Latest Odisha News

BREAKING NEWS

Browsing Category

ଆଲେଖ

ସିନେ ଓଡ଼ିଶା: ସିନେମାରୁ ସାହିତ୍ୟ

ଭାଗ- ୩ ୧୯୫୧ରେ ‘ସିନେ ଓଡ଼ିଶା’ ପ୍ରକାଶିତ ହେଲା ବେଳକୁ, ସାହିତ୍ୟ ଆଧାରିତ ପତ୍ରିକା ଓଡ଼ିଶାରେ ଅଧିକ ସଂଖ୍ୟାରେ ପ୍ରକାଶିତ ହେଉଛି । ୧୮୭୩ ମସିହାରେ ବାଲେଶ୍ୱରରୁ ପ୍ରକାଶିତ ମାସିକ ‘ଉତ୍କଳ ଦର୍ପଣ’ ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ଥିଲା । ଓଡ଼ିଆ ପତ୍ରିକା ୧୯୦୬ର ‘ମୁକର’ରୁ ୧୯୧୫ର…

ମହାମାରୀରେ ମାଆର ଭୂମିକା

ମହାମାରୀର ଦୁଃଖ ଏବେ ପ୍ରତି ଘରେ ଘରେ । ଗଲାବର୍ଷ ଆମେ ଲକଡାଉନ ଦେଖିଥିଲେ ଆଉ ଏବର୍ଷ ବି ଦେଖୁଛେ, ଏ ମହାମାରୀ ଚାଲିଛି ଯେ ସରିବାର ନାଁ ଧରୁନି । ମହାମାରୀ ଆଉ ତା ଭିତରେ ପୁଣି ଦୁନିଆଯାକର ବିପତ୍ତି ମାଡ଼ି ବସିଲାଣି । ବାତ୍ୟା, ଭୂମିକମ୍ପ, ବନ୍ୟା ବିପତ୍ତି ପରେ ବିପତ୍ତି ଆଉ ସରୁନି ।…

ମଝିଆ ପୁଅ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମହାଭାରତରେ “ମଧ୍ୟମ ପୁତ୍ର” ପ୍ରସଙ୍ଗ ପ୍ରାୟ ସମସ୍ତଙ୍କୁ ଜଣା । ପାଣ୍ଡବମାନଙ୍କ ବନବାସ କାଳରେ ଯେତେବେଳେ ଘଟୋତ୍କଚ ତାର ମାଆ ହିଡ଼ିମ୍ବାର ପୂଜା ଅବସାନ ପାଇଁ ବଳିଦେବା ଲାଗି ନରବଳି ଖୋଜୁଥିଲା, ସେତିକିବେଳେ ପାଇଥିଲା ଗୋଟିଏ ଗରିବ…

ଦତ୍ତାତ୍ରେୟ, ସାମ୍ବାଦିକ ଓ ପୁଲିସର ଆକ୍ରମଣ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ସକାଳୁ ସକାଳୁ ଆଜି ଏକ ଅଭାବନୀୟ ଓ ଛାତିକୁ ବାଧିଲା ପରି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଥମେ ଆସିଲା । ପରେ ତାହା ମୁଖ୍ୟସ୍ରୋତ ଗଣମାଧ୍ୟମରେ ବି ଆସିଗଲା । ପୁରୀରେ ରାଜ୍ୟର ଏକ ପ୍ରମୁଖ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା…

ବିବିଧ ପ୍ରତିଭାର ଅନନ୍ୟ ପ୍ରତୀକ ପ୍ରମୋଦ ପାଣିଗ୍ରାହୀ

ସ୍କୁଲରେ ପଢୁଥାଏ ମୁଁ। କଟକରେ, ରେଭେନଶା କଲେଜିଏଟ ସ୍କୁଲରେ, ହଠାତ୍ ଦିନେ ସ୍କୁଲରୁ ଫେରିଲା ବେଳକୁ, ବୋଉ କହିଲେ “ଆଜି ଆଉ ଖେଳିବାକୁ ଯାଅନି। ଆଜି ସନ୍ଧ୍ୟାରେ ଆମେ ଓଡ଼ିଆ ସିନେମା ଦେଖିବାକୁ ଯିବା। ଖୁସିରେ ତାଳି ମାରି ଡେଇଁପଡିଲି ମୁଁ। ଏମିତିଆ କାଁ ଭାଁ କେତେବେଳେ କେମିତି ମିଳୁଥିଲା।…

