Latest Odisha News

BREAKING NEWS

Browsing Category

ଆଲେଖ

ସ୍ୱର ସାମ୍ରାଜ୍ଞୀ ଲତା ଅମର ରହେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପରଲୋକରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ସମସ୍ତଙ୍କ ପାଇଁ ଅବିଶ୍ବାସ ହେଲେ ବି ସତ ଥିଲା । ରବିବାର ସକାଳ ୮ଟାରେ ଲତା ମଙ୍ଗେସକରଙ୍କ ଦେହାନ୍ତ ଭାରତକୁ ଅଶ୍ରୁସିକ୍ତ କରିଛି । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ତାର କୋକିଳ କଣ୍ଠ ସୁର ସାମାଜ୍ଞୀ…

ଏକାକୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’   ମଝିରେ ମଝିରେ ଏମିତି ଦେହ ଖରାପ ହୁଏ ଯେ, ସିଂହ ଭଳି ଲୋକଟା ହଠାତ୍ କତରାଲଗା ହୋଇଯାଏ । ଚେଷ୍ଟା କଲେ ବି କଥା କହିପାରେନି। ଶେଯରୁ ଉଠି ଘର ବାହାରକୁ ପାଦ ରଖିବା ବି ସମ୍ଭବ ହୁଏନି। ପାଖରେ ପାଣି ଟୋପାଏ ତତେଇ ଦେଇ ଥୋଇଦେବାକୁ କେହି…

ଜୀନ୍ ବିବର୍ତ୍ତିତ ଖାଦ୍ୟ : ବିବିଧତା ଓ ସୁରକ୍ଷା ପ୍ରତି ବିପଦ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ପ୍ରତ୍ୟେକ ମଣିଷ ପାଇଁ ଖାଦ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା । ଖାଦ୍ୟ ମଣିଷ ପାଇଁ ସବୁବେଳ ଏକ ସମ୍ବେଦନଶୀଳ ଓ ସ୍ପର୍ଷକାତର ବିଷୟ ରହିଆସିଛି । ଖାଦ୍ୟ ସହିତ ବ୍ୟକ୍ତିଗତ ପସନ୍ଦ ବା ରୁଚି ଓ ସାଂସ୍କୃତିକ ପ୍ରଶ୍ନ ଯୋଡ଼ି ହୋଇଥାଏ…

ଗାନ୍ଧୀନୀତି ପ୍ରଗତିର ଆଢ଼ୁଆଳେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଦକ୍ଷିଣ ଆଫ୍ରିକାରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦୀର୍ଘ ଏକୋଇଶ ବର୍ଷ ରହିବା ସମୟରେ ୧୯୦୩ ରୁ ୧୯୧୩ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ରହିଥିଲେ । ସେଠାରେ ସେ ହେନେରୀ ପୋଲକ୍ଙ୍କୁ ଭେଟିଥିଲେ । ସେତେବେଳେ ହେନେରୀ ଏକ ପ୍ରତିଷ୍ଠିତ 'ସମାଲୋଚନା' ମୂଳକ…

ଓଡ଼ିଶାରେ ନାରୀ ଜାଗରଣ ଓ ଗାନ୍ଧୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’  ସ୍ୱାଧୀନୋତ୍ତର ଭାରତ ବର୍ଷରେ ମହିଳାମାନେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟର ବିଚାରପତି,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରଶାସିକା, ବୈଜ୍ଞାନିକ, ସାମ୍ବାଦିକ ଆଦି…

ଅଦିନିଆ ସେବା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’  ରାମଚନ୍ଦ୍ର ଯେଉଁଦିନ ଗାଁ ଛାଡ଼ି ବିଜୟୱାଡ଼ା ଗଲା, ସେଦିନ ଢେର କାନ୍ଦିଥିଲା। ତା' ଆଖିରୁ ଲୁହ ବନ୍ଦ ହେଉନଥାଏ। ତା' ସାଙ୍ଗସାଥିମାନେ କହିଲେ, ଆରେ ଏତେ କ'ଣ କାନ୍ଦୁଛୁ? କାମ କରିବାକୁ ଯିବୁ ଯେତେବେଳେ ଏତେ କଥା ଆଉ ଭାବି ଲାଭ କ'ଣ?…

