Latest Odisha News
Browsing Category

ଆଲେଖ

ସୁଯୋଗ ଦେଇକି ଦେଖ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବୈଜୟନ୍ତୀ ମହାପାତ୍ର ଯେଉଁଦିନ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଲା ଏମ୍.ଏ. ପଢ଼ିବା ପାଇଁ, ସେଦିନ ତା ଗାଁର କେତେ ସ୍ତ୍ରୀ ଲୋକ କେତେ କେତେ କଥା କହିଲେ। କିଏ କହିଲା, ଅନନ୍ତ ମହାପାତ୍ର ତା ଝିଅକୁ ପାଠ ପଢ଼ଉଛି, ସତେ ଯେମିତି ସିଏ କଣ ଗୋଟେ…

ଛାଡ଼ପତ୍ର ନୁହେଁ ଶେଷ ବିକଳ୍ପ

ନମ୍ରତା ଚଢାଙ୍କ ସ୍ୱତନ୍ତ୍ର ଆଲେଖ୍ୟ ଛାଡପତ୍ର ଆବେଦନକୁ ଖାରଜ କରି କେରଳ ହାଇକୋର୍ଟ ତାଙ୍କ ବକ୍ତବ୍ୟରେ ବିବାହ ପ୍ରତିଷ୍ଠାନର ପବିତ୍ରତା ଏବଂ ଭାରତୀୟ ସାମାଜିକ ସଂସ୍କୃତିର ଉତ୍ତମ ଅଂଶ ବୋଲି ବର୍ଣ୍ଣନା କରିଛନ୍ତି। ଏହାର ଅର୍ଥ ହେଉଛି ଯେ ଯେତେ ପର୍ଯ୍ୟନ୍ତ ସମ୍ଭବ ହେଉଛି ଛାଡପତ୍ର ହେବା…

ଚାରି ଫୁଟରୁ ପଚାଶ ଫୁଟ, ତଥାପି ବହୁଦୂରେ ମୋ ସହର

ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ପୁରୁଣା ଏବଂ ଆଧୁନିକ ଭୁବନେଶ୍ୱର ମଧ୍ୟରେ ଫରକ ଏତକି ପରମ୍ପରା ସହିତ ପାର୍ବଣ। ପୁରୁଣା ଭୁବନେଶ୍ୱରରେ ସାଇକେଲ ଧରି ସୁରୁଖୁର ଭାବେ ଦର୍ଶନ କରିହଉଥିବା ବେଳେ ଆଧୁନିକ ଭୁବନେଶ୍ୱରରେ ଦର୍ଶନ ଦୂରେଇ ଦୂରେଇ ଯାଉଛି। ଯଥା ବିଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ…

ଭଲ ଉପନ୍ୟାସ ସୃଷ୍ଟି ହେବା କାଠିକର ପାଠ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଆଜି ଉତ୍ତମ ଉପନ୍ୟାସ ଉତ୍ପାଦନ ଏକ ପ୍ରଶ୍ନବାଚୀ ? ସାହିତ୍ୟ ଖାତାରେ ଉପନ୍ୟାସର ଉପସ୍ଥାନ ଶୂନ୍ୟ ! ଏସବୁ ଘଟଣା ଘଟୁଛି କାହିଁକି ? ସତରେ କ’ଣ ଆଉ ଭଲ ଉପନ୍ୟାସଟିଏ ପଢିବାକୁ ପାଇବାନାହିଁ ? ବର୍ତ୍ତମାନ ସାହିତ୍ୟକ୍ଷେତ୍ରରେ ଘୋର…

ପରମ୍ପରାରେ ଗୁରୁ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  " ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର/ ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। " ଭାରତୀୟ ପରମ୍ପରାରେ ’ଗୁରୁ’ ଏକ ପରମ ପବିତ୍ର ଶବ୍ଦ । ଗୁରୁ, ଯିଏ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାଇଥାନ୍ତି…

ଆପଣାସୁଖୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା' କେବେ କେମିତି ଭାଇ ଭଉଣୀଙ୍କ ପାଇଁ ଯଦି ମାଆ କିଛି ଖାଇବା ଜିନିଷ ରଖିଥାଏ, ତାହେଲେ ସେ ଚାହେଁ, ସେ ସବୁ ସମସ୍ତେ ଏକାଠି ଭାଗବାଣ୍ଟି ଖାଇବା ଦରକାର। ବଡ଼ ହିସାବରେ ହୁଏତ ବଡ଼ର ଭାଗ ଟିକିଏ କମ୍ ହୋଇପାରେ, କିନ୍ତୁ ସାନମାନଙ୍କ ଭାଗ କମ୍…

ଜୋକ ସାମ୍ବାଦିକ (?)

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଆପଣ ଓଡ଼ିଶାର ଯେକୌଣସି ବି ଅଳରେ ଥାଆନ୍ତୁ ନା କାହିଁକି, ଯଦି ଆପଣ ଜଣେ ପଦସ୍ଥ ସରକାରୀ କର୍ମଚାରୀ କିମ୍ବା କୌଣସି ଘରୋଇ ଅନୁଷ୍ଠାନର ଅଧିକାରୀ ବା କାର୍ଯ୍ୟ କରୁଛନ୍ତି, ତେବେ ସେହି ଅଳରେ ଥିବା କୌଣସି ଛଦ୍ମ ସାମ୍ବାଦିକ ଆପଣଙ୍କୁ…

ବନ୍ୟା ନିୟନ୍ତ୍ରଣ ଅସମ୍ଭବ ନୁହେଁ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ସମ୍ପ୍ରତି ୨୦୨୨ ପ୍ରଳୟଙ୍କରୀ ବନ୍ୟାର କରାଳ ରୂପ ତାଣ୍ଡବ ସୃଷ୍ଟି କରିଚାଲିଛି । କେବେଠାରୁ ଆଜିପର୍ଯ୍ୟନ୍ତ ବନ୍ୟା ତ କେବେ ମରୁଡି, ମଝିରେ ମଝିରେ ବାତ୍ୟା ପ୍ରତ୍ୟେକବର୍ଷ ଏଇ ଖବରରୁ ଓଡ଼ିଶା  ନିସ୍ତାର ପାଇଲାନାହିଁ । ପ୍ରାକୃତିକ…

ଗାଁ ପିଲାର ଜିଦ୍

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନିଜର କିଛି ପୁରୁଣା ସାଙ୍ଗ ଏବଂ କିଛି ସହକର୍ମୀଙ୍କ ସହିତ ଦିଲ୍ଲୀ ହାଟରେ ବସି ଖଟି କରୁଥିଲା ସନତ୍। ସେଇ ଖଟିରେ ଅଧିକାଂଶଙ୍କ ହାତରେ କପେ ଚାହା। ମାନେ ଚାହାପିଆ ସାଙ୍ଗକୁ ପାଇଖାନାରୁ ପାର୍ଲାମେଣ୍ଟ ଯାଏଁ ସବୁ ପ୍ରସଙ୍ଗରେ ସେଇଠି…

ସ୍ମୃତି ଓ ରକ୍ତ ରଞ୍ଜିତ ଅଧ୍ୟାୟ: ପାପଡ଼ାହାଣ୍ଡି

ଜାଲିଆନାୱାଲାବାଗ ଗଣହତ୍ୟା ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ସବୁଠାରୁ ରକ୍ତ ରଞ୍ଜିତ ଅଧ୍ୟାୟ । ନିରୀହ ମଣିଷ ମାନଙ୍କ ଉପରକୁ ଗୁଳି ଚଳାଇ, ସେମାନଙ୍କୁ ହତ୍ୟା କରି ବ୍ରିଟିଶ ସରକାର ନିଜ ଶାସନ କାଳର ସବୁଠାରୁ ବଡ଼ ପାପ କରିଥିଲା । ସେହିଦିନରୁ ହିଁ ଭାରତୀୟ ଜାତୀୟତା ସଂଗ୍ରାମ ନୂଆ ମୋଡ଼…