ସୋସିଆଲ ମିଡ଼ିଆ ଭାଙ୍ଗୁଛି ପରିବାର

ମାସେ ତଳର ଘଟଣା ଟିଭିରେ ଗୋଟିଏ ଡ଼ିବେଟରେ ଭାଗନେବାକୁ ଗଲା ବେଳେ ଆଲୋଚନାଟିର ଟାଇଟେଲଟିକୁ ଦେଖି ମୁଁ ପ୍ରଥମେ ସେ ଚ୍ୟାନେଲରେ କିଏ ଏଇ ଭଳି ଏ ପ୍ରକାର ପ୍ରୋଗ୍ରାମଟିର ନାମକରଣ କରିଛି ବୋଲି ବିରକ୍ତି ପ୍ରକାଶ କରିଥିଲି । ସାଙ୍ଗେ ସାଙ୍ଗେ ତାଙ୍କ ଆଙ୍କର ଜଣକ କହିଥିଲେ ମାଡ଼ାମ କିଛିଟା ତଥ୍ୟ…

ଗାୟକ ଅଳଂକାର ଶ୍ୟାମସୁନ୍ଦର ତ୍ରିପାଠୀ

ବରିଷ୍ଠ ପାଲା ଗାୟକ ଶ୍ୟାମସୁନ୍ଦର ତ୍ରିପାଠୀ । ଜଣେ ପ୍ରତିଷ୍ଠିତ ମର୍ଯ୍ୟାଦାବନ୍ତ, ମିଷ୍ଟଭାଷୀ ଆଦର୍ଶ ପାଲା ଗାୟକ । ପାଲାର ମୌଳିକତାକୁ ବଜାୟ ରଖି ସେ ରାଜ୍ୟର କୋଣ ଅନୁକୋଣରେ ପାଲା ପରିବେଷଣ ଜାରି ରଖିଛନ୍ତି । ୧୯୫୬ ମସିହା ଜୁନ ୬ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପୋଡ଼ାଡ଼ିହ…

ସିନେ ଓଡ଼ିଶା: ଭିତୀହୀନ ନିରପେକ୍ଷ ଭାବେ

ଭାଗ-୨ ପଚାଶ ଦଶକର ଆରମ୍ଭରେ ଓଡ଼ିଶାରେ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନର ଯେଉଁ ପରମ୍ପରା ଆରମ୍ଭ ହେଲା ତାହାର ବୈଶିଷ୍ଟ୍ୟ ଥିଲା ମନୋରଞ୍ଜନ ଜଗତ ସହ ବୃହତ ପାଠକ ବର୍ଗକୁ ଯୋଡ଼ିବା । ସେ ସମୟରେ ଏତକ କରିପାରିବା କିଛି କମ୍ ଦୁଃସାହସିକ ବ୍ୟାପାର ନ ଥିଲା । ସେତେବେଳକୁ ମାତ୍ର ତିନିଟି ଓଡ଼ିଆ…

ବୈଶାଖ ଶୁକ୍ଳ ତୃତୀୟା -ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା

ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଦିବସ (ଦିନଟି) ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା ନାମରେ ପରିଚିତ । ପୌରାଣିକ ଗ୍ରନ୍ଥ ଅନୁଯାୟୀ, ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି, ଦିନ ଯେ କୌଣସି ଶୁଭ କାର‌୍ୟ୍ୟ କରାଗଲେ \'ଅକ୍ଷୟ ଫଳ\' ପ୍ରାପ୍ତ ହୋଇଥାଏ । ଏହି…

ବେଳଥାଉ ବନ୍ଧ ବାନ୍ଧ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) କୁଜିବାହାଡ଼ା ଗାଁର ନିମାଇଁ ସୁବୁଦ୍ଧିର ମାଆ ସୋମବାରୀ ସେଦିନ ଦାଣ୍ଡରେ ଠିଆ ହୋଇ ଗାଳି ଦେଉଥିଲା ବଳରାମ ଟହଲକୁ । କେତେ କଣ ଭାଷାରେ ସେ ଗାଳି ଦେଉଥିଲା, ତାକୁ ଯେ କେହି ଶୁଣିବ, ତାର ରକ୍ତ ଗରମ ହୋଇଉଠିବ । ଅଳପେଇଷା, ଅଧରଦିନିଆ,…