ମହାମାରୀ ଓ ମଦ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ମହାମାରୀ ସମୟରେ ଏପରି କ୍ଵଚିତ କିଛି ଜିନିଷ ଦେଖିବାକୁ ମିଳେ ଯାହା ବିପର୍ଯ୍ୟସ୍ତ କିମ୍ବା ଅବନତିର ଶିକାର ନ ହୋଇଛି। ମଣିଷ ଜୀବନ ବିପର୍ଯ୍ୟସ୍ତ ହୋଇଯାଇଛି, ଜୀବିକା ଛିନ୍ନ ଭିନ୍ନ, ମଣିଷ ମନର ଦମ୍ଭ ଓ ଆଶା ହୋଇଛି ବିକ୍ଷିପ୍ତ।…

ଦିନେ ସମ୍ଭ୍ରାନ୍ତ ତଥା ସାହୁକାର ପଣିଆର ମୁଖ୍ୟ ପରିଚୟ ଥିଲା ଶଗଡ଼, ଏବେ ବିଲୁପ୍ତ ପ୍ରାୟ

ଭୁବନେଶ୍ୱର: ପ୍ରାଚୀନ କାଳରେ ପରିବହନକୁ ସହଜ ଓ ସରଳ କରିବା ପାଇଁ ଏକମାତ୍ର ମାଧ୍ୟମ ଥିଲା ଶଗଡ଼ । ମଣିଷ ନିଜର ବୁଦ୍ଧି ଖଟାଇ ବନ୍ୟଜାତ ଦ୍ରବ୍ୟର ବ୍ୟବହାର କରି ନିଜ ହାତରେ ନିର୍ମାଣ କରିଥିବା ବିନା ଇନ୍ଧନ ଯୁକ୍ତ ପରିବେଶ ଉପଯୋଗୀ ଏହି ଶଗଡ଼ ଗାଡ଼ି ବିଲୁପ୍ତ ପାଦ ଦେଶରେ ଏବେ ଦଣ୍ଡାୟମାନ । ଦିନେ…

ସ୍ନେହଲତାର ଶେଷ ଚିଠି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସ୍ନେହଲତା ସାମନ୍ତରାୟ। ନାଁଟା ହିଁ ଯଥେଷ୍ଟ ବ୍ୟକ୍ତିତ୍ୱକୁ ପରିଚିତ କରାଇବା ପାଇଁ। ହଁ.. ସ୍ନେହଲତା ପ୍ରକୃତରେ ଜୀବନତମାମ ନିଜ ନାଁକୁ ଚରିତାର୍ଥ କରି ଆସିଛି। ବାଟରେ ଚାଲିଯାଉଥିବା ମଣିଷର ପେଟକଥା ଜାଣିପାରେ ସେ। ସେଥିପାଇଁ କୌଣସି…

ଆନ୍ଦୋଳନ ଚାଲୁରଖ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ "ଶବ୍ଦ ତୂଣୀର"  ସମ୍ବାଦପତ୍ର ପୃଷ୍ଠା ଖୋଲିଲେ କି ଟିଭି ଦେଖିଲେ ସଭାସମିତି, ଘେରାଉ, ଆନ୍ଦୋଳନ, ବିକ୍ଷୋଭ ପଢୁପଢୁ ଦେଖୁଦେଖୁ ଦଫାଶେଷ । ୟା-ବାଦେ ପୁଣି ସେକ୍ସ, ରେପ୍‌, ମର୍ଡର, ଚୋରୀ, ଡକାୟତୀ, ରାହାଜାନୀ, ଅପହରଣ, ଘୋଟେଲା, ଖେଳ, ବ୍ୟବସାୟ, ସିନେମା,…