ଆପଣ ‘ସର୍ତ୍ତ' ପଚାରିଛନ୍ତି। ଆପଣ ବହି ବିକି ଯେଉଁ ଲାଭ ପାଇବେ ସେହି ଲାଭାଂଶର କିଛି ଅଂଶ ହିଁ ମୋର ପ୍ରାପ୍ୟ ହେବ। ଅବଶ୍ୟ…

ସେ ଅକୁହା କାହାଣୀସବୁକୁ ଲେଖିବ କିଏ?

ସେ ଅକୁହା କାହାଣୀସବୁକୁ ଲେଖିବ କିଏ? କେଦାର ମିଶ୍ର ସେ ମୁହଁଟି ମୋ ଆଖିରୁ ଯାଉନାହିଁ। ଯେତେଥର ଆଖି ବନ୍ଦ କରୁଛି ସେ ରକ୍ତାକ୍ତ ମୁହଁ ମୋତେ ବିଚଳିତ କରୁଛି। ସେ ସତସତିକା ମୁହଁକୁ ମୁଁ ପ୍ରତ୍ୟକ୍ଷ ଭାବରେ ଦେଖିନି। ଦେଖିଛି ଗୋଟେ ଫଟୋଗ୍ରାଫରେ। କଟକରୁ ଭୁବନେଶ୍ୱର ଫେରୁଥିବାବେଳେ ସେ…

ଲେଖି ନପାରିବା ଗୋଟେପ୍ରକାର ଲେଖକୀୟ ବିଳାସ

 ମିଶ୍ରରାଗ  ଲେଖି ନପାରିବା ଗୋଟେପ୍ରକାର ଲେଖକୀୟ ବିଳାସ କେଦାର ମିଶ୍ର ଲେଖା ନ ମାଡିବା ଯାଏ ଲେଖି ହୁଏନାହିଁ । ଏକଥା ଯେ କହିଥିଲେ, ସେ ଆମ ସାହିତ୍ୟର ସବୁଠୁ ବେଶୀ ଲେଖିଥିବା ଲେଖକଙ୍କ ଭିତରୁ ଅନ୍ୟତମ। ହଁ, ମୁଁ ଗୋପୀନାଥ ମହାନ୍ତିଙ୍କ କଥା କହୁଛି। ଗୋପୀ ବାବୁ ତାଙ୍କର ପ୍ରସିଦ୍ଧ…