Latest Odisha News

BREAKING NEWS

Browsing Category

ଆଲେଖ

୩୦, ଜାନୁଆରୀ, ୧୯୪୮, ମହାତ୍ମା ଗାନ୍ଧୀଙ୍କ ଜୀବନର ଅନ୍ତିମ କେତୋଟି ଦିନ

‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା ଓ ମୁଁ ଭୋ ଭୋ କାନ୍ଦି ପକାଇଲି।‘’ ଯେ ଥିଲା ବୃଜକୃଷ୍ଣ ଚାନ୍ଦିବାଲାଙ୍କ…

ଓଡିଆ ସିଦ୍ଧ କବିତାର ଶେଷ ସନ୍ତକ, ପୂର୍ଣ୍ଣମାସୀ ଜାନି ଓରଫ ତାଡି ସରୁବାଇ

(କେଦାର ମିଶ୍ରଙ୍କ ସାପ୍ତାହିକ ସ୍ତମ୍ଭ ମିଶ୍ରରାଗ) ଗତ କିଛି ବର୍ଷ ହେଲା ଓଡିଶାରୁ ପଦ୍ମ ପୁରସ୍କାର ପାଉଥିବା ପ୍ରତିଭାବାନ ଲୋକଙ୍କ ତାଲିକାରେ ଅନ୍ତତଃ ଗୋଟିଏ ଆଶ୍ଚର୍ୟ ନାମ ରହି ଆସୁଛି। ଏ ବର୍ଷ ତାର ବ୍ୟତିକ୍ରମ ହୋଇନାହିଁ। ଚଳିତ ବର୍ଷ ପଦ୍ମ ପୁରସ୍କାରରେ ସାମିଲ ହୋଇଥିବା ଓଡିଆ ନାମ…

ଭାରତୀୟ ନିର୍ବାଚନ – ଜଘନ୍ୟ କ୍ଷମତା ଯୁଦ୍ଧ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ନିର୍ବାଚନ-ଧର୍ମଯୁଦ୍ଧ ନୁହେଁ – ଜଘନ୍ୟ କ୍ଷମତା ଯୁଦ୍ଧ । ସଂକଟର ସନ୍ଧିକ୍ଷଣରେ ଆଜି ଭୂଆଁବୁଲୁଛି ସମଗ୍ର ଭାରତବର୍ଷ । ଗଣତନ୍ତ୍ର ଆଜି ରକ୍ତାକ୍ତ । ସାଂପ୍ରଦାୟିକ ଦଙ୍ଗା, ଦୁର୍ନିତୀ ପରେ ଦୁର୍ନୀତି, ଶୋଷଣ, କଷଣ, ଅନ୍ୟାୟ ଅତ୍ୟାଚାର ଧର୍ଷଣ…

ଅଳସୁଆ, କ୍ଷୁଧାର୍ତ୍ତ ଓ ଯୋଜନା

ଗଲା ସପ୍ତାହର କଥା, ସକାଳୁ ଚା’ ପିଇବାବେଳେ ପାଖରେ ଆସି ଠିଆ ହେଲେ ଘରେ କାମ କରୁଥିବା ସୁକାନ୍ତି ନାନୀ। କ’ଣ ଜଳଖିଆରେ ତିଆରି ହେବ ବୋଲି ପଚାରି ଠିଆ ହୋଇ ରହିଲେ, କିଛି ସମୟ ପର୍ଯ୍ୟନ୍ତ ପାଖରେ। ମୁଁ କହିଲି, ଜଲଦି ଜଳଖିଆ ତିଆରି କରିଦିଅ, ସାରଙ୍କର ଟାଇମ୍ ହେଲାଣି ବାଥରୁମରୁ ଶୀଘ୍ର…

ସଙ୍ଗୀତରେ ଏକ ମଧୁର ପୃଥିବୀର କଳ୍ପନା, ରାଜାରାଣୀ ମନ୍ଦିର ବେଢାରୁ କିଛି କଥା

(କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ ମିଶ୍ରରାଗ)  ପ୍ରତିବର୍ଷ ରାଜାରାଣୀ ସଙ୍ଗୀତ ଉତ୍ସବକୁ ମୁଁ ଯାଏ। ଏକାଦଶ ଶତାବ୍ଦୀର ଏହି ଚମତ୍କାର ମନ୍ଦିର ସ୍ଥାପତ୍ୟ ସବୁବେଳେ ଏକ ଆକର୍ଷଣ। ଏହାର ପ୍ରତି ପଥରରେ ରହିଛି ଓଡିଆ ଶିଳ୍ପୀର କଳ୍ପନାପ୍ରବଣ ସୃଜନଶୀଳତା। ସବୁ ମୂର୍ତ୍ତି ଏ ମନ୍ଦିରରେ ଜୀବନ୍ତ…

