Latest Odisha News
Browsing Category

ମିଶ୍ରରାଗ

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ କେଦାର ମିଶ୍ର ଇତିହାସରେ ଯାହା ଲେଖାଥାଏ, ତା’ର ସମାନ୍ତରାଳରେ ଆଉ ଏକ ଅଲେଖା ଇତିହାସ ରହିଥାଏ । ଲିଖିତ ଇତିହାସ ଅପେକ୍ଷ ଲେଖା ହୋଇନଥିବା ଇତିହାସର ପରିଧି ବହୁତ ବଡ଼ । ଏକଥା ଆମ ଐତିହାସିକମାନେ ମାନିବାକୁ ନାରାଜ । ସାହିତ୍ୟର ଇତିହାସ ଲେଖୁଥିବା…

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି କେଦାର ମିଶ୍ର ହଠାତ ଆମେରିକାରେ ରହି ଓଡିଆ ସାହିତ୍ୟ ବିଷୟରେ ଅହରହ କାମ କରୁଥିବା ସତ୍ୟ ପଟ୍ଟନାୟକ କହିଲେ- ବରୁଣ ପାଣି ଚାଲିଗଲେ। ଓଡିଆ ସାହିତ୍ୟ ପାଇଁ ବରୁଣ ପାଣି ଖୁବ ଚର୍ଚ୍ଚିତ ଏକ ନାଁ ନୁହନ୍ତି। ଫେସବୁକ ରେ ସେ କିନ୍ତୁ ବେଶ ସକ୍ରିୟ।…

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି କେଦାର ମିଶ୍ର କବି ଜଣେ ବ୍ୟକ୍ତି ନା ବହୁ ବ୍ୟକ୍ତିଙ୍କର ସମଷ୍ଟି? କବି ଭିତରେ କେବଳ ଜଣେ କବି ଥାଏ, ନା ବହୁ ନାମ ଓ ବହୁ ରୂପ ନେଇ ଅନେକ କବିର ଅଂଶ ଗୋଟେ କବିକୁ ଗଢିଥାଏ? କବିର ଗୋଟିଏ ରୂପ ନା ସେ ବହୁରୂପୀ? ସେ…

ଗାନ୍ଧୀ ଓ ସର୍ବୋଦୟର ବିଚାର

ଗାନ୍ଧୀ ଓ ସର୍ବୋଦୟର ବିଚାର କେଦାର ମିଶ୍ର ଆମେ ଯେଉଁ ସମୟରେ ବଞ୍ଚୁଛୁ, ସେ ସମୟ ହୁଏତ ଆସନ୍ତାକାଲି ନଥିବ। ଆସନ୍ତାକାଲି ଏକ ନୂଆ ସମୟର ପାହାଚ। ସେ ପାହାଚକୁ ଆମେ ସ୍ଵାଗତ କରୁଛୁ। ପୃଥିବୀର ମଣିଷ, ଭାରତର ନାଗରିକ ଓ ଓଡିଶାର ବାସିନ୍ଦା ଭାବରେ ଆମେ ଆମ ସମୟକୁ ଓ ଆମର ସମାଜକୁ କେମିତି…

ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ

ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ କେଦାର ମିଶ୍ର ତାର ଗୋଟେ ଗପ ଖାତା ଅଛି । ସେ ଗପ ଲେଖେ, ତା ନିଜ ଭାଷାରେ । ତା ଭାଷା ବଣ ଡଙ୍ଗରର ସ୍ୱର ପରି । ସ୍ପଷ୍ଟ, ଗଭୀର ଓ କଳ୍ପନାପ୍ରବଣ । ସାରା ଦିନ ଖଟଣୀ ଖଟିଖଟି ସଞ୍ଜ ହେଲେ ସେ କାଗଜକଲମ ଧରି ଚୁପଚାପ୍ ବସିଯାଏ । ନିଜେ ନିଜେ…

