Latest Odisha News

BREAKING NEWS

Browsing Category

ଆଲେଖ

ସଂସ୍କୃତିର ସଙ୍ଗମ କ୍ଷେତ୍ର ଦକ୍ଷିଣ ଓଡ଼ିଶା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଦକ୍ଷିଣ ଓଡ଼ିଶା ଦକ୍ଷତାର ଓଡ଼ିଶା , ତୃପ୍ତତାର ଓଡ଼ିଶା ଦୁର୍ଦ୍ଦାନ୍ତତାର ଓଡ଼ିଶା । ଦକ୍ଷିଣ ଓଡ଼ିଶା ଦୁର୍ବାର ଓଡ଼ିଶା । ବନଜଙ୍ଗଲରୁ ଆରମ୍ଭ କରି ପାହାଡ ପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡ଼ିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ…

ବାବା ବାଞ୍ଛାନିଧି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅନିତ୍ୟ ମହାପାତ୍ର ତା ପୁଅ ବାହାଘର ପାଇଁ ନିଜ ପରିବାର ଓ କୁଟୁମ୍ବଙ୍କୁ ଏକାଠି କରିବାକୁ ଚାହୁଁଥିଲା। ପୁଅ ବାହାଘରରେ ସମସ୍ତେ ଏକାଠି ହୋଇ ତାକୁ ସହଯୋଗ କରନ୍ତୁ, ସେଇଆ ଆଶା ରଖିଥିଲା ସେ। ସେଥିପାଇଁ ସେ ଓ ତାର ଦୁଇ ପୁଅ ଘର ଘର ବୁଲି…

ଭ୍ରଷ୍ଟ ବ୍ୟବସ୍ଥାର ସରଳ ଗାନ୍ଧୀ ଉପଚାର

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ବସୁଧୈବ କୁଟମ୍ବୁ କମ୍‍, ଶୃଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ ଆଦି ଉଦଘୋଷଣା କରିଆସୁଥିବା ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଭାରତ ବର୍ଷ ଏବେ କେଉଁଠି? ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଭିତରେ ରାସ୍ତାଘାଟଠାରୁ ଆରମ୍ଭ କରି ଗାଡି…

ସରକାରୀ ବିଦ୍ୟାଳୟର ବିକଳ ଅବସ୍ଥା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ୧୯୯୬ ମସିହାରେ ମୁଁ ମେଟ୍ରିକ୍ ପରୀକ୍ଷା ଦେବା ବେଳକୁ ଆମ ଭିରଙ୍ଗ ଉଚ୍ଚ ବିଦ୍ୟାଳୟରେ ମୋଟ୍‌ ନଅ ଜଣ ଶିକ୍ଷକ ଥିଲେ । ଯଦିଓ ସେତେବେଳେ ସେମାନେ ସରକାରଙ୍କ ପାଖରୁ ଦରମା ପାଉନଥିଲେ, କିନ୍ତୁ ସେମାନେ ଆମକୁ ଖୁବ୍ ନିଷ୍ଠାର ସହିତ ପାଠ…

ସାହିତ୍ୟରେ ଶାନ୍ତିଭଙ୍ଗ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଦିନକର ଘଟଣା । ବଙ୍ଗଳାରେ ସାହିତ୍ୟ ପ୍ରତି ସାଧାରଣ ଲୋକଙ୍କର ପ୍ରବଳ ଆଗ୍ରହ ରହିଆସିଛି କେଉଁକାଳରୁ । ପ୍ରତିବର୍ଷ ଦୁର୍ଗାପୂଜାରେ ଅନେକ ପ୍ରକାଶକ ଅନେକ ଲେଖକଙ୍କର ପୁସ୍ତକ ପ୍ରକାଶନ କରନ୍ତି । ଲୋକମାନଙ୍କର ମଧ୍ୟ ପୂଜା ବଜେଟରେ ପୁସ୍ତକ…

ବାହାଘର ମଜା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବାହା ହେଲା ବେଳକୁ ଏତେ ସବୁ କଥା ଜାଣିନଥିଲା ନବୀନ। ଜାଣିଥିଲେ ହୁଏତ ଜୀବନ ତମାମ କଷ୍ଟ ପାଇବା ପାଇଁ କେବେ ବି ରାଜି ହୋଇନଥାନ୍ତା। ବପା ମାଆ ବାହାଘର ଠିକ୍ କରିଥିଲେ। ସେଥିପାଇଁ ସେମାନଙ୍କ ପସନ୍ଦ ଉପରେ ପ୍ରଶ୍ନ ନଉଠାଇ ବାହା…

କୁକୁର ଚରା

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ପଡୋଶୀଙ୍କ ଘରେ କେବଳ ତାଙ୍କର ସ୍କୁଲ ପଢୁଆ ସାନ ପୁଅ ବ୍ୟତୀତ ବାକି ସମସ୍ତେ ଏକା ସାଙ୍ଗରେ କୋଭିଡ ଆକ୍ରାନ୍ତ ଜଣା ପଡିବା ପରେ ନିଜ ସ୍ୱାସ୍ଥ୍ୟକୁକୁ ନେଇ ଯେତିକି ନୁହେଁ, ସେମାନେ ତା'ଠୁ ଅଧିକ ବିଚଳିତ ହୋଇ ଉଠିଥିଲେ ପୋଷା କୁକୁରକୁ…

ଗାନ୍ଧୀଙ୍କୁ ବୁଝିବା ସହଜ, ଭୁଲିବା କଷ୍ଟ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ବ୍ୟକ୍ତିରୁ ବିଚାରରେ ରୂପାନ୍ତରିତ ହୋଇସାରିଥିବା ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ତାଙ୍କ ବିଚାର କିନ୍ତୁ ବ୍ୟାପିବାରେ ଲାଗିଛି । ଗାନ୍ଧୀ ବିଚାରକୁ ମାରିବା ପାଇଁ ଯେତେ ଉଦ୍ୟମ ହେଲେ ବି ତାହା…

ସାହିତ୍ୟକ୍ଷେତ୍ର : ଧର୍ମକ୍ଷେତ୍ର ନା ଯୁଦ୍ଧକ୍ଷେତ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…    ରସିକ ରାଜ୍ୟ ହିସାବରେ ଓଡିଶାର ପଟାନ୍ତର ପୃଥିବୀରେ ବିରଳ । ଏଠି ବିଳାସ ଓ ସମ୍ଭୋଗରେ ଦିନ କଟିଯାଉଥିଲା । ଓଡ଼ିଶାର ସାହିତ୍ୟ ସୂଚନା ଦେଉଛି ଏଠି ମରୁଡ଼ି ନଥିଲା, ଭ୍ରଷ୍ଟାଚାର, ଦୁର୍ନୀତି ନଥିଲା, ହତ୍ୟା, ଲୁଣ୍ଠନ, ରାହାଜାନୀ,…

ନୀଳଚକ୍ର ଓ ପତିତପାବନ ବାନା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ବୈଷ୍ଣବୀୟ ଭାବଧାରାର ମନ୍ଦିର ଶିଖରରେ ରହିଥାଏ ଚକ୍ର । ଏହା ଶ୍ରୀବିଷ୍ଣୁଙ୍କ ଆୟୂଧ ସୁଦର୍ଶନ ଚକ୍ରର ପ୍ରତିରୂପ ବୋଲି ବିଶ୍ୱାସ କରାଯାଏ । ସେହିଭଳି ଶୈବ ମନ୍ଦିରରେ ଶିବଙ୍କ ଆୟୁଧ ତ୍ରିଶୂଳ ରହିଥାଏ । ଶ୍ରୀମନ୍ଦିର…