Latest Odisha News

BREAKING NEWS

Browsing Category

ଆଲେଖ

ଆମେ ଚିରିଦେବା ନାହିଁ ନାହିଁର ନକ୍ସା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ବାସ୍ତବରେ ଓଡ଼ିଶାସମଗ୍ର ଦେଶରେ ଏକ ଧନୀ ରାଜ୍ୟ, କିନ୍ତୁ ଓଡ଼ିଶାର ଲୋକମାନେ ଗରିବ, ପ୍ରତାରିତ, ଶୋଷିତ, ନିର୍ଯ୍ୟାତିତ, ଅବହେଳିତ । ଯାହାର ମାଟି ତଳେ ଅଜସ୍ର ଖଣିଜ ସମ୍ପଦ, ମାଟି ଉପରେ ତଳେ ପର୍ଯ୍ୟାପ୍ତ ଜଳ, ଜମି, ଜଙ୍ଗଲ, ତା’ର ପୁଅ…

ଆତ୍ମହତ୍ୟା ନୁହେଁ ଶେଷ ପନ୍ଥା

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଆଜିକାଲି ପରିସ୍ଥିତି ଏମିତି ହେଇପଡ଼ିଛି ଯେ କେହି ଆଉ କାହା କଥା ଶୁଣିବାକୁ ଅଥବା ସହିବାକୁ ପ୍ରସ୍ତୁତ ନୁହଁନ୍ତି। ଧୈର୍ଯ୍ୟ ଆଉ ସହନଶୀଳତା ଶକ୍ତିର ଘୋର ଅଭାବ ଦେଖାଯାଉଛି ପ୍ରତ୍ୟକ ବୟସ ବର୍ଗର ଲୋକଙ୍କ ପାଖରେ । ଏବେ ଗୋଟିଏ ଫୋବିଆ…

ବାମନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସକାଳ ସାଢ଼େ ପାଞ୍ଚଟାରେ ଟ୍ରେନ୍। ଗାଁରେ ଷ୍ଟେସନ୍ ନାହିଁ। ପାଖାପାଖି ପାଞ୍ଚ କିଲୋମିଟର ଗଲେ ଟ୍ରେନ୍ ଧରିବାକୁ ହେବ। ତେବେ ସେଇ ପାଞ୍ଚ କିଲୋମିଟର ଯିବା ପାଇଁ ଏତେ ସକାଳୁ ଗାଁରେ ଗାଡ଼ି ଘୋଡ଼ା ବି କିଛି ନାହିଁ। ତେଣୁ ରାତିରୁ ହିଁ…

ସମାଧାନ ନୁହେଁ ଫୋର୍ଟିଫାଏଡ଼୍ ଚାଉଳ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ପୁଷ୍ଟି ସୁରକ୍ଷା ପାଇଁ ଖାଦ୍ୟ ବିବିଧତାର ବହୁତ ବଡ଼ ଭୂମିକା ରହିଛି । ଖାଦ୍ୟରେ ବିବିଧତାର ଅଭାବ ଯୋଗୁ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଅପପୁଷ୍ଟି ଯଥା ବୟସ ଅନୁସାରେ ଓଜନ କମ୍‌, ବୟସ ଅନୁସାରେ ଉଚ୍ଚତା କମ୍‌, ଉଚ୍ଚତା…

ନୀତିନିଷ୍ଠ ଜନନାୟକ : ନବକୃଷ୍ଣ ଚୌଧୁରୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଓଡ଼ିଶା ପରି ଅନ୍ଧକୂପରେ ନବବାବୁଙ୍କ ଦରିଆଦିଲ୍‌କୁ କିଏ ବୁଝିବ ? କିଏ ବୁଝିବ ଯେ କାହିଁକି ଗାନ୍ଧି ତାଙ୍କୁ କୋଳେଇ ନେଉଥିଲେ, ନେହରୁ ତାଙ୍କ ବ୍ୟକ୍ତିଗତ ଶୟନକକ୍ଷର ଦ୍ୱାର ମଧ୍ୟ ତାଙ୍କ ପାଇଁ ଯେକୌଣସି ମୁହୂର୍ତ୍ତ ରେ ଖୋଲା ରଖୁଥିଲେ ?…