ଓଡିଶାର ପ୍ରଥମ କଥାକୁହା ସିନେମା ଓ ମୋହନ ସୁନ୍ଦର ଦେବ ଗୋସ୍ଵାମୀ

ଏପ୍ରିଲ ମାସ ୧୯୩୬ ମସିହା, ଓଡିଶା ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନ। ଏପ୍ରିଲ ୧ ତାରିଖ ଦିନ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହୋଇଥିବା ବେଳେ ୨୮ ଏପ୍ରିଲରେ ଓଡିଶାର ପ୍ରଥମ କଥାକୁହା ସିନେମା “ସୀତା ବିବାହ” ମୁକ୍ତିଲାଭ କରିଥିଲା। ରାଜନୈତିକ ଇତିହାସରେ ରାଜ୍ୟ ଗଠନ ଯେମିତି ଏକ…

ସ୍ୱଚ୍ଛଳ ଶାସନତନ୍ତ୍ର : ଅଚଳ ଅର୍ଥନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ସବୁଆଡେ ଶସ୍ତା ସ୍ଲୋଗାନ୍ । ବସ୍ତାବସ୍ତା ଭାଷଣବାଜିର ରିହାତି-ରାଜନୀତି । ଏ ଦଳ କହୁଚି ସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର । ଲୋକେ କହୁଛନ୍ତି ସବୁ ଦଳ - ପଙ୍ଗପାଳ । ଶାସନତନ୍ତ୍ରର ଶସ୍ୟକ୍ଷେତ୍ରରେ ପ୍ରବେଶ କରିବା ପାଇଁ ସମସ୍ତେ…

ବେଳ ହୁଁ ସାବଧାନ

ଆଜିର ଶିଶୁ କାଲିର ଭବିଷ୍ୟତ। ଏହା ସବୁ ଜାଗାରେ ଶୁଣିବାକୁ ମିଳେ। କନ୍ୟାରତନ କର ଯତନ, ବେଟି ପଢ଼ାଓ ବେଟି ବଚାଓ। ଏସବୁ ସ୍ଲୋଗାନ ସବୁ ଶୁଣିବାକୁ ସତରେ କେତେ ସୁନ୍ଦର। କିନ୍ତୁ କାମରେ ଯଦି ଦେଖିବା ତା’ହେଲେ ଏସବୁ ଖାଲି ସ୍ଲୋଗାନରେ ହିଁ ରହିଯାଇଛି । କାର୍ଯ୍ୟକାରୀ ହୋଇପାରୁନି। ଏହାର ନଗ୍ନ…

ଓଡିଶୀ ସ୍ଥାପତ୍ୟ ବନାମ କୋଠାବାଡିର ପାରାଭାଡି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଶାର ଖ୍ୟାତନାମା ଚିତ୍ରଶିଳ୍ପୀ ସ୍ଵର୍ଗତ ଦିନନାଥ ପାଠି ଆଧୁନିକ ଭୁବନେଶ୍ୱରକୁ ପାରାଭାଡିର ସହର ବୋଲି କହୁଥିଲେ। ଜଣେ ଓଡିଶୀ ଚିତ୍ରଶିଳ୍ପୀର ଆଖିରେ ଆଜିର ଭୁବନେଶ୍ୱରକୁ ପାରାଭାଡି ବ୍ୟତୀତ ଆଉ କଣ ବା କୁହାଯାଇ ପାରିବ? ଭୁବନେଶ୍ୱର ପ୍ରାୟ…

ହେଲେନ୍‌ର ହାହାକାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ବିଶ୍ୱବ୍ୟାପୀ ମହାସଂକଟ । କରୋନା ମହାମାରୀ, ମହାମାନ୍ଦାବସ୍ଥା, ମହାଦୁର୍ଭିକ୍ଷ ମାଡିଆସୁଛି । ଭୋକ ଏଭଳି ଏକ ଶଦ୍ଦ ଯେ, ସେ ଦୁନିଆରେ କାହାରି ଥଳକୂଳ ରଖିବନିା ଢୋକେ ପିଇ, ଦଣ୍ଡେଜିଇଁ ଅବସ୍ଥା ମଧ୍ୟ ଅସମ୍ଭାଳ ହୋଇଯିବ । ଶ୍ରମଜୀବୀ…