ସାର ଜନ ଉଡ୍ରଫ, ଭାରତୀୟ ତନ୍ତ୍ର ସାହିତ୍ୟ ଓ ଭାରତ ଧର୍ମ

ସାର ଜନ ଉଡ୍ରଫ, ଭାରତୀୟ ତନ୍ତ୍ର ସାହିତ୍ୟ ଓ ଭାରତ ଧର୍ମ କେଦାର ମିଶ୍ର ମହାତ୍ମା ଗାନ୍ଧୀଙ୍କ ପ୍ରିୟ ବହିମାନଙ୍କ ତାଲିକାରେ ଗୋଟେ ବହିର ନାମ ଆପଣ ନିଶ୍ଚୟ ପାଇବେ- "ଶକ୍ତି ଆଣ୍ଡ ଶାକ୍ତ"। ଲେଖକ ସାର ଜନ ଉଡ୍ରଫ ଓରଫ ଆର୍ଥର ଆଭାଲନ। ମହାଯୋଗୀ ଶ୍ରୀ ଅରବିନ୍ଦ ତାଙ୍କର ପ୍ରସିଦ୍ଧ ବହି "ଦ…

ଭାରତ ମାତା କି ଜୟ: କିଏ ଏହି ଭାରତ ମାତା?

ଭାରତ ମାତା କି ଜୟ: କିଏ ଏହି ଭାରତ ମାତା? କେଦାର ମିଶ୍ର ୩୦ ଡିସେମ୍ବର ୧୯୦୩, ସମୟ ଦିନ ୧୧ ଘଣ୍ଟା, ସ୍ଥାନ - କଟକ ସହରର ଇଦଗା ପଡିଆ । ସମବେତ ଉତ୍କଳର ପ୍ରାୟ ପାଂଚ ଶହ ବିଶିଷ୍ଟ ନାଗରିକଂକ ଆଗରେ ସେଦିନ ଚାରୋଟି ସଂଗୀତ ଗାନ କରାଯାଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆହୂତ ଏହି…

କାହା ଲାଗି ସରୁନଥିବା ଏ ଲୁହର ଉତ୍ସବ !

କାହା ଲାଗି ସରୁନଥିବା ଏ ଲୁହର ଉତ୍ସବ ! କେଦାର ମିଶ୍ର କବିତାରେ ଅନ୍ଧାର ଓ ଅନ୍ଧାର ଭିତରେ ବିବିଧ ସ୍ୱରର କାନ୍ଦଣା । କବିତା କେବଳ ଲୁହର ଲୁଣି ସମୁଦ୍ର । ସେ ସମୁଦ୍ର ଦେଖିବାକୁ ସୁନ୍ଦର, ହେଲେ ଅକାତକାତ ପାଣି ଶୋଷ ମାରିପାରେନା । ଲୁହର ସମୁଦ୍ର ସବୁ କାଳେ ଆମ କବିତାକୁ ସୁନ୍ଦର କରିଛି ।…

ଜୀବନର ଦୋଛକିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା

ପେଟର ଭୋକ ଓ ରୂପର ଭେକ, ଜୀବନର ଦୋଛକିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା କେଦାର ମିଶ୍ର ବି. ବର୍ମା ଓରଫ ବିମ୍ବାଧର ଜେନା, ଏ ନାଁ ଟି ବିଷୟରେ ଆମର କିଛି ଧାରଣା ଅଛି କି? ଓଡିଶାର ନୂଆ ପ୍ରଜନ୍ମ ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ବିଷୟରେ କିଛି ଜାଣନ୍ତି କି? ଏ ପ୍ରଶ୍ନର ସିଧାସଳଖ ଉତ୍ତର…

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ କେଦାର ମିଶ୍ର କଳା ରଙ୍ଗର ସେ ସୁଟ ଟି ତାଙ୍କ ଦେହକୁ ବେଶ ମାନୁଥିଲା। ଧୋତି ଓ ଗାମୁଛା ଫୋପାଡି ଦେଇ ସେ ଯେତେବେଳେ ତାଙ୍କ ପୁରୁଣା ସିନ୍ଦୁକରୁ କଳାରଙ୍ଗର ସୁଟଟିକୁ ବାହାର କଲେ, ତାଙ୍କୁ ଶୁଭିଲା ଗୋଟେ ଅଚିହ୍ନା…