ରାଇରଙ୍ଗପୁରରୁ ରାଇସିନା ରେସ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଏବେ ସବୁ ଆଡେ଼ ଗୋଟିଏ ଚର୍ଚ୍ଚା ଜଣେ ସଶକ୍ତ, ଦୃଢ଼ମନା ଆଦିବାସୀ ମହିଳାଙ୍କୁ ନେଇ । ମହିଳା ଜଣଙ୍କ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଝିଅ ପୂର୍ବତନ ମନ୍ତ୍ରୀ , ଝାରଖଣ୍ଡର ପୂର୍ବତନ ରାଜ୍ୟପାଳ ଅଧୁନା ଭାରତୀୟ ଜନତା ପାର୍ଟିର…

ନବୀକରଣକ୍ଷମ ଶକ୍ତି ବ୍ୟବହାରରେ ପରିବେଶ ଓ ଜୀବଜଗତର ସୁରକ୍ଷା ସମ୍ଭବ

ପ୍ରଫୁଲ୍ଲ କୁମାର ଜେନା କୃଷି, ଶିଳ୍ପ, ଯାନବାହନ ଚଳାଚଳ ଓ ଆମର ଦୈନନ୍ଦିନ ଜୀବନ କ୍ଷେତ୍ରରେ ଶକ୍ତି ଅତ୍ୟନ୍ତ ପ୍ରୟୋଜନ ଏବଂ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ମନୁଷ୍ୟ ସଭ୍ୟତାର ପ୍ରାରମ୍ଭରୁ ସୂର୍ଯ୍ୟ, ପବନ ଓ କାଠପତ୍ର ଇତ୍ୟାଦିରୁ ନବୀକରଣକ୍ଷମ ଶକ୍ତି ଦୈନନ୍ଦିନ ଜୀବନର…

 ତାତି ନୁହେଁ, ପ୍ରାକୃତିକ ସଂକ୍ରମଣ ଭୟ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଗ୍ଲୋବାଲ୍ ୱାର୍ମିଂ ଆଜି କିଛି ନୂଆ କଥା ନୁହେଁ । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମାଧ୍ୟମରେ ଏହାର ପ୍ରଭାବ ପୃଥିବୀର ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳେ । ତଥାପି, ଆଉ ଏକ ବିପଦ ଅଛି ଯାହା ଏହି ଉଷ୍ମତା ଠାରୁ ଦୂରେଇ ଯାଉଛି - ସଂକ୍ରମଣ ।…

ଜୀବନ ବୀମା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନିରଞ୍ଜନ ରାଉରତାୟ ସେଦିନ ବଜାରରୁ ଫେରିଲା ବେଳେ ବାଟରେ ପଡୁଥିବା ଉଠାଣି ପାଖରେ ଆଉ ଉଠିପାରିଲାନି। ତା ସାଇକଲର ପେଡାଲଟା ତାକୁ କୁଇଣ୍ଟାଲେ ଓଜନରୁ ଅଧିକ ଲାଗୁଥିଲା। ଯେତେ ଚେଷ୍ଟା କଲେ ବି ସେ ଆଉ ପେଡାଲ ମାରିପାରୁନଥିଲା। ସେପଟେ…

ପୁରପଲ୍ଲୀରେ ରଜୋତ୍ସବର ମହାପର୍ବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଓଡ଼ିଶାରେ ରଜ ଏକ ପାରମ୍ପରିକ ପର୍ବ । ଏହାକୁ ମଧ୍ୟ ଗଣପର୍ବ କୁହାଯାଏ । ନିପଟ ପଲ୍ଲୀ ଗାଁ ଗହଳଳି ଠାରୁ ଆରମ୍ଭ କରି ସହର ଯାଏଁ ଏହି ପର୍ବ ଧୁମଧାମରେ ଚାରି ଦିନ ଧରି ପାଳିତ ହୋଇଥାଏ । ଏହା ମିଥୁନ ମାସର ଦ୍ଵିତୀୟ ଦିନରୁ ଆରମ୍ଭ ହୋଇଥାଏ । ରଜ…